-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଫିଟ୍ ଭାରତ ସ୍ଵସ୍ଥ ଭାରତ ନାରା ଦେଇ ସାଇକଲ ଶୋଭାଯାତ୍ରା କଲେ ମାରୱାଡି ଯୁବା ମଞ୍ଚ - ରାଲି ରେ ସାମିଲ୍ ହେଲେ ଏସପି

25-Aug-2024



ସୋନପୁର( ମନୋରଞ୍ଜନ ତ୍ରିପାଠୀ)
ଇଣ୍ଡିଆ ହିଟ୍ ଇଣ୍ଡିଆ ଲକ୍ଷ୍ୟ ନେଇ ଆଜି ସୁବର୍ଣ୍ଣପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ମାରୱାଡି ଧର୍ମଶାଳା ଠାରେ ଏକ ସଚେତନତା ସଭା ଓ ସାଇକଲ ରାଲି ର ଆୟୋଜନ କରଯାଇଥିଲା l ଏହି ସାଇକ୍ଲୋଥନ ରାଲି କୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ ଶୁଭ ଉଦ୍ଘାଟନ କରି  ପ୍ରତ୍ୟହ ସାଇକଲ ଚଲାଇ ସୁସ୍ଥ ରହି ବାକୁ ଓ ନିଜ କୁ ଫିଟ୍ ରହିବାକୁ ପରାମର୍ଶ କରିଥଲେ l ଏବଂ ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ଏକ ସ୍ଵସ୍ଥ ଭାରତ ଗଠନ ରେ ଯୁବ ଶକ୍ତି ର ଉଲ୍ଲେଖନୀୟ ଅବଦାନ ରହି ଆସିଛି l ଯୁବାମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମାରୱାଡି ଯୁବା ମଞ୍ଚ ର ପ୍ରଦେଶ ଉପାଧ୍ୟକ୍ଷ ରାକେଶ ଅଗ୍ରୱାଲ, ଯୁବା ମଞ୍ଚ ର ସୋନପୁର ସମାଜ ସଭାପତି ଗୋପାଳ ଭୁତ, ଓ ଭାରତ ଭ୍ରମଣ ର ସାଇକଲ ଯାତ୍ରୀ ସତ୍ୟ ନାରାୟଣ ବାଗ ଯୋଗ ଦେଇ  ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ l

ଇଭେଣ୍ଟ କନ୍ ଭେନର ତଥା ଏନ୍ ସି ସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ଭାରତ ଭ୍ରମଣ ରେ ସାଇକଲ ଯାତ୍ରା କରିଥିବା  ପ୍ରାକ୍ତନ ଏନ୍ ସି ସି ଛାତ୍ର ସତ୍ୟ ନାରାୟଣ ବାଗ ଙ୍କୁ ଏସପି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ସାରା ଭାରତ ରେ ଆଜି ମାରୱାଡି ଯୁବା ମଞ୍ଚ ପକ୍ଷରୁ ୮୫୧ ଟି ସହର ରେ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ  ଆୟୋଜନ କରଯାଇଥିବା ବେଳେ ଏକ ଲକ୍ଷ ପଚାଶ ହଜାର ପ୍ରତିଯୋଗୀ ଙ୍କୁ ଏଥିରେ ସାମିଲ୍ କରଯାଇଥିବା ବିଷୟ ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ରାକେଶ ଅଗ୍ରୱାଲା ପ୍ରକାଶ କରିଛନ୍ତି l ଯୁବା ମଞ୍ଚ ର ବରିଷ୍ଠ ସଦସ୍ୟ ନନ୍ଦ କିଶୋର କମାଣୀ, ସମ୍ପାଦକ ଅଙ୍କିତ ଅଗ୍ରୱାଲ,  ଉପାଧ୍ୟକ୍ଷ ରଜତ ଅଗ୍ରୱାଲା,  ପ୍ରାକ୍ତନ ସଭାପତି ଅମିତ ଅଗ୍ରୱାଲା , ସୌରଭ ଶର୍ମା, ଅଶୋକ ଭୁତ, ପ୍ରହଲ୍ଲାଦ, ରାଘବ ଡ଼ା, ଆକାଶ ଅଗ୍ରୱାଲ, ଯୁବା ମଞ୍ଚ ର ସମସ୍ତ ଯୁବା ସାଥୀ ସମେତ ସୋନପୁର ପୋଲିସ ଟିମ୍,  ମେଡିକାଲ୍ ଟିମ୍ ଓ ସ୍ୱଚ୍ଛ ଭାରତ ସଂଗଠନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସାଇକଲ ଶୋଭାଯାତ୍ରାରେ  କଲେଜ ଏନ୍ ସି ସି, ଓ ମାରୱାଡି ଯୁବା ମଞ୍ଚ ର ସମସ୍ତ ସାଥୀ ସାମିଲ୍ ରହି ସହର ବାସୀ ଙ୍କୁ ଫିଟ୍ ଭାରତ ସ୍ଵସ୍ଥ ଭାରତ ର ବାର୍ତ୍ତା ପହଞ୍ଚlଇଥିଲେ l ସ୍ବଚ୍ଛ ଭାରତ, ଚନ୍ଦ୍ରିକା ସେବା ଟ୍ରଷ୍ଟ , ବରିଷ୍ଠ ନାଗରିକ ସମେତ ସହର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ଏଥିରେ ଯୋଗ ଦେଇ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like