-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
31-Dec-2022
ସୁବର୍ଣ୍ଣପୁର: ଆଜି ସ୍ଥାନୀୟ ମା ସୁରେଶ୍ୱରୀ ମନ୍ଦିର ପରିସର ରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଉତ୍ସବ ପାଳନ ଅବସର ରେ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀ ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସଂଘ ଉପଦେଷ୍ଟା ଗରିବ ଲୋଇ ତତ୍ୱାବଧାନ ରେ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଘ ର ଉଦ୍ୟୋକ୍ତl ସୟଦ ଅଳିମୁଲ ଇସଲାମ, ପ୍ରହଲ୍ଲାଦ ମିଶ୍ର, ଲଡ଼ୁ କିଶୋର ମଲ୍ଲିକ,ପ୍ରଫୁଲ୍ଲ ନାଏକ, କ୍ରୀଷ୍ଣା ମେହେର,, ଜୟ ନାରାୟଣ ସାହୁ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରତାପ ଦାଶ, ଗଣେଶ ମିଶ୍ର, ପ୍ରମୋଦ ମହାଣl, ଗୋପାଳ ମେହେର, ପ୍ରମୋଦ କୁମାର ସାହୁ, ଡା, ସରୋଜ ପଟେଲ, ,ନାରାୟଣ ରଥ, ତରଣୀ ମେହେର, ଅମର ଭୁତ, ସିମାଞ୍ଚଳ ହୋତା, ,ପ୍ରମୋଦ ମlହଣା,ଜୟନ୍ତ ବେହେରା, କ୍ରିଷ୍ନା ମେହେର, ଅମର ଭୁତ, ,ତରଣୀ ମେହେର, ତ୍ରିଲୋଚନ ତରିଆ, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର ପ୍ରମୁଖ ସ୍ୱଚ୍ଛ ଭାରତ ର ଅନେକ ସଭ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ମନ୍ଦିର ପରିସର ରେ ଅଳିଆ ଆବର୍ଜନା ଓ ପଲିଥିନ ସଫେଇ କରି ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ l