-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
26-May-2022
ପାଟଣାଗଡ(ରୁପେନ୍ଦ୍ର ମୁଣ୍ଡା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଶୀୀତଳଷଷ୍ଠୀ ଯାତ୍ରା କିପରି ସୁନ୍ଦର ଓ ସରସ ହୋଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା l ଏହି ବୈଠକରେ ମହୁରୁଣ୍ଡି ଗାଁର ଜନସାଧାରଣ ଓ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ଆସନ୍ତା ଜୁନ୍ ୪ ତାରିଖ ଦିନ ଶୀତଳ ଷଷ୍ଟି ଯାତ୍ରା ରମ୍ଭ କରିବା ପାଇଁ ଆଲୋଚନା ହେଇଥିବା ବେଳେ ଶୀତଳଷଷ୍ଠୀ ଯାତ୍ରା ପାଇଁ କମିଟି ଗଠିତ ହୋଇଯାଇଛି ।