-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ବଡ଼ମାଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ପାଇଁ ଟଙ୍କା ପଠାଇବାକୁ ଆସୁଥିଲେ, ରାସ୍ତରେ ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଚାଲିଗଲେ ମୂର୍ତ୍ତୀ କାରିଗର 

24-May-2023



 ପାଟଣାଗଡ - ( ଦୀଲିପ ପଣ୍ଡା ) ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଇନ୍ଦପୁର ଗାଁର ଜଣେ ଜଣାଶୁଣା ମୃର୍ତ୍ତୀ କାରିଗର ତାଙ୍କ ବଡ଼ମାଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ପାଟଣଗଡରୁ ଟଙ୍କା ପଠାଇବାକୁ ଆସୁଥିଲେ । ରାସ୍ତରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଗାଡି ଧକ୍କାରେ ମୃତୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ଇନ୍ଦପୁର ଗାଁର ଟଙ୍କଧର ବିଶ୍ଵାଳ (୩୦) ଟଙ୍କଧର ଙ୍କ ମୃତ୍ୟୁ ପରେ ସାଂସଦ ଙ୍କ ଗାଡି ଓ ଡ଼୍ରାଇଭର

ଲରମ୍ଭା ଥାନାର ଆତ୍ମସମର୍ପଣ କରିଥିବା ପୁଲିସ ସୁତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଖୁଲାଗଡରେ ଚାଲିଥିବା ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବରେ ଯୋଗଦେବାପାଇଁ ରାଜ୍ୟସାଂସଦ ନିରଞ୍ଜନ ବିଶି ତାଙ୍କ ଓଡି-୦୩-ଏକ୍ସ-୪୬୧୩ କାର ଯୋଗେ ନିଜ ଡ଼୍ରାଇଭର ଙ୍କ ସହ ପାଟଣଗଡରୁ ବାହାରି ତମିଆଁ ଛକ ଦେଇ ଖୁଲାଗଡରେ ୧୧ରୁ ୧୨ ଟା ଭିତରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲାବୋଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର କମିଟିର ସଭାପତି ଶ୍ୟାମସୁନ୍ଦର ବାରିକ ଙ୍କ ଠାରୁ ଜଣାପଡିଛି । ସାଂସଦ ଙ୍କ ଗାଡି ଘସିଏନ ଲରମ୍ଭା ରାସ୍ତ ଦେଇ ଯାଉଥିବା ସମୟରେ ବିପରିତ ଦିଗରୁ ମୂର୍ତ୍ତି କାରିଗର ଟଙ୍କଧର ଦଇତାରୀମୁଣ୍ଡା ଗ୍ରାମ୍ୟ କମିଟରୁ  ତାଙ୍କ ସ୍କୁଟି ଜୋଗେ ୨୯ ହଜାର ଟଙ୍କା ନେଇ ବୁଲ୍ଲାରେ ଚିକିତ୍ସିତ ହେଉଥିବା ବଡ଼ମାଆଙ୍କୁ ପଠାଇ ଦେବାପାଇଁ ପାଟଣାଗଡ଼ ଅଭିମୁଖେ ଆସୁଥିଲେ । ସୁନାମୁଦି ଓ ତମିଆଁ ଛକ ନିକଟରେ ଥିବା ଏକ କପା ବିଳ ସମ୍ମୁଖରେ ପାଟଣାଗଡ଼ ପଟୁ ଦୃତଗତିରେ ଆସୁଥିବା ରାଜ୍ୟସଭା ସାଂସଦ ଙ୍କ ଗାଡି ଟଙ୍କଧର ଙ୍କୁ ଜୋରରେ ଧକ୍କା ଦେଇ ସ୍କୁଟି ସହ ଟଙ୍କଧର ଙ୍କୁ କପାବିଲ  ଭିତରକୁ ଘୋସାଡି ନେଇଥିଲା । ସେହି ରାସ୍ତା ଦେଇ ଯାଉଥିବା ଇନ୍ଦପୁର ଗାଁର ଜଣେ ବାଇକ ଆରୋହୀ ଙ୍କସହ ଅନ୍ୟାନ୍ୟ ବାଇକ ଆରୋହି ମାନେ  ଏହା ଦେଖି ଚକିତ ହେବାସହ ନିଜ ମୋବାଇଲରେ ଫଟୋମାନ ଉତ୍ତୋଳନ କରିବାକୁ ଲାଗିଥିଲେ । ଏହା ଦେଖି ରାଜ୍ୟ ସଭା ସାଂସଦ ଓ ତାଙ୍କ ଡ଼୍ରାଇଭର ଘଟଣାସ୍ଥଳରୁ ସଙ୍ଗେସଙ୍ଗେ ଲରମ୍ଭା ପଟକୁ ଫେରାର ମାରିଥିବା ଅଭିଯୋଗ ହେଉଛି ।  ଡ଼୍ରାଇଭର  ସାଂସଦ ଙ୍କ ଗାଡିକୁ ନେଇ ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିଲା । ଦୁର୍ଘଟଣା ସ୍ଥଳଟି ପାଟଣାଗଡ ଥାନା ଅଧିନରେ ଯାଉଥୁବାରୁ ମୃତ ଟଙ୍କଧରଙ୍କ ବାପା ବିଶିକେସନ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରୁ ସାଂସଦ ନିରଞ୍ଜନ ବିଶି ତାଙ୍କ ଡ଼୍ରାଇଭର ସହ ଲରମ୍ଭା ପଟକୁ ଜାଉଥୁବା ନେଇ ତମିଆଁ ଛକରେ ଥିବା ହୋଟେଲ ଓ ଗେରଜ ସମ୍ମୁଖରେ ଥିବା କିଛି ଜୁବକ ଦେଖିଥିବା ନେଇ କହାକୁହି ହେଉଥିବାବେଲେ ସାଂସଦ ଶ୍ରୀ ବିଶି କିନ୍ତୁ ଦୁର୍ଘଟଣା ସମୟରେ ଗାଡିରେ ମୁଁ ଉପସ୍ଥିତ ନଥିଲିବୋଲି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଅପରପକ୍ଷରେ ଡାକ୍ତରଖାନା ପରିସରରେ ଶବବ୍ୟଵଛେଦ କୁନେଇ ମୃତକଙ୍କ ପରିବାର ଓ ସାଂସଦଙ୍କ ସହଯୋଗୀ ଙ୍କ ସହ

ଦୀର୍ଘ ସମୟ ପର୍ଯ୍ୟନ୍ତ କଥାକଟାଟି ହୋଇଥିଲା । ପରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଙ୍କ ହସ୍ତକ୍ଷେପ ପରେ ପରିବାର ବର୍ଗ ଶବବ୍ୟଵଛେଦ ପାଇଁ ରାଜି ହୋଇଥିବାସହ ତହସିଲଦାର ଲକ୍ଷ୍ମଣ ମାଝିଙ୍କ ଉପସ୍ଥିତିରେ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମୃତକଙ୍କ ବାପା ପାଇଥିବା ଜଣାପଡିଛି । ସନ୍ଧ୍ୟା ୬ ଟା ସମୟରେ ଗ୍ରାମବାସୀ ଓ ଶୋକାକୁଳ ପରିବାର ମିସି  ମୂର୍ତ୍ତି କାରିଗରଙ୍କ ଶବ ସତ୍କାର କରିଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like