-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ଗୁଡ଼ଭେଲା(ନରହରି ବଗର୍ତ୍ତୀ): ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ଚାଣ୍ଟିପଦର ଗ୍ରାମର ଖଳାଠାରେ ମଙ୍ଗଳବାର ଛୋଟ ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ବରୁଆ ଅଶୋକ ପ୍ରଧାନୀଙ୍କ ଦେହରେ ଦେବତା ଆବିର୍ଭାବ ହୋଇଥିଲେ। ଭକ୍ତଙ୍କ ଦୁଃଖକଷ୍ଟ ବୁଝିବା ସହ ତାର ସମାଧାନ ବାଟ ମଧ୍ଯ ଦେଖାଉଥିବା ଉକ୍ତମାନେ ବିଶ୍ବାସ କରିଥାନ୍ତି। କମିଟିର ସଭାପତି ଧବଲେଶ୍ବର ରଣା, ସଂପାଦକ ରାକେଶ ବାରିକ, କୋଷାଧ୍ୟକ୍ଷ ବୃନ୍ଦାବନ ପ୍ରଧାନୀ, ସୁବନାଥ ବଗର୍ତ୍ତୀ, ଶମ୍ଭୁ ପ୍ରଧାନୀ, ମଧୁ ନନ୍ଦ, ଭୂଏ ମନହିରା, ଶବର ସୁନା, ରାଧେଶ୍ୟାମ ରଣା, ଭୋଜରାଜ ବାଗ, ଗଜରନ ବାଗ, ରନ୍ଦ୍ର ମାଝୀ, ଶିଦେଶ୍ବର ରଣା, ଦିନ ରଣା, ନିରଞ୍ଜନ ସେଲମା, କାର୍ତ୍ତିକ ଛତ୍ରିଆ, ରବି ତରିଆ, ଗୋପାଳ ଭୋଇ, ଅର୍ଜୁନ ଭୋଇ, ଦାମୋଦର ବାରିକ, ସତ୍ଯନାରାୟଣ ଛତ୍ରିଆ ଆଦି ସହଯୋଗ କରିଥିବା ବେଳେ ପ୍ରାୟ ୭୫ବର୍ଷ ପୁରୁଣା ଏହି ଯାତ୍ରା ବୋଳି ଆଯୋଜକ କମିଟି କର୍ମକର୍ତ୍ତା କହନ୍ତି।