-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
08-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ରାଜେଶ୍ଵରି ସାହୁଙ୍କ ଅଧ୍ୟକ୍ଷତାରେ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ସଭପତି କମଲେସ ଦିକ୍ଷିତ, ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ରିତାରାଣି ବଗର୍ତ୍ତୀ, ବ୍ରହ୍ମକୁମାରି ସୁମତୀ ଦିଦି , ପୁଷ୍ପା ଦିଦି ଗୁରୁକୂଳ ଆମସେନା, ଚେୟାରମେନ ଖରିଆର ରୋଡ ଏନଏସି ସୋନିଆ ଜୈନ, ପୁର୍ବତନ ଅଧ୍ୟକ୍ଷା ଜିଲ୍ଲା ପରିଷଦ ପୁଷ୍ପାଞ୍ଜଳୀ ପାଣ୍ଡେ, ଜେମା ପାଣ୍ଡେ, ସବିତା ଜେନା, ସବିତ୍ରୀ ସହୁ, ଭୁନେଶ୍ୱରି ଦଣ୍ଡସେନା, ଜିଲ୍ଳା ପରିଷଦ ଆଶା ଜୈନ, ବେବି ନାଜ ଏବଂ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।