-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

କେବଳ ଯେ ପ୍ରଶାସନିକ ଦକ୍ଷତା ନୁହେଁ,  ପ୍ରତି ଲୋକଙ୍କ ହୃଦୟ କୁ ଜୟ କରିବା ହେଉଛି ଜଣେ ସଫଳ ପ୍ରଶାସକର ଲକ୍ଷଣ

08-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଗତକାଲି ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜ଼ିଲ୍ଲା ପ୍ରଶାସନ ସହ ଅତୋପ୍ରତହଃ ଭାବେ ଜଡିତ ଥିବା ୨୦ ରୁ ଉର୍ଧ୍ଵ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁରର ପ୍ରାକ୍ତନ ଜ଼ିଲ୍ଲାପାଳ ତଥା ବର୍ତ୍ତମାନର ଝାରସୁଗୁଡା ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ତତ ସଙ୍ଗେ ନୂତନ ଭାବେ ଯୋଗ ଦେଇଥିବା ନୂତନ ଜ଼ିଲ୍ଲାପାଳ ତଥା ସଭାର ମୁଖ୍ୟ ଅତିଥି  ବିମଳେନ୍ଦୁ ରାୟଙ୍କୁ ସ୍ୱାଗତ କରାଯାଇଥିଲା l  ମା ସୁରେଶ୍ୱରୀଙ୍କ ଠାରେ ପ୍ରଥମେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥଲା l ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଏଡିଏମ  ସୂର୍ଯ୍ୟ ନାରାୟଣ ଦାଶ, ବରିଷ୍ଠ ନାଗରିକ ସଂଘ ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର, ଜ଼ିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୋଗ ଦେଇ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏହି  ସାମାଜିକ ସଂଗଠନ ଗ୍ରୁପ ର ଏକତା ଓ ସାମାଜିକ କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଡଃ  ଜ୍ୟୋତି ରଞ୍ଜନ ବହିଦାର ସଭାରେ ସଭାପତିତ୍ୱ କରିଥିବା ବେଳେ କ୍ରୀଡା ଅଧିକାରୀ ଶ୍ରୀ ପୁରୋହିତ ବିଭିନ୍ନ ସଂଗଠନ କୁ ନେଇ ଗଠିତ ଏହି ସୋସିଆଲ ଗ୍ରୁପ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l  ସଭାକୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ସୋନପୁର କଲେଜ ଏନ ସି ସି  ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ ପ୍ରଦୀପ ପୁରୋହିତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ସୁବର୍ଣ୍ଣପୁର ର ପ୍ରାକ୍ତନ ଜ଼ିଲ୍ଲାପାଳଙ୍କ କାର୍ଯ୍ୟକାଳ ସ୍ୱଳ୍ପ ହେଲେ ମଧ୍ୟ ଜ଼ିଲ୍ଲାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଓ ସେ ଯେଉଁଠି ଯେଉଁ ପଦବୀ ରେ ଥିଲେ ମଧ୍ୟ ସୋନପୁର ପ୍ରତି ତାଙ୍କ ଅଙ୍ଗିକାରବଦ୍ଧତା ଅକ୍ଷୁର୍ଣ ରଖିବା ପାଇଁ ଆଗ୍ରହ କରିଥିଲେ l ଏବଂ ଜ଼ିଲ୍ଲାର ଗଠନମୂଳକ କାର୍ଯ୍ୟରେ ସମସ୍ତ ସାମାଜିକ ସଂଗଠନ ସହଯୋଗ କରିବାକୁ ପ୍ରଶାସନକୁ ପ୍ରତିଶୁତି ଦେଇଥିଲେ l   ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ମାଡାମ ନର୍ଭଣେ ଭାବ ପ୍ରବଣ ହୋଇ ତାଙ୍କ ଜ଼ିଲ୍ଲାପାଳ କ୍ୟାରିଅର ଆରମ୍ଭ, ଝିଅ ର ବିଦ୍ୟାରମ୍ଭ ଓ ପ୍ରଥମ ଓଡ଼ିଆ ଶିଖିବା ସୋନପୁର ରେ ଆରମ୍ଭ କରିଥିବାରୁ ମା ସୁରେଶ୍ୱରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ ପୂର୍ବକ ସୋନପୁର ମୋ ନିଜ ପରିବାର ବୋଲି ପ୍ରକାଶ କରିଥିଲେ l

ଏବଂ ଏ ପବିତ୍ର ପୀଠକୁ କେବେ ଭୁଲି ପାରିବେନି ବୋଲି କହି ସୋନପୁରର ବିକାଶ ପାଇଁ ସମର୍ପିତ ଭାବେ କାମ କରିବାକୁ ନିର୍ଭର ପ୍ରତିଶୁତି ଦେଇଥିଲେ l ନୂତନ ଜ଼ିଲ୍ଲାପାଳ  ବିମଳେନ୍ଦୁ ରାୟ ସମସ୍ତଙ୍କ ସହଯୋଗରେ ଜ଼ିଲ୍ଲା ର ବିକାଶ  ଓ ମାଡାମ ନର୍ଭଣେ ଙ୍କ ଅସମ୍ପୂର୍ଣ କାର୍ଯ୍ୟ କୁ ସଫଳ ରୂପାୟନ କରିବାକୁ କହିଥିଲେ l ବ୍ୟକ୍ତିଗତ ପାଇଁ ନୁହେଁ ଜ଼ିଲ୍ଲାର ସାମଗ୍ରିଜ ବିକାଶ ପାଇଁ ଆପଣ ମାନଙ୍କ ଗଠନମୂଳକ ପରାମର୍ଶ  ଏକାନ୍ତ କାମ୍ୟ ବୋଲି କହିଥିଲେ l ସଭାରେ ସମସ୍ତ ଅତିଥିଙ୍କୁ ଫୁଲ ତୋଡ଼ା,  ଉପଢୌକନ ଦେଇ ବିଭିନ୍ନ ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଗୋପାଳଜୀ ଯୋଗଳୟ, ସ୍ୱଚ୍ଛ ଭାରତ ସଂଗଠନ, ବରିଷ୍ଠ ନାଗରିକ ସଂଘ, ସୋନପୁର କଲେଜ ଏନସିସି, ଯଶୋଦା ଦେଵୀ ନର୍ସିଙ୍ଗ କଲେଜ, ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ, ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ବୁଢାରଜା ୟୁଥ କ୍ଲବ, ପ୍ରଗତି କ୍ଲବ, ମାରୱାଡି ଯୁବମଞ୍ଚ,  ବ୍ୟବସାୟୀ ସଂଘ, ଜ଼ିଲ୍ଲା ରକ୍ତ ଦାତା ସଂଘ,  ପତଞ୍ଜଳି ଯୋଗ ସମିତି, ଜ଼ିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ସୁବର୍ଣା ନା୍ରୀଜା ଗରଣ କେନ୍ଦ୍ର, ଜ଼ିଲ୍ଲା ସାମ୍ବାଦିକ ସଂଘ, ଭାରତୀୟ କିସାନ ସଂଘ, ଅବସର ପ୍ରାପ୍ତ ଉତ୍କଳ କର୍ମଚାରୀ ସଂଘ,  ସ୍କୁଲ ପିଇଟି ସଂଘ, ସ୍ବିମିଙ୍ଗ ଏସୋସିଏସନ, ବ୍ୟାଡ଼ ମିଣ୍ଟନ ସଂଘ, ଇନଫିନିଟି କ୍ଲବ, ବସ ଟ୍ରକ ଏସୋସିଏସନ, ଜୁଡୁ କରାଟେ ପ୍ରମୁଖ  ଅଗ୍ରଣୀ ସ୍ବେଛାସେବୀ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ସୁ ଚିନ୍ତିତ ମତ ରଖିଥିଲେ  l  ଶେଷରେ ପଏଁରୀ  ଅନୁଷ୍ଠାନ ସମ୍ପାଦକ ଚୌଧିରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ l ସ୍ୱଚ୍ଛ ଭାରତ, ରକ୍ତଦାତା, ଓଡିଶା ସାମ୍ବାଦିକ ସଂଘ, ଯୋଗଳୟ, ସେବା ଭାରତୀ ଓ ଜୁଡୋ କରାଟେ ସଂଘ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like