-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସରକାରୀ ଜାଗା ବିକ୍ରିକରି ମାଲେମାଲ ସରକାରୀ ଶିକ୍ଷକ, କୁମ୍ଭକର୍ଣ୍ଣ ନିଦ୍ରାରେ ରାଜସ୍ବ ବିଭାଗ

29-Aug-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ରାଜସ୍ବ ଏରିଆରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ ବିକ୍ରି କରିଚାଲିଛନ୍ତି କିଛି ସରକାରୀ କର୍ମଚାରୀ, ବିଶେଷତଃ ଫୁଲବାଣୀ ରାଜସ୍ବ  କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କ ସହିତ ଏବେ କିଛି ଶିକ୍ଷକ ସରକାରୀ ଜମିକୁ ବିକ୍ରିକରି ସେହି ଆର୍ଥରେ ସେଇ ସରକାରୀ ଜମିରେ ନିର୍ମାଣ କରୁଛନ୍ତି କୋଠା ଘର., ସେଇ ଘର କେମିତି. ପ୍ଲାନିଂ ରେ ନିର୍ମାଣ ଚାଲିଛି ତାହା ଆପଣ ଭଲରେ ଦେଖିଲେ ଜାଣିପାରିବେ |  ଆଉ ଜଣେ ଜିଲ୍ଲା ପ୍ରଶାସନ ରେ କାର୍ଯ୍ୟ ଜରୁଥିବା କ୍ଷମତା ଶାଳୀ ବଡ଼ବାବୁଙ୍କ ନିର୍ଦେଶ ପାଇ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ଆଣି ଲକ୍ଷ ଲକ୍ଷ ଟଙ୍କା ରେ ବିକ୍ରିକରି ଲାଭବାନ ହେଉଛନ୍ତି  ଜଣେ କାର୍ଯ୍ୟରତ ସରକାରୀ ଶିକ୍ଷକ । ଏପଟେ ରାଜ୍ୟ ସରକାର ସରକାରୀ ଜମିରୁ ଜବରଦଖଲ ହଟେଇବାକୁ ନିର୍ଦ୍ଦେଶ  ଦେଇଥିଲେ ମଧ୍ୟ  କନ୍ଧମାଳ ଜିଲାରେ ଏହାର କିଛି ପ୍ରଭାବ ପଡୁନାହିଁ। ଫୁଲବାଣୀ ତହସିଲରେ ଜଣେ ରାଜସ୍ବ ନୀରିକ୍ଷକ ସରକାରୀ ଜମି ବିକ୍ରିରେ ଦଲାଲ ସାଜିଥ‌ିବା ବେଳେ ଏବେ ଜଣେ ସରକାରୀ ଶିକ୍ଷକ ସରକାରୀ ଜମି ବିକ୍ରି କରୁଥିବା ନଜରକୁ ଆସିଛି।  ରାଜସ୍ବ ବିଭାଗର ସରକାରୀ ବୋର୍ଡ ଲାଗିଥିବା ସତ୍ତ୍ବେ ମଧ୍ୟ୍ୟ ଶିକ୍ଷକ ଜଣକ ସେହି ଜାଗାରେ ଘର ତିଆରି କରୁଛନ୍ତି। ଏନେଇ  ତହସିଲଦାରଙ୍କ ଠାରୁ  ଆରମ୍ଭ କରି ରାଜସ୍ବ  ନୀରୀକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୋଣସି କାର୍ଯ୍ୟକରି ହେଉନାହିଁ। ତୁରନ୍ତ କାର୍ଯ୍ୟ ବନ୍ଦ କରାଯିବାକୁ ନେଇ କିଛି ସାମାଜିକ କର୍ମୀ ଉପ ଜିଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଫୁଲବାଣୀ ନାରାୟଣୀ ମନ୍ଦିରଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତାରେ ଜଣେ ସରକାରୀ ଶିକ୍ଷକ ସରକାରୀ ଜମି ଦଖଲ କରିଛନ୍ତି। ଏଠାରେ ଥିବା ଚନ୍ଦନ ଗଛ କାଟି ନିଜେ କୋଠା ନିର୍ମାଣ କରୁଛନ୍ତି। ଜାଗାର କିଛି ଅଂଶକୁ ଅନ୍ୟମାନଙ୍କୁ ବିକ୍ରି କରାଯାଇ ପାଖାପାଖ୍ ୩୫ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ଏହି ଅଭିଯୋଗର ତଦନ୍ତ କରି ପୂର୍ବତନ ତହସିଲଦାର ନିର୍ମାଣ କାମକୁ ବନ୍ଦ କରାଇ ଉକ୍ତ ଜାଗାରେ ସରକାରୀ ଫଳକ ଲଗାଇଥିଲେ। ବର୍ତମାନ ତହସିଲଦାର ପରିବର୍ତ୍ତନ ହେବା ପରେ ଏହାର ସୁଯୋଗ ନେଇ ସମ୍ପୃକ୍ତ ଶିକ୍ଷକ ଜଣକ ସେହି ଜାଗାରେ ପୁଣି କୋଠା ନିର୍ମାଣ କରୁଛନ୍ତି। ସରକାରୀ ଫଳକକୁ ଓପାଡି ଫିଙ୍ଗି ଦେଇଛନ୍ତି । ପୁଣି ସେହି ଜାଗାକୁ ଭାଗ ଭାଗ କରି ବିକ୍ରି ଚଳାଇଛନ୍ତି। ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ତହସିଲ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କୁ ପଚାରିବାରୁ ଆସନ୍ତା ଶୁକ୍ରବାର ଏହି ବିଷୟରେ ଶୁଣାଣୀ ଅଛି ବୋଲି କହିଛନ୍ତି। ଅନ୍ୟପକ୍ଷେ ଉପ ଜିଲାପାଳ ଚିତରଞ୍ଜନ ମହନ୍ତ ତହସିଲଦାର ଏବଂ ରାଜସ୍ବ ନୀରିକ୍ଷକଙ୍କୁ ଡାକି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

  ବିଶେଷ ଘଟଣା ହେଉଛି ଫୁଲବାଣୀ ସହରର ମଧ୍ୟ୍ୟ ଭାଗରେ ଥିବା ବହୁ ମୂଲ୍ୟବାନ ସରକାରୀ ଜମିକୁ ଜବର ଦଖଲ କରିବାରେ ସିଦ୍ଧହସ୍ତ ହୋଇଛନ୍ତି କେବଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ମାନେ, କିଏ ତ ବର୍ତ୍ତମାନ ଚାକିରୀରେ ଥିବା ବେଳେ ତ ଆଉ କିଏ ଚାକିରିରୁ ଅବସର ଗ୍ରହଣ କରି ମୂଲ୍ୟବାନ ସରକାରୀ ଜମିରେ ତ୍ରିତଳ ପ୍ରସାଦ ନିର୍ମାଣ କରି ନିଜେ ରହିବା ସହିତ ଘର ଭଡା ମଧ୍ୟ୍ୟ ଦେଇ ମାଲେ ମାଲ ହେବାରେ ଲାଗିଛନ୍ତି |  କାରଣ ସେମାନେ ହେଲେ ମୂଲ୍ୟବାନ ସରକାରୀ ଜମିର ହର୍ତ୍ତା କର୍ତ୍ତା ଦଇବ ବିଧାତା, ସେମାନେ ଯେମିତି ଚାହିଁବେ ସରକାରୀ ଜମିକୁ ସେମିତୀ ବ୍ୟବହାର କରିପାରିବେ | କିନ୍ତି ଏ କନ୍ଧମାଳ ଜିଲ୍ଲାର କୌଣସି ଜଣେ ବ୍ୟକ୍ତି କୋଉ ସରକାରୀ ଜାଗାରେ କୁଡ଼ିଆ ଟିଏ କରିବାକୁ ଆରମ୍ଭ ମାତ୍ରେ ଫୁଲବାଣୀ ରାଜସ୍ବ ନିରୀକ୍ଷକ ବିଜୁଳି ବେଗରେ ଯାଇ ତାକୁ ସେଇ ଜାଗାରୁ ଉଛେଦ କରିଦେବାର ବହୁ ନଜିର ରହିଛି  | କାରଣ ସେ ଗରିବ, ସେ ଏ କନ୍ଧମାଳ ଜିଲ୍ଲାର ବାସିନ୍ଦା, ସେ ସହରରେ ରହିବାର ତାର ଅଧିକାର ନାହିଁ, ତେଣୁ ତାକୁ ତୁରନ୍ତ ଉଛେଦ କରାଯାଉଛି | ଆଉ ଯେଉଁ ବ୍ୟକ୍ତି ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, କଟକ ଭୁବନେଶ୍ୱର ନୟାଗଡ ରୁ ଆସି ଏହି ଜିଲ୍ଲାରେ ଚାକିରୀ କରି ଥିବେ ସେମାନେ ସହର ର ମୂଲ୍ୟବାନ ଜମିରେ ତ୍ରିତଳ ପ୍ରସାଦ ନିର୍ମାଣ କରି ରହି ଉକ୍ତ ପ୍ରସାଦ କୁ ଭଡା ସୂତ୍ରରେ ଦେଲେ ମଧ୍ୟ୍ୟ ରାଜସ୍ବ ବିଭାଗ ର ଦୃଷ୍ଟି ପଡୁନାହିଁ | କାରଣ ସେମାନେ ଫୁଲବାଣୀ ସହରର ମୂଲ୍ୟବାନ ଜମିରେ ଘର କରି ରହିବାର ସାର୍ଟିଫିକେଟ ତାଙ୍କୁ ଦିଆ ଯାଇଛି | ଯଦି ପ୍ରକୃତରେ ଅନୁସନ୍ଧାନ କରାଯାଏ ତାହେଲେ ଜଣାପଡିବ ଖଣ୍ଡମାଲ ବା ଫୁଲବାଣୀ ରାଜସ୍ବ ଅଧୀନରେ ସହର ମଧ୍ୟରେ କେତେ ସରକାରୀ କର୍ମଚାରୀ ଓ କେତେ ସାଧାରଣ ଲୋକ ସରକାରୀ ଜମିରେ ଜବର ଦଖଲ କରି ରହିଛନ୍ତି ତାହା ଜଣା ପଡିବ. ଆଗକୁ ଆହୁରି ଫୁଲବାଣୀ ସହରର ଜବର ଦଖଲ ଖବର ପ୍ରସାରଣ କରାଯିବ, ସେତେବେଳେ ସେ ଖବର ଦେଖୀ ଆପଣ ମାନେ ତାଯୁବ ହୋଇଯିବେ | ଦେଖାଯାଉ ଖବର ପ୍ରସାରଣ ପରେ ରାଜସ୍ବ ଅଧିକାରୀ ସମେତ ତହସିଲଦାର ଫୁଲବାଣୀ ଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଗୁଛି ନା ଜାଣି ଜାଣି ବିଭାଗ ଶୋଉଛି, ତାହା ଆଗାମୀ ଦିନରେ ଜଣା ପଡିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like