-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
22-Apr-2023
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ): ସିଢି ରୁ ଖସି ପଡି ଯୁବକ ଗୁରୁତର, ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପାତାଳ ପଡା ଗାଁ ରେ l ସୂଚନାରୁ ପ୍ରକାଶ ଯେ , ଏହି ଗାଁ ର ରୁମାନଞ୍ଚଲ ବାଗ (27)ନାମକ ଜଣେ ବ୍ୟକ୍ତି ଗୋଟିଏ କିରlନା ଦୋକାନ ରେ କାମ କରୁଥିବା ବେଳେ ସିଢି ରୁ ପଡି ଗୁରୁତର ଆହାତ ହୋଇଥିବା ଜଣାପଡିଛି l ରୁମାନଞ୍ଚଲ ଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗିର ଭୀମ ମେଡିକାଲ କଲେଜ ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି