-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ବ୍ରାହ୍ମଣ ମହାସଭାରେ ଗୀତା ଜୟନ୍ତୀ

06-Dec-2025



ବଲାଙ୍ଗିର(ପ୍ରେରଣା ଖବର): ଭଗବାନ ନୃସିଂହଙ୍କର ଅହେତୁକ କରୁଣାରୁ ଜିଲ୍ଲା ବ୍ରାହ୍ମଣ ମହାସଭା ଗୀତା ଜୟନ୍ତୀ ଶ୍ରୀଶ୍ରୀ ନୃସିଂହ ମହାପ୍ରଭୁଙ୍କ ସମ୍ମୁଖରେ ଶତାଧିକ ବ୍ରାହ୍ମଣ ଏବଂ ମହିଳା ଶକ୍ତିଙ୍କ ଉପସ୍ଥିତିରେ ଅଭୁତପୂର୍ବ ହର୍ଷଉଲ୍ଲସରେ ପାଳିତ ହୋଇ ଯାଇଛି। ମୁଖ୍ୟ ପାଠକ ଧନଞ୍ଜୟ ମିଶ୍ରଙ୍କ ସମେତ ଶ୍ୟାମ ସୁନ୍ଦର ଦାଶ, ସତ୍ୟବନ୍ତ ବେଦବାକ, ଜଗନ୍ନାଥ ଷଡଙ୍ଗୀ, ଷଡାନନ ହୋତା, ଶଙ୍କର୍ଷଣ ପାଣିଗ୍ରାହୀ, କାଳିପ୍ରସାଦ ମିଶ୍ର, ସ୍ୱାଧୀନ କୁମାର ମିଶ୍ର, ବାଳକୃଷ୍ଣ ଷଡଙ୍ଗୀ, ଗୋପବନ୍ଧୁ ପୁରୋହିତ ପ୍ରମୁଖ ୧୧ଜଣ ବ୍ରାହ୍ମଣଙ୍କର ସମବେତ ଗୀତା ଶ୍ଲୋକ ମନ୍ତ୍ରଉଚ୍ଚାରଣରେ ଆଚାର୍ଯ୍ୟ 

ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି ଏବଂ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦଙ୍କ ତତ୍ୱାବଧାନରେ ଗୀତାଯଜ୍ଞ ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ହବନ କାର୍ଯ୍ୟକ୍ରମରେ ୬ ଯୋଡି କର୍ତ୍ତା କତ୍ତ୍ରୀ ବିଶ୍ୱନାଥ ମିଶ୍ର ଏବଂ ତୁଳସୀ ମଂଜରୀ ମିଶ୍ର, କବିରାଜ ହୋତା ଏବଂ ମୀନା ମିଶ୍ର, ଡ.ଗୋଦାବରୀଶ ରଥ ଏବଂ ଡ.ସନ୍ଧ୍ଯାରାଣୀ ପଣ୍ଡା, ଧର୍ମସିଂହ ମିଶ୍ର ଏବଂ ଜେମାଦେଇ ମିଶ୍ର, କେଶବ ଚରଣ ମିଶ୍ର ଏବଂ ମମତା ମିଶ୍ର ତଥା ସସ୍ତ୍ରିକ ବଳରାମ ମିଶ୍ର କର୍ତ୍ତକତ୍ରି ଭାବରେ ହବନ କାର୍ଯ୍ୟକ୍ରମ କରିଥିଲେ। ପ୍ରାୟ ୬୦ ଜଣ ମହିଳାଙ୍କର ତୁଳସୀ ଅଚ୍ଚନରେ ମହାପ୍ରଭୁ ଶ୍ରୀ ନୃସିଂହଙ୍କର ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଯାଇଥିଲା। ଏକ ଆକର୍ଷଣୀୟ ଘଟଣାକ୍ରମରେ କେଶବ ପ୍ରତିମା ମିଶ୍ରଙ୍କର ଏକମାତ୍ର ନାତୁଣି ତଥା ସୌମ୍ୟା ସେଫାଲିକା ମିଶ୍ରଙ୍କ ଏକମାତ୍ର ଶିଶୁ କନ୍ୟା ଆୟୁଷ୍ମତୀ ଚର୍ଚ୍ଚିକା ଗୀତା ଜୟନ୍ତୀ ଜନ୍ମତିଥିରେ ବ୍ରାହ୍ମଣମାନେ ସମ୍ମିଳିତ ଆଶିର୍ବାଦ ପ୍ରଦାନ କରିଥିଲେ ।

ଆଜିକାର କାର୍ଯ୍ୟକ୍ରମରେ ପ୍ରଭୁଦତ୍ତ ଶତପଥି, ଗୋପିନାଥ ନାୟକ, ରାଜକିଶୋର ଦାଶ, ସଂଜୟ କୁମାର ପୁରୋହିତ, ଅଶୋକ ମିଶ୍ର, ପୁରୋଷୋତ୍ତମ ପଣ୍ଡା, ପଂଚାନନ ବେଦବାକ, ଜୟବିହାରୀ ବେଦବାକ, ଶୁଶାନ୍ତ ପଣ୍ଡା, ଶୁଭେନ୍ଦ୍ର ନେପାକ , ସାନ୍ତନୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ଧନଞ୍ଜୟ ମିଶ୍ର ଏବଂ ସଂପାଦକ ଶ୍ୟାମ ସୁନ୍ଦର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like