-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||     

HOME   ଜିଲ୍ଲା

ମାନସିକ ଭିନ୍ନକ୍ଷମ ମହିଳାଙ୍କ ମହନୀୟ କାର୍ଯ୍ୟ - ସ୍ୱଚ୍ଛତା ଅଭିଯାନର ନିଃସଙ୍ଗ ଯୋଦ୍ଧା

22-Mar-2023



ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।‌ ସାଧାରଣରେ ମହିଳାଙ୍କ ପରିଚୟ ହେଲା ସେ ଜଣେ ମାନସିକ ଭିନ୍ନକ୍ଷମ (ସ୍ଥାନୀୟ ଭାଷାରେ' ବାଉରୀ')।‌ ତେବେ ଉକ୍ତ ମହିଳା ଜଣ ଏକାକୀ ବିଗତ ଦଶ/ ବାର ବର୍ଷ ହେଲା ନିଜ ଇଚ୍ଛାରେ ଓ ନିରଳ ଭାବେ ବୀରମହାରାଜପୁର ମୁଖ୍ୟ ଛକ ଠାରେ ରହିଆସୁଅଛି।‌ ପ୍ରତ୍ୟେକ ଦିନ ଉକ୍ତ ଛକ ସହ ବିଭିନ୍ନ ସ୍ଥାନର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଭଲି ମହନୀୟ କାର୍ଯ୍ୟ କରି ଚାଲିଛନ୍ତି। ଯାହାକି ଜଣେ ପ୍ରତ୍ୟକ୍ଷଦର୍ଶୀ ହିଁ ବିଶ୍ଵାସ କରି ପାରିବ। ପ୍ରଭାବଶାଳୀ ଲୋକେ ରାସ୍ତାରୁ ପତ୍ରଟିଏ ଗୋଟେଇଲେ ତାହା ବ୍ୟାପକ ଭାବେ ପ୍ରଚାରିତ ହୋଇଥିବା ବେଳେ ଉକ୍ତ ମହିଳାଙ୍କ ଏଭଲି  ଉତ୍ସର୍ଗୀକୃତ ପରିବେଶ ପ୍ରେମ କିନ୍ତୁ କାହା ଦୃଷ୍ଟିରେ ପଡେ ନାହିଁ। ଉକ୍ତ ମହିଳା ଜଣକ ପ୍ରତିଦିନ ଭୋର ସକାଳୁ ବୀରମହାରାଜପୁର ମୁଖ୍ୟ ଛକ ଚର୍ତୁପାଶ୍ୱ , ବ୍ଳକ, ତହସିଲ କାର୍ଯ୍ୟାଳୟ ସମ୍ମୁଖ ସମେତ ଆଖପାଖ ୩୦/୪୦ ଟି ଦୋକାନ ଆଗରେ ସଫେଇ କରିଥାନ୍ତି। ଏଥି ସହ ଆର୍ବଜନା ସବୁକୁ ଏକାଠି କରି ନିଆଁରେ ପୋଡ଼ି ଥାନ୍ତି। ଖରା , ବର୍ଷା,ଶୀତ, ବର୍ଷର ସବୁ ସମୟରେ ଏହା ତାଙ୍କର ଏକ ମିଶନ ଭଲିଆ ନିତିଦିନିଆ କାମ। ଏହି କାର୍ଯ୍ୟ ପାଇଁ କାହାଠାରୁ କିଛି ପ୍ରତିଦାନର ବି ଆଶା ରଖନ୍ତି ନାହିଁ। ତାଙ୍କ କର୍ମକୁ ଦେଖି ଯିଏ ଯାହା କିଛି ଖାଇବାକୁ ଦେଲେ ତାହା ଖାଇ ଶାନ୍ତିରେ ରୁହନ୍ତି। ସର୍ବଦା ନିରବ ରହିବା ସହ ଅଣଓଡ଼ିଆ ଭାଷା ରେ କଥାବାର୍ତ୍ତା ହେଉଥିବା ଶୁଣୁବାକୁ ମିଲେ। ବିଭିନ୍ନ ସମୟରେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଶାଢ଼ୀ, ଶୀତବସ୍ତ୍ର ତଥା କିଛି ଆର୍ଥିକ ସହାୟତା କରିଥାନ୍ତି। ଅଧିକାଂଶ ସମୟରେ ମୁଖ୍ୟ ଛକ ନିକଟରେ ଥିବା ଏଟିଏମ କେନ୍ଦ୍ର ଠାରେ ଆଶ୍ରୟ ନିଅନ୍ତି। କେଉଁ ଏକ ଖିଆଲି ମନ ନେଇ କିମ୍ବା ନିଜ ଆତ୍ମସନ୍ତୋଷ୍ଟି ପାଇଁ ବହୁ ବର୍ଷ ହେଲା ସଂପୃକ୍ତ ମହିଳା ଜଣକ ଉତ୍ସର୍ଗୀକୃତ ଭାବେ ଏଭଳି ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଯାହାକି ସାଧାରଣ ରେ ପ୍ରଶଂସା ପ୍ରାତ୍ର ପାଲଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026

You Might Also Like