-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ମହାନଗର ନିଗମ ହୀରାକୁଦ ସ୍ଥିତ ଥାନାପଡ଼ା ପୁରୁଣା ବନ୍ଧର ପୁନରୁଦ୍ଧାର ସହ ସୌନ୍ଦର୍ୟକରଣ ପାଇଁ ଶୁକ୍ରବାର ଜନ ସାଧାରଣଙ୍କ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ମହାନଗର ନିଗମ କମିଶନର ପ୍ରଦୀପ ସାହୁଙ୍କୁ ସାକ୍ଷାତ କରି ଆବେଦନ ପତ୍ର ଦିଆଯାଇଥିଲା I ସମାଜ ସେବୀ କାର୍ତ୍ତିକ କଲେଟଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ଅଶୋକ ମହାରଣା , ଶଙ୍କର ବାରିକ , ମୋହନ କୁମାର ସାହୁ , ବିଭୁଦତ୍ତ କୌଶଳ , ସୁନିଲ ସେଟ୍ ପ୍ରମୁଖ ସାମିଲ ଥିଲେ I