-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଶ୍ରୀ ସତ୍ୟସାଇ ଙ୍କ ୯୯ ତମ ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ଦିବ୍ୟ ଚେତନାରେ ସାଇ ଭକ୍ତ

27-Nov-2024



ଅତାବିରା(ଆକାଶ ମିଶ୍ର): ଅତାବିରା ଏନ୍ ଏ ସି ସ୍ଥିତ  ସତ୍ୟ ସାଇ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟ ସାଇ  ଙ୍କ ୯୯ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଅବସରରେ  ସକାଳ ୪  ଟା ରୁ ଓଁକାର ଧ୍ଵନି ସହ ନଗର ସଙ୍କୀର୍ତ୍ତନ ରେ ଭାଇ ଭଉଣୀ ମାନେ ଅତାବିରା ସହର ପରିକ୍ରମା  କରିଥିଲେ ।ଏହା ପରେ ସକାଳ ପ୍ରାୟ ୮ ଟାରେ  ପୂର୍ବତନ ଆବାହକ ମନସୀ ସାହୁ ଙ୍କ ଦ୍ଵାରା ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା । ଷୋଡ଼ଶ ପୂଜା ,ଜିଲ୍ଲା ଆଧ୍ୟାତ୍ମିକ  ସଂଯୋଜିକା  ସୁଜାତା ପଣ୍ଡା ଙ୍କ ଦ୍ଵାରା ଜ୍ୟୋତି ଆବାହନ ପୂର୍ବକ ବେଦ  ମନ୍ତ୍ର ପାଠ କରାଯାଇଥିଲା ।   ରାଜ୍ୟ ଉପସଭାପତି  ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଦ୍ଵାରା ସତସଙ୍ଗ କାର୍ଯ୍ୟକ୍ରମ ବାବାଙ୍କ  ମହିମା ଓ ଚମତ୍କାରିତା ଉପରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ପରେ ଅତାବିରା  କୁଷ୍ଠlଶ୍ରମ ତଥା ଗରିବ ଲୋକଙ୍କ ନିକଟକୁ  କୁ ଯାଇ ନାରାୟଣ ମାନଙ୍କ  ପାଦ ଧୋଇ   ସେମାନଙ୍କୁ ଲୁଗା ପ୍ରଦାନ କରିବା ସହ ଅନ୍ନ  ପ୍ରସାଦ ବଣ୍ଟନ କରିଥିଲେ । ଏହା ବ୍ୟତୀତ ଅତାବିରା ଆହାର କେନ୍ଦ୍ରରେ ମାଗଣାରେ ସାଧାରଣ ଲୋକଙ୍କୁ  ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ମନ୍ଦିର ପରିସର ମଧ୍ୟରେ ସମସ୍ତ  ସାଇ ଭକ୍ତ  ମାନଙ୍କୁ ପୂଜାର୍ଚ୍ଚନା ପରେ ଅନ୍ନପ୍ରସାଦ ଦିଆଯାଇଥିଲା ।
ଦ୍ଵିତୀୟ ପର୍ଯ୍ୟରେ ସନ୍ଧ୍ୟା ସାଢ଼େ ୪ଟାରେ ସାମୁହିକ ଭାବେ ସମିତି ର ସମସ୍ତ ସଭ୍ୟ/ସଭ୍ୟା ମାନଙ୍କ ଦ୍ଵାରା ୯୯ ଗୋଟି ଦ୍ଵୀପ ପ୍ରଜ୍ବଳନ  ସହ ଉପସ୍ଥିତ ଭକ୍ତଙ୍କ ଉପସ୍ଥିତିରେ ବାଲ ବିକାଶ  ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ କେକ୍ କଟାଯାଇ ବାବାଙ୍କୁ ଅର୍ପଣ କରାଯାଇଥିଲା ।  ଏହି ଅବସରରେ ଶ୍ରୀ ସତ୍ୟ ସାଇ ବାବାଙ୍କ ବହୁ ପୁରୁଣା ବୟୋ ଯ୍ୟୋଷ୍ଟ ସଭ୍ୟ ବୁଲି ସତ୍ ବାବୁଙ୍କୁ

ସତ୍ୟସାଇ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି ଜନ୍ମ ଉତ୍ସବ ରେ ଅତାବିରା ସମଲେଶ୍ଵରୀ ମନ୍ଦିର କମିଟି, ଦୂର୍ଗାମନ୍ଦିର କମିଟି,ହନୁମାନ ମନ୍ଦିର କମିଟି, ରାମ ଚଣ୍ଡୀ ମନ୍ଦିର କମିଟି,କେନାଲ କଲୋନୀ ରେ ଥିବା କାଲି ମନ୍ଦିର କମିଟି,ତଥା ଅତାବିରା ଆବାଳବୃଦ୍ଧ ବନିତା ସହଯୋଗ କରିଥିବା ବେଳେ ସିଲେଟ , ହଲଦି ଟିକ୍ରା, ସୋଢ଼l ପାଲି,ପ୍ରଧାନ ଟିକ୍ରl, କାଣ୍ଡପାଲି, ଗୋଲକ ନଗର ଆଦି ଭଜନ ମଣ୍ଡଳୀ ସାସିଲ ହୋଇଥିଲେ। ମାନସିକ ସତ୍ୟ ସାଇ ଶ୍ରଦ୍ଧାଳୁ ବାବାଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ। ପରିଶେଷରେ ଭଜନ କୀର୍ତ୍ତନ ରେ ଦାଣ୍ଡ ଉଛୁଳି ପଡ଼ିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like