-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

କଳସ ଯାତ୍ରା ସହ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

21-Mar-2025



ଜଗନ୍ନାଥ ମନ୍ଦିର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ତ୍ରିଦିନାତ୍ମକ ନବକୁଣ୍ଡିୟ ଗୀତା ଯଜ୍ଞ 

ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର  ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ  ତ୍ରି ଦିନାତ୍ମକ ନବ  କୁଣ୍ଡିୟ ଗୀତା ଯଜ୍ଞ ଅନୁଷ୍ଠିତ ହେବା । ଏଥିପାଇଁ  ପଣ୍ଡିତ ଜୟ କୁମାର ଦାଶ,ସଞ୍ଜୟ ଦାଶ ଓ ତାଙ୍କ ସାଥୀ ମାନଙ୍କୁ  ପଣ୍ଡିତ ରୂପେ ବରଣ   କରାଯାଇଛି ।  ଆଜି ଏହି ସୁବର୍ଣ୍ଣ ଜୟନ୍ତୀ  ପାଇଁ ଭବ୍ୟ କଳସ ଶୋଭାଯାତ୍ରା ବାହାରି ଘଣ୍ଟ  ବାଦ୍ୟ , ଦୁଲୁଦୁଲି ବାଜା, ସଂଚାର ଓ ସଙ୍କୀର୍ତ୍ତନ ସହ ଜାତୀୟ  ରାଜପଥ ରେ ସହର ପରିକ୍ରମ କରି  ଲ।ଦର ପାଲି

ଶ୍ରୀ ବାବା  ମଠକୁ ପହଞ୍ଚିଥିଲା ।ସେଠାରେ ପୂଜାର୍ଚ୍ଚନା ପରେ ମନ୍ତ୍ରିତ ପବିତ୍ର ଜଳ  ପୂର୍ଣ୍ଣ କଳସ ଧରି ପୁଣି ବିଶାଳ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ପହଞ୍ଚିଥିଲେ । ଏଥିରେ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।ଏହା ବ୍ୟତୀତ  ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ  ସହ ମୁସଲିମ ସମ୍ପ୍ରଦାୟ ମଧ୍ୟ କଳସ ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଭକ୍ତ ଙ୍କୁ  ଛକ  ମାନଙ୍କରେ  ଜଳପାନ ର ସେବା ପ୍ରଦାନ କରିଥିଲେ ।
ଏହି ନବ କୁଣ୍ଡୀୟ ଗୀତା ଯଜ୍ଞ ପାଇଁ ସପତ୍ନିକ ଅଜିତ ପ୍ରଧାନ,ଯତୀନ ପ୍ରଧାନ, ହୃଷିକେଶ ଭୋଇ,ଦୀନେଶ କୌଶିକ, ଜଗନ୍ନାଥ ଭୋଇ,ବିରେନ ପ୍ରଧାନ,ଦେବ ଦତ୍ତ ସାହୁ,ବୁଲୁ ପଣ୍ଡା,ପୱନ ବାଙ୍କା, ଅଶ୍ବିନୀ ପ୍ରଧାନ,ପଦ୍ମ ଲୋଚନ ପ୍ରଧାନ, ଲେସଦେବ ପ୍ରଧାନ,ଡା.ଶ୍ରୀକୁମାର ପାତ୍ର,ଡା. ଶୋଭେନ୍ଦ୍ର ଦାଶ,ସତ୍ୟ ନାରାୟଣ ପ୍ରଧାନ,ବୀରେନ୍ଦ୍ର ପ୍ରଧାନ, ଅନ୍ତର୍ଯ୍ୟାମୀ ସ୍ୱାଇଁ,ବିଭୁତି ନାଏକ,ରାଜେଶ ପ୍ରଧାନ,ମୁକେଶ ପ୍ରଧାନ,ବାବୁଲୁ ସାହୁ, ନାରାୟଣ ସାହୁ,ସିଦ୍ଧାର୍ଥ ଶଙ୍କର ପଣ୍ଡା, ଡା.ପଲଉ ପ୍ରଧାନ,ରାମଚନ୍ଦ୍ର ଭୋଇ, କିଶୋର ପ୍ରଧାନ,ତିଳ ମେହେର ୨୭ ଯୋଡ଼ି ସାମୁହିକ କର୍ତ୍ତା ବରଣ ହୋଇ ସୁବର୍ଣ୍ଣ  ଭାବରେ ସର୍ବମୋଟ ୨୭ଯୋଡ଼ି ସପତ୍ନିକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି । ଆଜି ଯଜ୍ଞ ଶାଳା ପୂଜନ ପୂର୍ବକ ଯଜ୍ଞାରମ୍ଭ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।,୨୨ ତାରିଖ ସ୍ତମ୍ଭ ପୂଜନ,ଧ୍ଵଜ ଚକ୍ର କଳସ ପୂଜନ,ଶ୍ରୀ ରାଧା କୃଷ୍ଣ ସହସ୍ରୋପଚାର ପୂଜନ,କୁଣ୍ଡ ସଂସ୍କାର,କୁଣ୍ଡ ପୂଜନ ଓ ଚଣ୍ଡୀ ଯଜ୍ଞ ଓ ୨୩ତାରିଖ ରବିବାର ଦିନ ଗୀତା ଯଜ୍ଞ,ବିଷ୍ଣୁ ସହସ୍ର ନାମ ହବନ,ନୃସିଂହ ସହସ୍ରନାମ ହବନ ଓ ଦିନ ୩.୧୭ ରୁ  ୦୪.୦୪ ସମୟ ମଧ୍ୟରେ ପୂର୍ଣ୍ଣାହୁତି, ଭୋଗ,ଆଳତୀ,ସନ୍ଧ୍ୟା ୫ଟା ରେ ରାଧାକୃଷ୍ଣ ଙ୍କ ନଗର

ପରିକ୍ରମା, ରାତ୍ର ୯ଘଣ୍ଟାରେ ରାଧାକୃଷ୍ଣ ରତ୍ନସିଂହାସନ ରେ ବିରାଜମାନ ହୋଇ ଭୋଗ ଓ ମହା ଆଳତୀ ହେବା ର   କାର୍ଯ୍ୟକ୍ରମ  ରହିଛି। ପ୍ରତ୍ୟହ ଭକ୍ତ ମାନଙ୍କ ପାଇଁ ଦିବା ୧୧ଘଣ୍ଟା ରୁ ପ୍ରସାଦ ସେବନ ଓ ମନୋ ରଞ୍ଜନ କାର୍ଯ୍ୟକ୍ରମ ନିମନ୍ତେ ୨୧ତାରିଖ ସନ୍ଧ୍ୟା ରେ ଲୋକ ମହୋତ୍ସବ,୨୨ରେ ସମ୍ପ୍ରଦା,ପାରାୟଣ,ସଙ୍କୀର୍ତ୍ତନ ସହ ରାତ୍ର ୮ଟା ରେ କୁରେଫୁଲ ଅର୍କେଷ୍ଟ୍ରା ଓ ୨୩ତାରିଖ ଦିନ ରାତ୍ର ୮ଘଣ୍ଟାରେ ସର ଗମ୍ ସିତାରା ଅର୍କେଷ୍ଟ୍ରା ହେବାକୁ ଥିବା ବେଳେ ବିଶେଷ ଆକର୍ଷଣ  ପାଇଁ ମିନା ବଜାର ମଧ୍ୟ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like