-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
26-Nov-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ପରିସରରେ ଆଜି ସକାଳ ୧୦ ଘଣ୍ଟା ସମୟରେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଣୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯ୍ୟକ୍ରମ ରେ ନର୍ଲା ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ବିଧାନ ଦିବସ ପାଳନ କରିଵା ସହ ଶପଥ ପାଠ କରିଛନ୍ତି ଏହି ଦିନ ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ସ୍ମୁତିଚାରଣ କରାଯାଇ ଦେଶର ଅଖଣ୍ଡ ଓ ସର୍ବ ଭୌମତାର ରକ୍ଷ୍ୟା କରିଵା ଦେଶର ସମସ୍ତ ନୀତି ନିୟମ କୁ ସ୍ବଚ୍ଛତା ର ସହିତ ପାଲନ କରି ରାଷ୍ଟ୍ର ର ସୁରକ୍ଷା ସାଧାରଣ ଲୋକଙ୍କ ସୁରକ୍ଷା ସହ ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥ ନେଇଛନ୍ତି