-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ନାକଟିଦେଉଳ(କନ୍ଦର୍ପ ବେହେରା )- ଗିରିଶ୍ଚନ୍ଦ୍ରପୁର ବନବିଭାଗର ଫରେଷ୍ଟର ସୁଜିତ୍ କୁମାର ପ୍ରଧାନ ବିଶ୍ବ ବନ ଦିବସ ଅବସରରେ ଭୁବନେଶ୍ବରରେ ପୁରସ୍କ୍ରୁତ ହୋଇଛନ୍ତି ା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ,ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ବାଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ଏବଂ ମୁଖ୍ୟ ବନ ସଂରକ୍ଷକ ଓମ୍ ପ୍ରକାଶ ସିଂହ ଙ୍କ ଉପସ୍ଥିତିରେ ଫରେଷ୍ଟର ସୁଜିତ୍ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ଫରେଷ୍ଟର ପୁରସ୍କାର ଦିଆଯାଇଥିଲା l