-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ଛାତ୍ର ଯୁବକ ଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ -ସମରେନ୍ଦ୍ର ଅଭିଜ୍ଞ କହୁଥିବା ପ୍ରାର୍ଥୀ ଙ୍କ ଗୋଟିଏ ସେଟ ନାମାଙ୍କନ ପତ୍ର ନାକଚ ହେବା ହାସ୍ୟାସ୍ପଦ -ସମରେନ୍ଦ୍ର

05-May-2024



ବଲାଙ୍ଗୀର - ମୋ ମତରେ ଲୋକଙ୍କ ସହ ରହି ଅଞ୍ଚଳ ର ସେବା କରିବା ହିଁ ରାଜନୀତିର ଉଦ୍ଦେଶ୍ଯ l ଗତ ଦଶବର୍ଷ ରେ ଆମର ପ୍ରିୟ ବିଧାୟକ ନରସିଂହ ମିଶ୍ର ତାହା ପ୍ରମାଣ କରିସାରିଛନ୍ତି l ତେଣୁ ଅଞ୍ଚଳ ର ବୃହତ୍ତର ସ୍ୱାର୍ଥ ଓ ଗତ ଦଶ ବର୍ଷ ର ବିକାଶ ପ୍ରକ୍ରିୟା କୁ ଆଗକୁ ନିରନ୍ତର ଜାରି ରଖିବା ପାଈଁ ତଥା ଅଞ୍ଚଳ ର ଛାତ୍ର ଯୁବକ ମାନଙ୍କ ଭବିଷ୍ୟତ ନିର୍ମାଣ ପାଈଁ ଆଗାମୀ ନିର୍ବାଚନ ରେ କଂଗ୍ରେସ ଦଳର ହାତ ଚି଼ହ୍ନ ରେ ଭୋଟ ଦେଇ ଅଞ୍ଚଳ ର ଛାତ୍ର ଯୁବକ, ସାଧାରଣ ଜନତା ଙ୍କ ବିକାଶ ପ୍ରକ୍ରିୟା ରେ ନିଜକୁ ସାମିଲ କରନ୍ତୁ ବୋଲି ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ବୈଦିପାଲି,ବିଡି ଘାଟ ଓ ଚିକଲବାହାଲ ପଂଚାୟତ ରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ନିଜ ବକ୍ତବ୍ୟ ରେ କହିଛନ୍ତି l ସମରେନ୍ଦ୍ର ଆହୁରି ମଧ୍ୟ କହି ଛନ୍ତି ଯେ ଆମର ପ୍ରତିଦ୍ବନ୍ଦୀ ନିଜକୁ ଅଭିଜ୍ଞ ବୋଲି ଡିଣ୍ଡିମ ପିଟୁ ଛନ୍ତି, କିନ୍ତୁ ହାସ୍ୟାସ୍ପଦ କଥା ଏହି କି

ଯେ ତାଙ୍କ ଦ୍ୱାରା ଦlଖଲ ହୋଇଥିବା 4 ସେଟ ନାମାଙ୍କନ ପତ୍ର ରୁ ଗୋଟିଏ ସେଟ ନାକଚ ହୋଇଯାଇଛି, ଏବଂ ବାକି ତିନି ସେଟ ରେ ମଧ୍ୟ ଅନେକ ଆଇନ ଗତ ତ୍ରୁଟି ରହିଛି l ଆଗାମୀ ଦିନ ରେ ତାଙ୍କ ର ନାମାଙ୍କନ ପତ୍ର ନ୍ୟାୟାଳୟ ରେ ନିଶ୍ଚିତ ଭାବେ କାଟ ଖାଇଯାଇପାରେ l ଏଥିରୁ ଲୋକେ ବୁଝନ୍ତୁ ଆମ ପ୍ରତିଦ୍ବନ୍ଦୀ ଅଭିଜ୍ଞ ପ୍ରାର୍ଥୀ ନିଜ ନାମାଙ୍କନ ଭରି ଜାନୁ ନାହାନ୍ତି ଲୋକଙ୍କ ସେବା କଣ କରିବେ ବୋଲି ସମରେନ୍ଦ୍ର ପ୍ରଶ୍ନ ଜରିଛନ୍ତି l ଏହା ସହ ସମରେନ୍ଦ୍ର କହିଛନ୍ତି ଯେ, ଦୀର୍ଘ ବର୍ଷ ହେଲା ବିଜେଡି ସରକାର ରାଜ୍ୟ ରେ ଶାସନ କରୁଛି କିନ୍ତୁ ଲୋକଙ୍କ ହିତାଧିକାରୀ ପାଈଁ କୌଣସି ନୂତନ ଯୋଜନା ପ୍ରଣୟନ କରୁନାହିଁ, ଓଲଟା କଂଗ୍ରେସ ସରକାର ଅମଳ ରେ ଲାଗୁହୋଇଥିବା ଖାଦ୍ୟ ସୁରକ୍ଷା ଯୋଜନା, ସୁଖ୍ୟା ଅଧିକାର ଆଇନ, ଇନ୍ଦିରା ଆବାସ, ମନରେଗା ଭଳିଆ ଯୋଜନା ସରକାର ଙ୍କ ଆସିକାରୀ ମାନଙ୍କ ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ଲୋକେ କଂଗ୍ରେସ ଦଳ କରିଥିବା ଯୋଜନା ରୁ ମଧ୍ୟ ଉପକୃତ ହୋଇ ପାରୁନାହାନ୍ତି l ଯେଉଁ ମାନେ କେବଳ ନିର୍ବାଚନ ସମୟ ରେ ବଲାଙ୍ଗୀର ସହର ରେ ଦେଖାଯାଆନ୍ତି, ସେମାନେ 24 ବର୍ଷ ଧରି କ୍ଷମତା ରେ ଥିଲେ, କିନ୍ତୁ, ସେମାନେ ଲୋକଙ୍କ କାମ କରିବାର କଥା ତ ଭୁଲି ଯାଆନ୍ତୁ, ସେମାନେ ତାଙ୍କ ଦଳର କର୍ମୀ ମାନଙ୍କ ଅସୁବିଧା ର ସମାଧାନ କରି ପାରୁ ନାହାନ୍ତି l ଯାହା ଫଳରେ କି ତାଙ୍କ କର୍ମୀ ମାନେ ଆମ ପାଖକୁ ଆସି ତାଙ୍କର ସମସ୍ୟାର ସମାଧାନ କରିଥାନ୍ତି l ଆପଣ ମାନେ ସେହି ରାଜନେତା ମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ମିଛ ବାହାନା, କୁମ୍ଭୀର କାନ୍ଦଣା କାନ୍ଦି ଆପଣ ମାନଙ୍କୁ ଭୁଆଁ ବୁଲେଇବେ ଓ ନିର୍ବାଚନ ପରେ ବଲାଙ୍ଗୀର ରୁ ଉଭାନ ହୋଇଯିବେ, ତେଣୁ ଏଈ ବିକାଶ ବିରୋଧୀ ତତ୍ତ୍ୱ ଙ୍କୁ ଆପଣ ମାନେ ଆଗାମୀ ନିର୍ଵାଚନ ରେ ବରଖାସ୍ତ କରନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଲୋକଙ୍କୁ ଆହ୍ୱାନ କରିଥିଲେ l ସାଧାରଣ ସଭାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟ ରେ କହିଥିଲେ, ଅଞ୍ଚଳ ର ସାମଗ୍ରିକ ବିକାଶ ପାଈଁ ଆମକୁ ଏକ ଲଢୁଆ ବିଧାୟକ ନିର୍ବାଚିତ କରିବାକୁ ହେବ... ଯିଏକି ସରକାର ଙ୍କ ସମ୍ମୁଖରେ ବଲାଙ୍ଗୀର ର ବିକାଶ ପାଈଁ ଚାପ ସୃଷ୍ଟି କରିପାରିବ, ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିପାରିବ ଓ ବଲାଙ୍ଗୀର କୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଆଣି ପାରିବ., ଏହି ନିର୍ବାଚନ ରେ ସମରେନ୍ଦ୍ର ହିଁ ସେହି ପ୍ରାର୍ଥୀ ଯିଏ କି ଆପଣ ମାନଙ୍କ ହକ ପାଈଁ ବିଧାନସଭା ରେ ଜୋରଦାର ଲଢେଇ କରିପାରିବ l ତେଣୁ ଆପଣ ମାନେ ଏହି ନିର୍ବାଚନ ରେ ବହୁ ପରିମାଣ ରେ କଂଗ୍ରେସ ପ୍ରାର୍ଥୀ ଙ୍କୁ ହାତ ଚି଼ହ୍ନ ରେ ଭୋଟ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ରେ କହିଥିଲେ l ବ୍ଲକ ସଭାପତି ରାମ ପ୍ରସାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟ ରେ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର ସଦ୍ୟ କଂଗ୍ରେସ ଦଳ ରେ ଯୋଗ ଦେଇଥିବା ଏ ଅଞ୍ଚଳ ର ନେତା ଲଳିତା ଯୋଶୀ, ବରିଷ୍ଠ ଜଂଗ୍ରେସ ନେତା ବୁଧୁ ଚନ୍ଦ୍ର ମେର୍ଲି, ଚାଷି ନେତା ଚଗଲା ପରିଛା, ସରୋଜ ରଥ ପ୍ରମୁଖ ମଞ୍ଚଆଇନ ଥିଲେ


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like