-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
କଳାହାଣ୍ଡି,ଭବାନୀ ପାଟଣା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରିଷଗାଁ ଗ୍ରାମ ପଞ୍ଚାୟତ ନlରଙ୍ଗି ଖୋଲା ଗ୍ରାମ ଠାରେ କଳାହାଣ୍ଡି ଜିଲ୍ଲା ନାଗରିକ ବିକାସ ସଂଗଠନ ତରଫରୁ ଏକ କୃଷି କ୍ରାନ୍ତି ଅଭିଜାନ ର ଶୁଭ ଉଦ୍ଘାଟନ ସମାବେଶ ଅନଷ୍ଠିତ ହୋଇଥିଲା l ଏଠାରେ ଜିଲ୍ଲା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଜନତାମାଝୀ, ଗ୍ରାମ୍ୟ ସଂଗଠନ ର ସଭାନେତ୍ରୀ କୁନୀମାଝୀ ମଥୁରା ମାଝୀ, କୁନି ନାଏକ, ପୁରନ୍ଦର ନାଏକ, କୌସଲ୍ୟା ମାଝୀ, କମଳୀ ମାଝୀ, କୂଳଦେଇ ମାଝୀ ,ତାରା ମାଝୀ, ସାଇବନି ମାଝି ,ପ୍ରତିମା ମାଝୀ, ରଞ୍ଜିତା ମାଝୀ, ତରୁଣୀ ମାଝୀ, ଲିଲି ମାଝୀ, ନମିତା ଗୌଡ, ସୌଭାଗିନୀ ମାଝୀ, ଉପସ୍ଥିତ ରହି ଥିଲେ ଏବଂ ଜିଲ୍ଲା ମ୍ୟାନେଜର କଲ୍ୟାଣୀ ଦାସ, ବ୍ଲକ ସଂଯୋଜକ ଜଗନ୍ନାଥ ଶଗଡ଼ିଆ ଓ ଜନସାଥି ପର୍ଶୁରାମ ଠାକୁର,ଗୋକୁଳ ଛତ୍ରୀଆ, ନବୀନ କୁମାର ସୁନାନୀ,ସିମଥିନୀ ବାରିକ, ଅନୀଲ ନାଗ, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାହାଯ୍ୟ ସହଯୋଗ କରିଥିଲେ।