-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-Dec-2022
ଧାନ ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ ବନ୍ଦ, ବସ୍ତା ସୁତୁଲି ପଇସା ଚାଷୀ ଙ୍କୁ ତଥା ମିଲର ସଙ୍ଗେ ମିଶି ଚାଷୀ ଙ୍କୁ ଶୋଷଣ କରୁଥିବା ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ବଦଳି ଦାବି କର ଆଜି ବିଜେପି ପକ୍ଷରୁ ସକାଳ ୧୧ ଘଣ୍ଟା ସମୟରେ ସ୍ଥାନୀୟ କଳାମଣ୍ଡପ ପଡିଆ ପାଖରୁ ବାହାରି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ l ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଏକ ଶୋକସଭାର ଆୟୋଜନ କରାଯିବ ଓ ପରେ ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବିଜେପି ବଲାଙ୍ଗିର ଜିଲା ସଭାପତି ଶିବାଜୀ ମହାନ୍ତି ସୂଚନା ଦେଇଛନ୍ତି l