-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଆଜି ଆସୁଛନ୍ତି ୫ଟି ସଚିବ ଅଞ୍ଚଳ ସାମଗ୍ରିକ ବିକାଶ ପାଇଁ ଆଶାବାଦୀ ବିନିକାବାସୀ

04-Jul-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଦୀର୍ଘ ୨୦ବର୍ଷ ପରେ ବିନିକା ମାଟିରେ ପାଦ ଦେବେ ୫ଟି ସଚିବ ଭି.କେ.ପାଣ୍ଡିଆନ।ବିନିକା ତାଙ୍କର ପ୍ରଶାସନିକ ଗୁରୁତ୍ତ୍ଵ ବିକାଶର ଏଣ୍ଟୁଡିଶାଳ ।ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାପରେ ତାଙ୍କର ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏଇଠି ଆରମ୍ଭ କରିଥିଲେ ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ।ବିନିକା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ କଟିଥିଲା ତାଙ୍କର ପ୍ରଶାସନିକ କାର୍ଯ୍ୟକ୍ରମର ଛଅ ମାସ ।ଏହି ୬ମାସ ଭିତରେ ବିନିକାର ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ ।ସାଧାରଣ ମଣିଷଙ୍କ ଠୁଁ ଆରମ୍ଭ କରି ବୁଦ୍ଧିଜୀବୀ,ଶିକ୍ଷାବିତ,କ୍ରୀଡାବିତ ଓ ଅଣଶିକ୍ଷିତ ସମସ୍ତଙ୍କର ସେ ପ୍ରିୟପାତ୍ର ଥିଲେ ।ବିନିକାର ସର୍ବୋତମୁଖି ବିକାଶ ପାଇଁ ସେ ଥିଲେ ଅଙ୍ଗୀକାର ବଦ୍ଧ ।ଶିକ୍ଷା,ଗମନାଗମନ,ସ୍ବାସ୍ଥ୍ୟସେବା,ସାମାଜିକ ସେବା ସହ କ୍ରୀଡା ପ୍ରତିଭା ମାନଙ୍କୁ ମଧ୍ୟ ପ୍ରୋସହନ ଦେଇ ସେ ନିଜ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲେ ।ସ୍ୱଚ୍ଛ ବିନିକା,ସବୁଜ ବିନିକା(କ୍ଲିନ ଏଣ୍ଡ ଗ୍ରୀନ) ଏକ ମହତ କାର୍ଯ୍ୟକ୍ରମ ତାଙ୍କ ମାଧ୍ୟମରେ ଆୟୋଜନ ହୋଇଥିଲା ।ଏଥିରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ଶିକ୍ଷକ/ଶିକ୍ଷୟତ୍ରୀ,ସ୍ଵେଚ୍ଛାସେବୀ,ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା,ଅଣରାଜନୈତିକ ସଂଗଠନ ସଦସ୍ୟ,ସାମ୍ବାଦିକ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।ସେତେ ଦିନରୁ ଶ୍ରୀଯୁକ୍ତ ପାଣ୍ଡିଆନଙ୍କର ଏହି ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ଏବେ ସାରା ଭାରତ ବର୍ଷରେ ସ୍ୱଚ୍ଛ ଭାରତ ନାମରେ ପ୍ରାୟୋଜିତ ହେଉଛି ।ତାଙ୍କ ସମୟରେ ନିହାତି ଅସ୍ୱଛ ପରିବେଶରେ ଥିବା ବିନିକା ସହରର ରାସ୍ତାଘାଟ ଗୁଡ଼ିକର ପୁନରୁଦ୍ଧାର ବିନିକା ବିକାଶର ଏକ ନୂତନ ଫର୍ଦ୍ଦ ଯୋଗ କରିଥିଲେ ।ଯାହାକି ଆଜି ସେହି ରାସ୍ତା ଗୁଡ଼ିକ ଗମନାଗମନର ସୁଚାରୁ ମାଧ୍ୟମ ହୋଇପାରିଛି ।ସେହି ସମୟରେ ତାଙ୍କ ଯୁବ ସୁଲଭ ଉଦ୍ୟମ ଯୋଗୁଁ ଆଇନଶୃଙ୍ଖଳା ଅନେକ ମାତ୍ରାରେ ସୁଧୁରି ଥିଲା ।ଏପରିକି ଅଞ୍ଚଳର କ୍ରୀଡାପ୍ରେମୀଙ୍କୁ ବାନ୍ଧି ରଖିଥିବା ଏକ ତ୍ରିଭୁଜ ବର୍ତ୍ତିକାର ପଡ଼ିଆରେ ଆୟୋଜିତ ରଙ୍ଗିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି ବିନିକା ସ୍ପୋର୍ଟସ କ୍ଲବର ଖେଳାଳୀ ମାନଙ୍କ ସହ ହାତ ମିଳାଇ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ ।ଫଳରେ ସେଠାରେ ଉପସ୍ଥିତ ଦେଖଣାହାରୀ ଦର୍ଶକ ଶ୍ରୀ ପାଣ୍ଡିଆନଙ୍କୁ କରତାଳି ଦେଇ ସ୍ଵାଗତ କରିଥିଲେ ।ଆଜି ତାଙ୍କର ଗସ୍ତରେ ବିନିକା ଉଲ୍ଲସିତ ହୋଇଉଠିଛି ।ଅନ୍ୟ ପକ୍ଷରେ ଏଠାରେ ଖେଳାଳିଙ୍କ ପାଇଁ ଭଳ ପଡ଼ିଆ ନଥିବାରୁ ଖେଳ ପ୍ରତି ରୁଚି ରଖୁଥିବା ଖେଳାଳୀ ତାଙ୍କର ପ୍ରତିଭା ପ୍ରଦର୍ଶନ କରି ପାରୁ ନାହାଁନ୍ତି । ତାଙ୍କ ଆଗମନ ପରିପେକ୍ଷିରେ ।ଅପରିତତ୍କ୍ତ ଅବସ୍ଥାରେ ପଡ଼ି ରହିଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଉନ୍ନତିକରଣ ହେବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।ତେବେ ତାଙ୍କ ସହ ଜଡ଼ିତ ଅନେକ ସ୍ମୁତିକୁ ମନେ ପକାଉଛନ୍ତି ତାଙ୍କର ଅନେକ ପ୍ରଶଂସକ ।ଦୀର୍ଘ ଦଶନ୍ଧି ପରେ ତାଙ୍କ ପ୍ରତିଭାର ବିକାଶ ପୀଠ ବିନିକାର ଭାଗ୍ୟୋଦୟ ହେବ କି ବୋଲି ସର୍ବତ୍ରରେ ଆଲୋଚନା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like