-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ଜିଲ୍ଲା

ନାଗରିକ ବିକାସ ସଂଗଠନ ଦ୍ୱାରା କୃଷି କ୍ରାନ୍ତି ଅଭିଯାନ ଶୁଭାରମ୍ଭ

07-Jul-2023



କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଆତ୍ମଶକ୍ତି ଟ୍ରଷ୍ଟ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଂଗଠନ ଓଡ଼ିଶା ଶ୍ରମଜିବି ମଞ୍ଚ ଓ ମହିଳା ଶ୍ରମଜିବିମଞ୍ଚ ଓଡିଶାର ୧୭ ଗୋଟି ଜିଲ୍ଲା ମଧ୍ୟରୁ ସଦସ୍ୟ ଲୋକ ସଂଗଠନ ନାଗରିକ ବିକାଶ ସଂଗଠନ,କଳାହାଣ୍ଡି ତରଫରୁ କୃଷକ ମାନଙ୍କ ପ୍ରଗତିକୁ ଦୃଷ୍ଟିରେ ରଖି ''କୃଷି କ୍ରାନ୍ତି'' ଅଭିଯାନର ଶୁଭାରମ୍ଭ କରାଯାଇଛି। ଗତ ବର୍ଷ ନମୁନା ଭାବରେ ଓଡ଼ିଶାର ୪ ଗୋଟି ଜିଲ୍ଲା ର ୪୦୦୩ ଟି ଚାଷୀଙ୍କର ସର୍ଭେ କରାଯାଇଥିଲା ସର୍ଭେର
ଫାଇଣ୍ଡିଂ ରେପୋର୍ଟ  ଅନୁଯାୟୀ ଯେଉଁ ଚାଷୀ ମାନେ ୧୫ ଅକ୍ଟୋବର ୧୫ ତାରିଖ ମଧ୍ୟରେ ବିହନ ପାଇ ଚାଷ କଲେ ସେମାନେ ଏକର ପ୍ରତି ୨୦୦୦୦ ଟଙ୍କାର ସଫଳତା ପୂର୍ବକ ଲାଭବାନ ହୋଇପାରିଥିଲେ। ତେଣୁ ରାଜ୍ଯ ସ୍ତରୀୟ ସଂଗଠନ ମହିଳା ଶ୍ରମଜିବି ମଞ୍ଚ ଓ ଓଡିଶା ଶ୍ରମଜିବି ମଞ୍ଚ କୃଷି କ୍ରାନ୍ତି ଅଭିଯାନ କରିବା ନିମନ୍ତେ ପଦକ୍ଷେପ ନିଆଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଉପେନ୍ଦ୍ର ସୁନାନୀ ସଂଗଠନ ର ପରିଚୟ ଦେବା ସହିତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। 
ଏହି ଅଭିଯାନର ପ୍ରକ୍ରିୟା ମୁଖ୍ୟତଃ କେତେଗୁଡ଼ିଏ କାର୍ଯ୍ୟକଳାପ ମାଧ୍ୟମରେ କରାଯିବା ନିମନ୍ତେ ସଂକଳ୍ପବଦ୍ଧ ଯେପରି ପ୍ରତି ଗାଆଁ ଗୁଡିକ ରେ ଯାଇ ବୈଠକ କରିବା ଏବଂ ଶୀତ ଋତୁରେ ଯେଉଁ ଚାଷୀମାନେ ଚାଷକରିବାକୁ ଇଛୁକ ସେମାନଙ୍କୁ ଚିହ୍ନଟକରି ତାହାର ଲିଷ୍ଟ ପ୍ରସ୍ତୁତ କରିବା, ପୋଷ୍ଟକାର୍ଡ଼ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା। କାନ୍ଥ ଲିଖନ କରିବା, ଚାଷୀମାନଙ୍କର ଛୋଟ ଛୋଟ ଭିଡିଓ ବାର୍ତ୍ତା ସଂଗ୍ରହ ଇତ୍ୟାଦି। 
ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମୂଷାପାଲି ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାଏକ ସମିତି ସଭ୍ଯା ଶ୍ରୀମତୀ ଅଞ୍ଜନା ଦୁର୍ଗା କୃଷକ ସାଥୀ ଶ୍ରୀଯୁକ୍ତ କ୍ଷିରସିନ୍ଧୁ ନାଏକ  ତଥା ଗ୍ରାମର ୱାର୍ଡ ମେମ୍ବର ଓ  ମମତା ପାଣ୍ଡେ, ବୈଦେହି ସୁନାନୀ , ଧନେ ଶ୍ୱରି ରାଉତ, ସଇଲେନ୍ଦ୍ରି ନା ଏକ ସ୍ଵେଚ୍ଛାସେବୀ, ସମସ୍ତେ ଯୋଗ ଦେଇ ସଂଗଠନର ଏହି ଭଳି ପଦକ୍ଷେପ ପାଇଁ ପୂର୍ଣ୍ଣ ସହମତି ପ୍ରକାଶ କରି ସହଯୋଗ କରିବା ନିମନ୍ତେ ମତ ଦେଇଥିଲେ ଏବଂ ସଂଗଠନ କୁ ପ୍ରସଂଶା ଓ ଧନ୍ଯବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜନ ସାଥୀ ତ୍ରିନାଥ ବେଶ୍ରା ପରିଚାଳନା କରିଥିଲେ ଓ ଜନସାଥୀ ଝସକେତନ ହରିଜନ, ପବିତ୍ର ବେଶ୍ରା,ସୀମାଦ୍ରି ବାରିକ, ମୁକ୍ତା ଠାକୁର, ଯୋଗେଶ୍ୱର ନାଏକ ଉର୍ମି ଲିଡର ପ୍ରେମଶିଳା ପାଣିଗ୍ରାହୀ, କମିଟି ମେମ୍ବର ଉମା ଦୁର୍ଗା, ପ୍ରେମଶିଳା ମହାନନ୍ଦ ସମସ୍ତେ ମିଶି ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like