-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ପଦ୍ମପୁର:-ନୃସିଂହନାଥ ସ୍ଥିତ ନିସର୍ଗ ନିବାସ ଠାରେ ସର୍ବୋଦୟ ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସର୍ବୋଦୟ ଆନ୍ଦୋଳନ ରେ ସାମିଲ ହୋଇ ମୁକ୍ତିଶ୍ବର ପ୍ରଧାନ ଗାନ୍ଧୀଙ୍କ ଫଟୋ ଚିତ୍ର ରେ ପୂଜା କରିବା ସହିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ପ୍ରଥମେ ସର୍ବୋଦୟ ଆନ୍ଦୋଳନ ରେ ଅଂଶଗ୍ରହଣ କରୁଥିବା କୌଶିକ ବିଶ୍ବାଳଙ୍କ ଦେହାନ୍ତ ହୋଇ ଥିବାରୁ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।କୃଷକ ନେତା ଲିଙ୍ଗରାଜ ସର୍ବୋଦୟ ଆନ୍ଦୋଳନ ଓ ଗାନ୍ଧୀ ସଂପର୍କରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କମଧ୍ୟରେ ବିଶ୍ବନାଥ ରଣା,କେଦାର ପ୍ରଧାନ,ଟେକାଚାନ୍ଦ ପ୍ରଧାନ,ଅନାଦି ନନ୍ଦନ ପ୍ରଧାନ,ମୀନକେତନ ସାହୁ,ସୋଫେତ ବାରିକ,ବାଳକୃଷ୍ଣ ବନଛୋର ,ସମାରୁ ସାହୁ,ଚନ୍ଦ୍ରଶେଖର ପାତ୍ର ,ରାହାସ ବିହାରୀ ସାହୁ,ଗିରିଧାରୀ ପାତ୍ର,ଚିତ୍ତରଞ୍ଜନ ଦାନୀ,ବସନ୍ତ କୁମାର ସାମଲ,କ୍ଷୀରଦାସ ତାଣ୍ଡି,ପ୍ରଶନ୍ନ ତାଣ୍ଡି,ରାଜେନ୍ଦ୍ର କୁମାର ଭୋଇ ଓ ଅମର ଜ୍ଯୋତି ନାୟକ ପ୍ରମୁଖ ଉପସ୍ଥିତରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।