-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||     

HOME   ଜିଲ୍ଲା

ପ୍ରଭୁ ଶ୍ରୀକୃଷ୍ଣ-ରୁକ୍କିଣୀଙ୍କ ବିବାହ ପାଇଁ ଫୁଲମୁଠି ଗାଁ ଉତ୍ସବମୁଖର

03-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ ଚାଲିଥିବା ସପ୍ତାହ ପାରାୟଣ ପରିପ୍ରେକ୍ଷୀରେ ଆଜି କୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ପାଳନ ନେଇ ସାରା ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା। କିମ୍ବଦନ୍ତୀ ଅନୁସାରେ ଦ୍ଵାପର ଯୁଗରେ ବିଧର୍ବ ରାଜାଙ୍କ ଝିଅ ରୁକ୍କିଣୀର ବିବାହ ଶିଶୁପାଳଙ୍କ ସହିତ ଥିଲା କିନ୍ତୁ ଦେବୀ ରୁକ୍ମିଣୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ ।ଶିଶୁପାଳ ବିବାହ ପାଇଁ ଆଗତୁରା ବିଧର୍ଵ ରାଜାଙ୍କ ନିକଟକୁ ଆସିଥିଲା ଠିକ୍ ଏହି ସମୟରେ ଦେବୀ ରୁକ୍ମିଣୀ ପୂଜାର୍ଚ୍ଚନା ଛଳନାରେ ଦେବୀ ଜଗଦମ୍ବା ମନ୍ଦିରକୁ ପୂଜା ସାମଗ୍ରୀ ଧରି ଯାଇ ପ୍ରଭୁକୃଷ୍ଣ ଶୀଘ୍ର ପହଞ୍ଚିବା ନେଇ ପ୍ରାର୍ଥନା କରିଥିଲେ ।ପୂଜା ସରିବା ପରେ ମନ୍ଦିରରୁ ବାହାରିବା ମାତ୍ରେ ପ୍ରଭୁ ଶ୍ରୀକୃଷ୍ଣ ରଥରେ ସେହି ସ୍ଥାନକୁ ପହଞ୍ଚିଥିଲେ । ଦେବୀ ରୁକ୍ମିଣୀ ଖୁସିରେ ଆତ୍ମହରା ହୋଇ ପ୍ରଭୁଙ୍କ ପାଖକୁ ଯାଇ ରଥାରୁଢ ହୋଇ ଏଠାରୁ ଚାଲିଯିବାକୁ ପରାମର୍ଶ ଦେବାପରେ ପ୍ରଭୁ ଶ୍ରୀକୃଷ୍ଣ ଶୁଭ ଶଙ୍ଖ ଧ୍ୱନି ଦେଇ ଦ୍ଵାପର ଅଭିମୁଖେ ଯାତ୍ରା କରିଥିଲେ । ଦେବୀ ରୁକ୍ମିଣୀ ହରଣ ପ୍ରସଙ୍ଗ ଵିଧର୍ବ ରାଜ୍ୟରେ ପ୍ରଚାର ହେବାପରେ ରୁକ୍ମିଣୀଙ୍କ ଭାଇ କୃଷ୍ଣଙ୍କ ଅଟକାଇବାକୁ ଯାଇ ତାଙ୍କ ସହିତ ଯୁଦ୍ଧ କରି ଜୀବନଦାନ ପାଇଥିଲେ । ତେବେ ଏଠାରେ ଅନୁଷ୍ଟିତ ସପ୍ତାହ ପାରାୟଣ ପରିପ୍ରେଖୀରେ କୃଷ୍ଣ ରୁକ୍ମିଣୀଙ୍କ ବିବାହ ମହାଆଡମ୍ବରପୂର୍ଣ୍ଣ ରୀତିରେ ଅନୁଷ୍ଟିତ ହୋଇଥିଲା । ଗ୍ରାମର ପ୍ରତ୍ୟେକ ଘରୁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତମାନେ ବାହାରି ଢୋଲ ନିଶାଣର ତାଲେ ଚାଲେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।ଏହି ଅବସରରେ ଗ୍ରାମବାସୀ ଘର ସମ୍ଭୁଖରେ ଶୁଭ କଳସ ବସାଇ ପ୍ରଭୁଙ୍କୁ ସ୍ଵାଗତ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତ ହଲଦୀରେ ସଜ୍ଜିତ

ହୋଇଥିଲେ।ବାଟରେ ରୁକ୍କୁଣୀଙ୍କ ମାମୁଁ ମାଇଁଙ୍କ ଘର ପକ୍ଷରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାଟ ବରଣ କରାଯାଇ ବିବାହ ସ୍ଥଳକୁ ନିଆଯାଇଥିଲା ସେଠାରେ ରୀତିନୀତି ଅନୁଯାୟୀ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।ପରେ ସପ୍ତାହ ପାରାୟଣ କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ତରଫରୁ ଆସିଥିବା ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ଅନୁଷ୍ଟିତ ଏହି ସପ୍ତାହ ପାରାୟଣରେ ବ୍ୟାସ ଭାବେ ଅଭିଷେକ ମିଶ୍ର,ପୂଜକ ଯୁଧିଷ୍ଟିର ଦାଶ,କର୍ତ୍ତା ଭାବେ ନାରାୟଣ ବିଶି ଓ ତାଙ୍କ ଧର୍ମପତ୍ନୀ ମିଥିଲ୍ଲା ବିଶି ଦାୟିତ୍ଵ ନିର୍ବାହ କରିଥିବା ବେଳେ କୃଷ୍ଣ ଭୂମିକାରେ ଶିଶୁ କଳାକାର ଆୟୁଷ୍ମାନ ହୋତା,ରୁକ୍ମିଣୀ ଅର୍ଚ୍ଚିତା ସାହୁଙ୍କ ଅଭିନୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା ସେହିପରି ପ୍ରଭୁ ଶ୍ରୀକୃଷ୍ଣଙ୍କ ମାତା ପିତା ଭାବେ ମିଥିଲ୍ଲା ବିଶି ଓ ନାରାୟଣ ବିଶି,ରୁକ୍ମିଣୀଙ୍କ ମାତା ପିତା ଭାବେ ସୁଣ ହୋତା ଓ ଦୟାନିଧି ହୋତା ଦାୟିତ୍ଵ ତୁଲାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026

You Might Also Like