-+91-9937148622 |

prerana_bgr@rediffmail.com |

  Sunday 26th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||       ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    (26-Apr-2026)       ||      ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   (26-Apr-2026)       ||      ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   (26-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   (26-Apr-2026)       ||      କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ    (25-Apr-2026)       ||      କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   (25-Apr-2026)       ||      କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ    (25-Apr-2026)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Apr-2026)       ||      ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   (25-Apr-2026)       ||      ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||      ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା            (25-Apr-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   (25-Apr-2026)       ||      ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||      ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   (25-Apr-2026)       ||     

HOME   ଜିଲ୍ଲା

*ମା ସୁରେଶ୍ଵରୀ ଙ୍କୁ ଆବାହନ ଓ ସୁବର୍ଣ୍ଣ ଲୋକ ମହୋତ୍ସବ ପଡ଼ିଆ ରେ ଆଜି ହେଲା ମଞ୍ଚ ପୂଜା*- *ସହର ପରିକ୍ରମା କଲା ବିଶାଳ ସାଂସ୍କୃତିକ ଓ ମଶାଲ ଶୋଭା ଯାତ୍ରା*-

06-Jan-2025



ସୋନପୁର  (ମନୋରଞ୍ଜନ ତ୍ରିପାଠୀ )- 
 ସୋନପୁର  ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସୋନପୁର ର  ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କୁ ଆବାହନ କରି ମହୋତ୍ସବ ପଡ଼ିଆ ରେ ମା ଙ୍କୁ ସ୍ଥାପନା କରି ହେଲା ମଞ୍ଚ ପୂଜା l ମା ଙ୍କ ଆବାହନ ପରେ ସକାଳ ୧୧ ଟା ରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାର ଙ୍କ ଗୀତ ନାଚ ସହ ଏକ ବିଶାଳ ସଂlସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା କୁ ରାଜ୍ୟ ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନ୍ୟା ଦାସ, ଏଡିଏମ୍ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳୀନା ପଧାନ ଯୋଗ ଦେଇ ଶୋଭାଯାତ୍ରାରେ ରେ ସାମିଲ୍ ଥିଲେ l କଳାକାର ଙ୍କ ବିଶାଳ ଶୋଭାଯାତ୍ରା ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଜି ଦୁଲକି ଉଠିଥିଲା ସୁବର୍ଣ୍ଣପୁର ସହର ଓ ମହୋତ୍ସବ ପଡ଼ିଆ ରାମେଶ୍ବର ଷ୍ଟାଡିୟମ୍ l ରାମେଶ୍ଵର ଷ୍ଟାଡିୟମରେ ରେ ମଶାଲ ଶୋଭାଯାତ୍ରା ପହଁଚିବା ପରେ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ ରେ ମା ସୁରେଶ୍ଵରୀ ଙ୍କୁ ପୁଜା ସହ ମଞ୍ଚ ପୂଜା ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଏଥିରେ ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ଥିବା ବେଳେ ଏସପି ଶ୍ରୀ ରାମ ପ୍ରାସାଦ ସାହୁ, ଜିଲ୍ଲା ପରିଷଦ ସି ଡି ଇ ଓ ଶ୍ରୀ ଅଶ୍ଵିନୀ ମେହେର, ଅତିରିକ୍ତ ସି ଡି ଇ ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ବିଜେପି ସଭାପତି ପ୍ରମୋଦ ମହାପାତ୍ର ଯୋଗ ଦେଇ ସୁବର୍ଣ୍ଣପୁର ର  କଳା ସଂସ୍କୃତି ଐତିହ ଉଚ୍ଚ କୋଟୀର ବୋଲି କଳାକାର ଙ୍କୁ ସମସ୍ତ ଅତିଥି ଉତ୍ସାହିତ କରିଥିଲେ l ଓ ଏ ଦିଗରେ ଆହୁରି ସଫଳତା ଅର୍ଜନ କରି ଏ ମାଟିର ଗୌରବ ବଢ଼ାଇବାକୁ ପ୍ରେରଣା ପ୍ରଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର୍ ଭୋଇ, ସାମ୍ୱାଦିକ ମାନ ଭଞ୍ଜନ ମିଶ୍ର, ସଂସ୍କୃତି ବିଭାଗ ର ଦୁଃଖୀଶ୍ୟାମ ସେଠି ସମସ୍ତ କାର୍ଯ୍ଯ କ୍ରମ କୁ ସଂଯୋଜନା କରିଥିବା ବେଳେ ବିଭାଗ ର ନିରାକାର ଦେହୁରି, କାହୁଁ ମେହେର, ସମାଜସେବୀ ଲଡୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ,  ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗ କର୍ମଚାରୀ ସହଯୋଗ କରିଥିଲେ l ଚଳିତ ବର୍ଷ ସୁବର୍ଣ୍ଣପୁର ଲୋକ ମହୋତ୍ସବ କୁ ରଙ୍ଗା ରଙ୍ଗ ଓ ଖୁବ୍  ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉତ୍ସାହ ର ସହ କାର୍ଯ୍ଯ କରୁଥିବା ଜଣା ପଡ଼ିଛି l ପ୍ରକାଶ ଥାଉ କି ସୁବର୍ଣ୍ଣପୁର ର କଳା, ସଂସ୍କୃତି, ପର୍ଯ୍ୟଟନ,  ଐତିହ୍ୟ ଓ ବିକାଶ ଧାରାର ବାର୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ  ସୋମବାର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଧୁମ ଧାମ ରେ ପାଳନ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   26-Apr-2026
  ରାଜ୍ୟ  
 ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    26-Apr-2026
  ଜିଲ୍ଲା  
ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   26-Apr-2026
  ଜିଲ୍ଲା  
ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   26-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   26-Apr-2026
  ରାଜ୍ୟ  
କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ   25-Apr-2026
  ଜିଲ୍ଲା  
କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   25-Apr-2026
  ଜିଲ୍ଲା  
କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ   25-Apr-2026
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Apr-2026
  ଜିଲ୍ଲା  
ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   25-Apr-2026
  ଜିଲ୍ଲା  
ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   25-Apr-2026
  ଜିଲ୍ଲା  
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା           25-Apr-2026

You Might Also Like