-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ଉଲୁଣ୍ଡା ସ୍ଥିତ କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ସ୍ଥରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଆଦିତ୍ୟ ପୁରୋହିତ ଅନୁଷ୍ଠିତ କର୍ମଶାଳା ରେ ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ମଣ୍ଡଳ ପ୍ରଭାରୀ ସତ୍ୟବ୍ରତ ମିଶ୍ର ଉପସ୍ଥିତ ରହି ସଦସ୍ୟତା ଅଭିଯାନ ଉପରେ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଦିଲ୍ଲୀପ ପୁରୋହିତ, ବରିଷ୍ଠ ନେତା ବଳରାମ ସୁନା, କ୍ଷୀରସିନ୍ଧୁ ଭୋଇ, ପ୍ରମୋଦ କର୍ମୀ, ପ୍ରେମାନନ୍ଦ କର୍ଣ୍ଣ, ମୁକୁରୁ ବାଘ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।