-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Feb-2025
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ କଳସ ଯାତ୍ରା ଅନୁଷ୍ଠିତ l ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଶତାଧିକ ମହିଳା ନିଜ ନିଜ କଳସ ଧରି ମୁଟୁରା ନଦୀ ଠାରୁ ପାଣି ଆଣିବା ପାଇଁ ଯାଇଥିଲେ l
ପୂଜକ ଶ୍ରୀଯୁକ୍ତ ଉମା ଶଙ୍କର ଦାସ ସେଠାରେ ପୂଜାବିଧି କରି ସମସ୍ତ ଙ୍କ କଳସରେ ପାଣିଭରି ଯଂଜ୍ଞ ମଣ୍ଡପ କୁ ଆସିଥିଲେ l
ଏଠାରେ ଷୋହଳ ପ୍ରହର ନାମଯଜ୍ଞ ପୂଜା ର ଯଜମାନ ଶ୍ରୀଯୁକ୍ତ ରଜନୀକାନ୍ତ ସରାବୁ ତାଙ୍କ ଧର୍ମ ପତ୍ନୀ ପାଞ୍ଚାଳୀ ସରାବୁ ଓ ପୂଜା କମିଟି ସଭାପତି ଶ୍ରୀଯୁକ୍ତ ଭାଗିରଥି ନାୟକ ଉପ ସଭାପତି ଶିବ ମାଝୀ ସମ୍ପାଦକ -ନିଧିରାମ ମାଝୀ ଉପ ସମ୍ପାଦକ କୁଞ୍ଜ ଦେବ ଖରସେଲ କୋଷାଧକ୍ଷ ବିପ୍ର ନାୟକ କାଉଡୋଳା ଗ୍ରାମର ପ୍ରତେକ ଭକ୍ତ ଏହି କଳସ ଯାତ୍ରାରେ ସାମିଲ ହୋଇ ଥିଲେ ଓ ତା 16 ରିଖ ଦିନ ଛଅ ଘଣ୍ଟା 30 ମିନିଟ ସମୟରେ ନାମ ଯଜ୍ଞ ନିଆ ଯିବ ବୋଲି ପୂଜା କମିଟି ସଭାପତି ଭାଗିରଥି ନାୟକ ସୂଚନା ଦେଇ ଥିଲେ l