-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଡଃ ଆମ୍ବେଦକର ଓ ଭଗବାନ ବୁଦ୍ଧ ଙ୍କ ପ୍ରତିମୁର୍ତ୍ତି ସ୍ଥାପନ କଲେ ଲକ୍ଷେ ଘର ଗଣ୍ଡା ସମାଜ

01-Nov-2025



ବଲାଙ୍ଗିର(ଦେବାଶିଷ  ବହିଦାର): ସ୍ଥାନୀୟ ଗେଡ ସରୋବର ପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସମ୍ବିଧାନ ର ଜନକ ଡଃ ବି.ଆର.ଆମ୍ବେଦର ଓ ଭଗବାନ ବୁଦ୍ଧଙ୍କ ପ୍ରତିମୁର୍ତ୍ତି ସ୍ଥାପନ ତଥା ଉନ୍ମୋଚନ ହୋଇଯାଇଅଛି । ପ୍ରତିମୁର୍ତ୍ତି  ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ନେତା ଓମ୍ ପ୍ରକାଶ କୁମ୍ଭାର ଏବଂ ସ୍ୱର୍ଗତ ଟିକାରାମ ଅଗ୍ରୱାଲଙ୍କ ପୁତ୍ର ରାଜକୁମାର ଅଗ୍ରୱାଲ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଯୁବନେତା ସୀତାରାମ କୁମ୍ଭାର ଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିମୁର୍ତ୍ତି ଉନ୍ମୋଚନ ଉତ୍ସବରେ ଶ୍ରୀ କୁମ୍ଭାର କହିଥିଲେ ଯେ ବାବା ସାହେବ ଆମ୍ବେଦର ସବୁବେଳେ ସମାଜର ଦଳିତ ଓ ତଳସ୍ତରର ଲୋକମାନଙ୍କର ଅଧିକାର ର କଥା କହୁଥିଲେ । ଦଳିତ ଅବହେଳିତମାନେ ଯେପରି ଶିକ୍ଷା ଓ ସଂଘର୍ଷ ଦ୍ୱାରା ନିଜ ସମାଜର ବିକାଶ ସହ ଦେଶ ପାଇଁ କିଛି ଯୋଗଦାନ ଦେଇପାରିବେ ସେ ଦିଗରେ କାମ କରିବା ପାଇଁ ପ୍ରେରଣା ଦେଉଥିଲେ । ଆଜି ଯେଉଁ ଜମିରେ ଭଗବାନ ବୁଦ୍ଧ ଓ ବାବା ସାହେବ ଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଇଛି ସେ ଜମିକୁ ଚଚଂକତା କରି ସରକାର ଅନ୍ୟ ସଂସ୍ଥାକୁ ଟେକି ଦେବା ବୃଥା ପ୍ରୟାସ କରିଥିଲେ । ସରକାରଙ୍କ ଏଭଳି ଦଳିତ, ଅବହେଳିତ ବିରୋଧି ଚିନ୍ତାଧାରାକୁ ଆମେ ଦୃଢତାର ସହିତ ସବୁବେଳେ ପ୍ରତିରୋଧ କରିବା ପାଇଁ ଏକତାବଦ୍ଧ ଭାବେ ରହିବାକୁ ପଡିବ ବୋଲି ଶ୍ରୀ କୁମ୍ଭାର କହିଥିଲେ । ଯେହେତୁ ଏହି ଜମି ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବା ପାଇଁ ସ୍ଥିର ହୋଇଛି ତେଣୁ ଏଠାରେ ଡଃ ବି.ଆର.ଆମ୍ବେଦକର ପାଠାଗାର ନିର୍ମାଣ କରିବାକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଏବଂ ଆଗାମୀ ଦିନରେ  ଯେପରି ଏ ପାଠାଗାର ଏ ଅଂଚଳର ଛାତ୍ର ଯୁବକମାନଙ୍କର ମେଧାବୃଦ୍ଧି ଦିଗରେ କାମ କରିବ ସେ ଦିଗରେ ଆମେ ସମସ୍ତେ ଏକତ୍ରିତ ହୋଇ ଶିଘ୍ର କାମ ଆରମ୍ଭ କରିବ ବୋଲି ମତ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଂପାଦକ ଅଶୋକ କୁମାର ହରପାଲ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ।  ବିଜୟ ହରପାଲ, ଫଣିନ୍ଦ୍ର କୁମ୍ଭାର, ଶିଶିର ପାଣିଗ୍ରାହୀ, ଲଳିତ ନାଏକ, ବିଜୟ ବାରିକ, ଜ୍ୟୋତିଷ ମୁଗ୍ରୀ, ମୁନା ହରପାଲ, ରାଜ ରାଏ, ନିକୁ କୁମ୍ଭାର, ଦିପକ ନାଗ, ସୁରଜ କୁମ୍ଭାର, ନାନୁ ନାଗ, ରଂଜନ ଭୋଇ, ଚନ୍ଦନ ଭୋଇ, ବୈକୁଣ୍ଠ ବାରିକ, ମନୀଷ ଭରାସାଗର, ଜ୍ୟୋତି କୁମ୍ଭାର, ଅହଲ୍ୟା କୁମ୍ଭାର, ଜୟଶ୍ରୀ ସୁନା, ସୁବଳୟା କୁମ୍ଭାର, ଭୂମିସୁତା ନାଏକ ଓ ମନୋରମା ପାଣିଗ୍ରାହୀ ଙ୍କ ସମେତ ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like