-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରକୁ ମାଡ :ସି ଡବ୍ଲୁ ସି ପକ୍ଷରୁ ତଦନ୍ତ, କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଠାରେ ରିପୋର୍ଟ ଦାଖଲ

24-Aug-2024



ତରଭା(କପିଳାସ ସେଠ )ତରଭା ସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ରେ ଶିକ୍ଷକ ଙ୍କ ମାଡ଼ ରେ ଦଶମ ଶ୍ରେଣୀ ଛାତ୍ର ଆହତ I ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ସ୍ଥାନ୍ତାରିତ କରାଯାଇଥିବା ବେଳେ ଘଟଣା କୁନେଇ ସୋନପୁର ସି ଡବ୍ଲୁ ସି ତଦନ୍ତ କରି ବା ଘଟଣା ନେଇ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ରହିଛି I ଘଟଣା କୁ ନେଇ ଅଭିଭାବକ ମନ ରେ ଅସନ୍ତୋଷ ବୃଦ୍ଧି ପାଇବା ସହ ବିଦ୍ୟାଳୟ ରେ ସୁରକ୍ଷିତ ମନେ କରୁନାହାନ୍ତି I ମିଲଥିବା ସୂଚନା ଅନୁଯାୟୀ ,ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ ନେଇ ଫୋନ ମାଧ୍ୟମରେ ସି ଡବ୍ଲୁ ସି ଅଧିକାରୀ ଅଭିଯୋଗ ପାଇଲା ପରେ ତାଙ୍କ ଦଳ ବିଦ୍ୟାଳୟ ରେ ପହଞ୍ଚି ଦଦନ୍ତ ଆରମ୍ଭ କରିଥିଲେ । ତରଭା ସ୍ଥିତ ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟରଶିକ୍ଷକ, ଅଭିଵାକ ଓ ସି ଡବ୍ଲୁ ସି ଯୁଗ୍ମ କମିଟି ରେ ଶାରିକ କ୍ରୀଡା ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ ଶୁକ୍ରବାର ସକାଳୁ ଡ୍ରିଲ କ୍ଲାସ ଥିବା ବେଳେ ବିଳମ୍ବରେ ଆସିଥିଲେ ଛାତ୍ର କରନ ସାହୁ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପିଇଟି ଶିକ୍ଷକ ମନମୋହନ ପଟେଲ ଛାତ୍ର  କରନ କୁ ମାଡ ମାରିଥିଲେ । ମାଡ ମାରିବା ସମୟରେ ନିକଟରେ ଥିବା ଡ୍ରେନରେ ଛାତ୍ର ଜଣକ ପଡିଯାଇଥିଲେ । ଘଟଣାକୁ ଦେଖି ଅନ୍ୟଛାତ୍ର ଛାତ୍ରୀ ମାନେ କରନର ପରିବାର ଏବଂ ସି ଡବ୍ଲୁ ସି କୁ 1098ଫୋନ କରିଥିଲେ l ଫୋନ କଲ ର ଅଭିଯୋଗ କୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ଡ ଲାଇନ ର ସୁଜିତ କୁମାର ମିଶ୍ର ସଙ୍ଗେ ସଙ୍ଗେ ଫୋନ କଲ ପାଇବା ପରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଙ୍କୁ ଫୋନ  ମାଧ୍ଯମରେ ଜଣେଇଥିଲେ । ଯୁଗ୍ମ କମିଟି ସଂକର୍ଷଣ ପଣ୍ଡା ଅଧକ୍ଷ୍ୟ ଶିଶୁ ମଙ୍ଗଳ ସମିତି, ଶାନ୍ତନୁ କୁମାର କର୍ଣ୍ଣ, ସଦସ୍ୟ, ହେମନ୍ତ କୁମାର ସା, ସଦସ୍ୟ, ସୁଜିତ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ଡ ଲାଇନ, ସୁବର୍ଣ୍ଣପୁର, ସୁଧୀର କୁମାର ଦାସ, କାଉନ୍ସେଲୋର, ଚାଇଲ୍ଡ ହେଲ୍ଡ ଲାଇନ, ସୁବର୍ଣ୍ଣପୁର ପ୍ରଶାନ୍ତ ମାହାକୁଡ, କାଉନ୍ସେଲୋର, ଡିସିପିୟୁ, ସୁବର୍ଣ୍ଣପୁର ଙ୍କ ମିଳିତ ଉଦ୍ୟମରେ ନବୋଦୟ  ବିଦ୍ୟାଳୟକୁ ଯାଇ ଉକ୍ତ ଛାତ୍ର  କୁ ନେଇ ଦଦନ୍ତ ଆରମ୍ଭ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ମନମୋହନ  ପଟେଲ ତାର ଚୁଟିକୁ ଟାଣି ମାଡ଼ ମାରି ଥିଲେ I ଛାତ୍ର  ଜଣକ  ଶିକ୍ଷକଙ୍କ ଠାରୁ  ଛଡେଇ ହେବାକୁ ଯାଇ ତଳେ ପଡି ଯାଇଥୁଲା ଯେଉଁଥିରେ  ମୁଣ୍ଡରେ ଭୀଷଣ ଆଘାତ ଲାଗିଛି। ତେଣୁ ଛାତ୍ର  ର ମୁଣ୍ଡ ବୁଲେଇବା ସହ ବାନ୍ତି ଲାଗିବା କଥା କହିଥିଲା  I ଉକ୍ତ କମିଟି ତୁରନ୍ତ ଭୀମ ଭୋଇ ଚିକିଦ୍ୟାଳୟକୁ ସ୍ଥାନଚାରିତ କରିବାକୁ ପରାମର୍ଶ ଦେଇଥିଲେ । ଯୁଗ୍ମ କମିଟି ଆଗରେ ଛାତ୍ର / ଛାତ୍ରୀ ମାନେ ସେଚ୍ଛା କୃତ ଭାବେ କହିଥିଲେ ଯେ ଶିକ୍ଷକ ଙ୍କ  ଏହି ପରି ଅଭ୍ୟାସ ଆଗରୁ ମଧ୍ୟ ଅଛି । ଏବଂ ବିଦ୍ୟାଳର ହାଉସ ଫାଦର ପିଲାମାନଙ୍କୁ ଡରେଇ ଧମକେଇ କାହାକୁ ନ ଜଣେଇବାକୁ ସବୁବେଳେ ତାଗୀତ କରନ୍ତି  I କହିଲେ ବିଦ୍ୟାଳୟ ରୁ ଟିସି ଦେଇ ଦେବୀ ବୋଲି ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ  I ସିଦ୍ବ୍ଲ୍ୟ ସି ଓ ଚାଲିଡ଼ ହେଲ୍ପ ଲାଇନ ଯୁଗ୍ମ କାମୁଟି ପକ୍ଷରୁ ଶୁକ୍ରବାରସନ୍ଧ୍ୟା ରେ ବିଦ୍ୟାଳୟ ର ଚେୟାରମ୍ୟାନ ତଥା ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କୁ କାର୍ଯ୍ୟନୁଷ୍ଠାନ ନେବା ପାଇଁ ତଦନ୍ତ ରିପୋର୍ଟ ଦେଇଥିବା ତଦନ୍ତ କାରି ସଦସ୍ୟ ସୁଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି I  ନବୋଦୟ ବିଦ୍ୟାଳୟ ରେ ହେଉଥିବା  କିଛି ଦିନ ତଳେ ଜଣେ ଛାତ୍ର ଙ୍କୁ ମାଡ଼ ମାରି କାନ ରୁ ରକ୍ତ ବାହାରିବା ସହ ତରଭା ଥାନାରେ ଅଭିଯୋଗ ହେବା ସହ ଏହି ଘଟଣା କୁ ନେଇ ସମାଧାନ କରାଯାଇଥିଲା I ଏବଂ ସେ ଛାତ୍ର ଙ୍କୁ ଅନ୍ୟତ୍ର ବିଦ୍ୟାଳୟ କୁ ମାଇଗ୍ରେସନ ପଠାଇ ଦେବା ଘଟଣାଭିଡିଓ  ମୋବାଇଲରୁ ମୋବାଇଲ  କୁ ଭାଇରଲ ହେଉଥିବାର ଜଣାଯାଇଛି I ଏହିପରି ଘଟଣା ଧୀରେ ଧୀରେ ତରଭା ନବୋଦୟ ବିଦ୍ୟାଳୟ ରେ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ୍ୟ ବିଭିନ୍ନ ଧମକ ଦିଆଯାଇ ଘଟଣା କୁ ଚପାଇ ଦିଆଯାଉ ଥିବାର ଭିଡିଓ ମଧ୍ୟ୍ୟ ଭାଇରଲ ହେଉଛି I  ଏହି ଘଟଣା ହେବା ପରେ ଅଭିଭାବକ ମହଳ ରେ ଚିନ୍ତା ବୃଦ୍ଧି ପାଇବା ସହ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନେଇ ଅସନ୍ତୋଷ ପ୍ରକାଶ ପାଉଛି I  ଏହାର ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ଅଭିଭାବକ ଏବଂବିଭିନ୍ନ ମହଳ ଓ  ଜନସାଧାରଣ ରେ ଦାବି ହେଉଛି। ଏସମ୍ପର୍କ ରେ ଅଧ୍ୟକ୍ଷ ଶଶୀକାନ୍ତ କେଶବ ଶାନ୍ତକୁମାର ଙ୍କୁ ପଚାରିବାରୁ କେହି ଚାହିଁବେ ନାହିଁ ନିଜ ବିଦ୍ୟାଳୟ ଓ ଜିଲ୍ଲା ର ବଦନାମ ହେଉ l ଏହାର ବିହିତ ପଦକ୍ଷେପ ନେବି ଭବିଷ୍ୟତ ଏ ଭଳି କାର୍ଯ୍ୟ ନହେବ ତାର ପଦକ୍ଷେପ ନେବି  ବୋଲି ସୂଚନା ଦେଇଛନ୍ତି I ଦେଖା ଯାଉ ଆଗାମୀ ଦିନ ରେ ଛାତ୍ର ମାଡ଼ ଘଟଣା ନେଇ କେବେ କାର୍ଯ୍ୟନୁଷ୍ଠାନ ହେଉଛି  I 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like