-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||     

HOME   ଜିଲ୍ଲା

*ଖ୍ୟାତନାମା ହୋମିଓ ପ୍ୟାଥିକ ଡାକ୍ତର ପ୍ରଦୀପ ରାଓ ଙ୍କ ପରଲୋକ*- *ସୋନପୁର ଠାରେ ଶୋକ ପାଳନ*-

25-Oct-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ଖ୍ୟାତନାମା ହୋମିଓପ୍ୟାଥିକ ଚିକିତ୍ସକ ଡାକ୍ତର ପ୍ରଦୀପ ରାଓ (୮୨ ) ଙ୍କ ପରଲୋକ ଘଟିଛି l  ତାଙ୍କ ବିୟାଗ ରେ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୭୧ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ସରକାରୀ ହୋମିଓପ୍ୟାଥିକଗ ମେଡ଼ିକାଲ କଲେଜ, ଭୁବନେଶ୍ୱର ଡ଼େମୋଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଥିଲେ । ୧୯୭୭ ମସିହାରେ ସେ ଚାକିରି ଛାଡ଼ି ରୋଗୀ ସେବାକୁ ଆଦରି ନେଇଥିଲେ । ସେ ମନୋନିତ ସଭ୍ୟ ଭାବେ C.C.H.ସେଣ୍ଟ୍ରାଲ କାଉନସିଲ ଅଫ ହୋମିଓପ୍ୟାଥିକ୍ ଗଭରମେଣ୍ଟ ଅଫ ଇଣ୍ଡିଆ ୧୯୮୯ ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ l  ସଭାପତି ପଦବୀରେ . ଷ୍ଟେଟ ବୋର୍ଡ ଅଫ୍ ହୋମିଓପ୍ୟାଥିକ ମେଡ଼ିସିନ ଓଡ଼ିଶା ଭାବେ ମଧ୍ୟ କାର୍ଯ୍ଯ କରିଥିଲେ l .ଆଜିବନ  ସଦସ୍ଯ-ଇଣ୍ଡିୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ୍ ସିଏନ ଆଣ୍ଡ ଆଡ଼ଭାଇଜର  ( I .I .H. P. ODISHA ) ଭାବେ ଦାୟିତ୍ୱ ଥିଲେ l  ପରୀକ୍ଷକ ଭାବରେ ବିଭିନ୍ନ ହୋମିଓପ୍ୟାଥିକ ୟୁନଭରସିଟି ଓଡ଼ିଶା ଓ  ଭାରତର ଅନ୍ୟାନ୍ୟ ରାଜ୍ୟରେ  କାର୍ଯ୍ଯ କରିଥିଲେ l ୨୦୧୯ ମସିହାରେ ପ୍ରତିଭା ହୋମିଓ ପ୍ୟାଥିକ ଆସୋସିଏସନ୍ ଏବଂ ଆଲେନ୍ ହୋମିଓ ଓ ହର୍ବାଲ- ପ୍ରଡ଼କ୍ଟ ଲିମିଟେଡ ତେଲେଙ୍ଗାନା ପକ୍ଷରୁ ଜୀବନବ୍ୟାପି ସାଧନା ସମ୍ମାନ ଲାଭ କରିଥିଲେ. l  ତାଙ୍କର ବିୟୋଗରେ ପ୍ରାଇଭେଟ ହୋମିଓ ପ୍ୟାଥିକ ପ୍ରାକ୍ଟିସନର ଆସୋସିଏସନ୍  ଓଡ଼ିଶା ର ଅପୁରଣିୟ କ୍ଷତି ହୋଇଛି l  ପ୍ରାଇଭେଟ ହୋମିଓ ପ୍ୟାଥିକ ପ୍ରାକ୍ଟିସନର ଆସୋସିଏସନ୍  ଓଡ଼ିଶା ର ଉପ-ସଭାପତି  ଶ୍ରୀଯୁକ୍ତ ଜଗନ୍ନାଥ ଦାଶ ଙ୍କ ସଭାପତିତ୍ବରେ, ରାମଧୁନ କ୍ଳବ  ଓ କାଳୀପୂଜା କମିଟିର ସମସ୍ତ  ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ,ମଝିପଡ଼ା , ସୋନପୁର ଠାରେ ଡାକ୍ତର ପ୍ରଦୀପ ରାଓ ଙ୍କ ଉଦ୍ଧେଶ୍ୟରେ ଶୋକ ସଭା ଅନୁଷ୍ଠିତ ହୋଇଛି l , ଏହି ଶୋକ ସଭାରେ ପି.ଏଚ.ପି.ଏ  ସୋନପୁର, ବଉଦ,ବଲାଙ୍ଗିର ସଭ୍ୟ  ଜଗଦୀସ ମେହେର, ଟଙ୍କଧର ବାରିକ୍ ,ସୂର୍ଯ୍ୟ ନାରାୟଣ ବାଘ,ଦେବାନନ୍ଦ ବହିଦାର, ଜଗବନ୍ଧୁ ତ୍ରିପାଠୀ , ଅଭିମନ୍ୟୁ ରଣା ,ନରେନ୍ଦ୍ରମିଶ୍ର,ଶଙ୍କର ମିଶ୍ର , ଧୃବଚ଼ରଣ ସାହୁ, ଦୃଷିକେଶ ଦାଶ, କୁନାରଥ ,ପୁରୁଷୋତ୍ତମ ବେଦବାକ ଯୋଗ ଦେଇ ଥିଲେ l  ଶ୍ରୀ କଇଁରୁ ସ୍ୱାଇଁ  ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ, ମନୋରଞ୍ଜନ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ, ପୀୟୂଷ  ପଣ୍ଡା [ ଯୋଜନା ବୋର୍ଡ ସଦସ୍ୟ ] ଶ୍ରୀ ରାଓ ଙ୍କ ଫଟୋ ଚିତ୍ର ରେ ଧୁପ, ଦୀପ ,ପୁସ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ  |    ରାମଧୁନ କ୍ଳବ  ଓ କାଳୀପୂଜା କମିଟିର  ସଦସ୍ୟ ଲଡ଼ୁ କିଶୋର ମଲ୍ଲିକ,  ପୁରନ୍ଦର ଭାଇ, ସୁରଜ, ବୁବୁନ୍, ବିକାଶ,ମଦନ, ଜଗନ ,ଚନ୍ଦନ ଭାଇ, ସମସ୍ତ ସଦସ୍ୟ ଙ୍କ ଉପସ୍ତିତିରେ ଉପ-ସଭାପତି ଶ୍ରୀୟୁକ୍ତ ଜଗନ୍ନାଥ ଦାଶ ଡାକ୍ତର ପ୍ରଦୀପ ରାଓ ଙ୍କ ସୃତି ଚାରଣ କରିଥିଲେ । ଶେଷରେ ସମସ୍ତେ ଦିବଂଗତ ଆତ୍ମାର ସଦଗତି ପାଇଁ ଭଗବତୀ ଙ୍କ ଠାରେ ନିରବ ପ୍ରାର୍ଥନା କରାଯାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026

You Might Also Like