-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

*ସୋନପୁର ର ପୌର ପରିଷଦ ର ପ୍ରାକ୍ତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଙ୍କ ପରଲୋକ*- *ପୌର ପରିଷଦ ପକ୍ଷରୁ ଶୋକ ପାଳନ*- *ଶୋକ ପ୍ରକାଶ କଲେ ଜିଲ୍ଲାପାଳ*-

28-Oct-2025



ସୋନପୁର( ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ପୌର ପରିଷଦ ର ପ୍ରାକ୍ତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ୮୨  ଙ୍କ ଗତ କାଲି ରାୟପୁର ମେଡିକାଲ୍ ରେ ଦେହାନ୍ତ ଘଟିଛି l ଏ ଖବର ପରେ ସୋନପୁର ସମେତ ଭବାନୀ ପାଟଣା ଠାରେ ଶୋକ ଖେଳି ଯାଇଛି l ଶ୍ରୀ ମିଶ୍ର ଜଣେ ଶାନ୍ତ , ମେଳାପି ଓ ଅମାୟିକ ବ୍ୟକ୍ତିତ୍ଵ ଭାବେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ପରିଚିତି ଥିବା ବେଳେ ସେ ସୋନପୁର ପୌର ପରିଷଦ ରେ ରେ ୧୯୯୨ ମସିହାରୁ ୧୯୯୫ ଯାଏ ସୁଚାରୁ ରୁପେ କାର୍ଯ୍ଯ କରିଥିଲେ l ଅସ୍ଥାୟୀ ମେହେନ୍ତର ମାନଙ୍କୁ ଓ ଅନେକ କର୍ମଚାରୀ ଙ୍କୁ ସ୍ଥାୟୀ ଚାକିରୀ ଦେବା , ରାମେଶ୍ବର ମନ୍ଦିର ରୁ ଗୁଣ୍ଡିଚା ମନ୍ଦିର ଯାଏ ରାସ୍ତା ନିର୍ମାଣ , ଏସ ସି ଏସ ଟି ଲୋକ ଙ୍କ ପାଇଁ ବସ ଷ୍ଟାଣ୍ଡ ଠାରେ ଷ୍ଟଲ୍ ନିର୍ମାଣ, ଭୀମ ଭୋଇ କଳା ମଣ୍ଡପ, ସହର ର ଅନେକ ରାସ୍ତା ଘାଟ ନିର୍ମାଣ ସବୁ ପ୍ରାକ୍ତନ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଙ୍କ ଅବଦାନ ରହିଥିବା ବିଷୟ ଆଜି ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ମହାପାତ୍ର ଙ୍କ ଠାରୁ ସୂଚନା ମିଳିଛି l ଓ ଶ୍ରୀ ମହାପାତ୍ର ଏ ଖବର ରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏ ଅବସର ରେ ଆଜି ସୋନପୁର ପୌର ପରିଷଦ ଠାରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ ଙ୍କ ଅଧ୍ୟକ୍ଷତା ରେ ଏକ ଶୋକ ସଭା ପାଳନ କରା ଯାଇଛି l ସ୍ବର୍ଗତ ମିଶ୍ର ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବା ବେଳେ ଶ୍ରୀ ମିଶ୍ର ଙ୍କ ଅମର ଆତ୍ମା ର ଶାନ୍ତି ସଦ ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପୌର ଅଧିକାରୀ ଙ୍କ ସମେତ ଜେ ଇ କାହୁଁ ଚରଣ ସ୍ଵାଇଁ, ସାନିଟାରୀ ଇନ୍ସପେକ୍ଟର ଅଜୟ ସ୍ୱାଇଁ, ବରିଷ୍ଠ କିରାଣୀ ଗଜେନ୍ଦ୍ର ଗୁରୁ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଦାଶ ଓ ପୌର ପରିଷଦ ର ସମସ୍ତ କର୍ମଚାରୀ ଏଥିରେ ଯୋଗ ଦେଇ ଥିଲେ l

ଶ୍ରୀ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା, ସୋରୋଡା, ଜୁନାଗଡ଼, ଖରୀଆର ରୋଡ, ପାଟଣାଗଡ ଓ ବିଭିନ୍ନ ଜିଲ୍ଲା ରେ ଦକ୍ଷତା ଓ ସଫଳତା ର ସହ କାର୍ଯ୍ଯ କରି ଥିଲେ l ଗତ କାଲି ରାତିରେ ଭବାନୀ ପାଟଣା ଶକ୍ତି ନଗର ଶ୍ମଶାନ ଘାଟରେ ଶ୍ରୀ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡ ପୁଅ ସୁବାଷ ପିତା ଙ୍କୁ ମୁଖାଗ୍ନୀ ଦେଇଥିଲେ l ସାନ ପୁଅ ରାଜେଶ, ଝିଅ ଅଞଳୀ, ଜ୍ବାଇଁ ଶ୍ରୀକାନ୍ତ ମିଶ୍ର ଓ ନାତି ନାତୁଣୀ ଆତ୍ମୀୟ ସ୍ୱଜନ, ବହୁ ବିଶିଷ୍ଟ ବ୍ୟକ୍ତି ସମେତ ସହର ର ଶହ ଶହ ଲୋକ ଉପସ୍ଥିତ ରହି ସ୍ୱର୍ଗୀୟ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଅନ୍ତିମ ଦର୍ଶନ କରିଥିଲେ l ଏ ଖବର ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗୀୟ ମିଶ୍ର ଙ୍କ ଅମର ଆତ୍ମା ର ଶାନ୍ତି ସଦ ଗତି କାମନା କରିଛନ୍ତି l ସେହିପରି ସୋନପୁର କଲେଜ୍ ୧୯୯୪ ବ୍ୟାଚ ପକ୍ଷରୁ ମଧ୍ୟ ଏ ଖବର ରେ ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like