-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
23-Oct-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଖୁଟଳିମୁଣ୍ଡା ଗିରିଗୋବର୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଂଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା କାର୍ଯ୍ୟକ୍ରମ ରେ ପଞ୍ଚମୁଖୀ ହନୁମାନ ମନ୍ଦିର ମହନ୍ତ ସରଜୁ ଦାସ ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନାମ କୀର୍ତନ ଓ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଂଜୀବ ବିଶ୍ୱାଳ, ସହଦେଵ ବିଶ୍ୱାଳ, ଚନ୍ଦ୍ରଶେଖର ବିଶ୍ୱାଳ, ହିମାଂଶୁ ବାରିକ, ସର୍ଜନ ବିଶ୍ୱାଳ, କହଲୁ ପଧାନ, ଲବ ପଧାନ, ସୁରେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ବାରିକ, ସମାରୁ ବିଶ୍ୱାଳ, ମାନ୍ଧାତା ବିଶ୍ୱାଳ, ଶରତଚନ୍ଦ୍ର ବିଶ୍ୱାଳ, ସୁଶାନ୍ତ କୁମାର ମିଶ୍ର ସମେତ ଖୁଟଳିମୁଣ୍ଡା ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l