-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||     

HOME   ଜିଲ୍ଲା

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ,200 ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ବିଜୁଳି ବିଲ୍ କୁ ଦେୟମୁକ୍ତ କରାଯାଉ

05-Jun-2023



ବଲାଙ୍ଗୀର, (ବିନୋଦ କୁମାର ଦୀପ) ଓଡ଼ିଶାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ବିଜୁଳି ବିଲକୁ ଦେୟମୁକ୍ତ କରିବା ପାଇଁ ପୁଣି ଥରେ ଦାବି ଉଠାଇଛି ଓଡିଶା ଆମ୍ ଆଦ୍‌ମୀ ପାର୍ଟି l ଆଜି ଦିନ  ସକାଳେ ବଲାଙ୍ଗିର ଯାଦବ ଭବନ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଛନ୍ତି ଯେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଆଉ କେବଳ ଆମ୍ ଆଦ୍‌ମୀ ପାର୍ଟିର ଦାବି ହୋଇ ରହିନାହିଁ ସାରା ଓଡ଼ିଶା ଏହି ଦାବି କରୁଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି l ଆସନ୍ତା ଜୁନ  ୮ ଦିନ ଓଡ଼ିଶାର ହଜାର ହଜାର କାର୍ଯ୍ୟକର୍ତ୍ତା ଏବଂ ବଲାଙ୍ଗିରର ମଧ୍ୟ ଗାଁ ଗାଁ ରୁ ହଜାର ହଜାର ଜନସାଧାରଣ ଯିବେ ଏବଂ ତାଙ୍କର ଥିବା ଲକ୍ଷ ଲକ୍ଷ ଦସ୍ତଖତ ଏବଂ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି l
 ୨୦୨୧ ମସିହା ଏପ୍ରିଲ ମାସରେ ଆପ୍ ଓଡ଼ିଶା ତରଫରୁ ଏଥିପାଇଁ ବିଜୁଳି ସତ୍ୟାଗ୍ରହ ହୋଇଥିଲା ଏବଂ ଭୁବନେଶ୍ୱରରେ ଧାରଣାରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ୧୦ ଦିନ କାଳ ଅନଶନରେ ବସିଥିଲେ l ଏହାକୁ ସମାଜର ବିଭିନ୍ନ ବର୍ଗର ଲୋକେ ଧାରଣା ସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ । ପରେ କୋଭିଡ ଜନିତ କଟକଣା ଓ ଆପ୍ ସର୍ବଭାରତୀୟ ସଂଯୋଜକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶ କ୍ରମେ ଏହି ସତ୍ୟାଗ୍ରହକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ପାର୍ଟିର ହଜାର ହଜାର କାର୍ଯ୍ୟକାର୍ତା ଘର ଘର ବୁଲି ଏହି ଦାବି ପାଇଁ ଦସ୍ତଖତ ସଂଗ୍ରହ କରିଥିଲେ । ବିଦ୍ୟୁତ୍ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ପାଇଁ ଏପରି ଦସ୍ତଖତ ଅଭିଯାନ କରିବାରେ ଆପ୍ ହେଉଛି ଓଡିଶାରେ ଏକମାତ୍ର ଦଳ । ଏହି ଅଭିଯାନ ସମୟରେ ଜନତାଙ୍କର ଏହି ଦାବି ପ୍ରତି ବିପୁଳ ସମର୍ଥନ ରହିଥିବାର ଦେଖା ଯାଇଥିଲା । ଅତ୍ୟଧିକ ବିଦ୍ୟୁତ୍ ଦର ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ କାଟ, ଘରୋଇ ବିଦ୍ୟୁତ୍ ବିତରଣ ସଂସ୍ଥା ଟାଟା ପାୱାର ତରଫରୁ ଚଞ୍ଚକତାପୂର୍ଣ ଭାବେ ବିଳମ୍ବିତ ମିଟର ରିଡିଂ, ବିଜୁଳୀ କାଟ ଆଦି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ୨୦୧୫ ମସିହାରୁ ବି.ଏସ୍.ଇ.ଏସ୍ କମ୍ପାନୀ ବିଦ୍ୟୁତ୍ ବିତରଣ ଛାଡି ସାରିଥିବା ବେଳେ ସେତେବେଳେ କମ୍ପାନୀ ଉପରେ ବାକିଥିବା ୪୨୩୪ ଟଙ୍କାରୁ ସରକାର ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଆଦାୟ କରିବାରେ ସମର୍ଥ ହୋଇ ନାହାନ୍ତି l ଅଥଚ ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର ଆସିବା ପୁର୍ବର ପୁରୁଣା ବିଲ୍ ବାବଦ ଟଙ୍କା ଜୋର ଜବରଦସ୍ତି ଆଦାୟ କରା ଯାଉଛି । ଏପରିକି ୨୦୧୮ ମସିହାରେ ଯେଉଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ସୈାଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ବିଦ୍ୟୁତ୍ ସଂଯୋଗ କରିଥିଲେ ପରେ ସେମାନଙ୍କ ଠାରୁ ଅନ୍ୟାୟପୂର୍ଣ ଭାବେ ସିକୁରିଟି ଟଙ୍କା ଆଦାୟ କରାଗଲା l ଆପ୍ ଶାସିତ ଦିଲ୍ଲୀ ଓ ପଞ୍ଜାବରେ ଯଥାକ୍ରମେ ୨୦୦ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି। ଦିଲ୍ଲୀରେ ଏହି ଯୋଜନା ୨୦୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ସେଠାରେ ଆପ୍ ସରକାର ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢାଇ ନାହିଁ, କୈାଣସି ଜିନିଷ ଉପରେ ଟିକସ ବଢାଇ ଏହା ଭରଣା କରିନାହିଁ, ଭିତ୍ତିଭୂମି ଜନିତ ବ୍ୟୟ ହ୍ରାସ କରି ନାହିଁ କିମ୍ବା ଋଣ କରି ନାହିଁ । କେବଳ ବ୍ୟବସ୍ଥାରେ ସୁସ୍ଥତା ଓ ଦୁର୍ନୀତି ହଟାଇ ମିତବ୍ୟୟିତା ଅବଲମ୍ବନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । ଆପ୍ ଓଡ଼ିଶା ତରଫରୁ ଏଥିପାଇଁ ପୁସ୍ତିକା ବଣ୍ଟନ ହୋଇଛି ଯେଉଁଥିରେ ହିସାବ ଦିଆଯାଇଛି ଯେ ଓଡ଼ିଶା ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇଲେ ରାଜ୍ୟ ସରକାର, ବିଦ୍ୟୁତ୍ ବିତରକ କମ୍ପାନୀ ଓ ଉପଭୋକ୍ତା ଲାଭବାନ ହେବେ । ତା ଛଡା ଆଜିର ସମୟରେ ବିଦ୍ୟୁତ୍ ଆଉ ଏକ ବିଳାସ ସାମଗ୍ରୀ ହୋଇ ରହିନାହିଁ । ଏହା ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇ ଯାଇଛି l ଜୁନ୍ ଆଠ ତାରିଖରେ ଆପ୍ ଓଡ଼ିଶା ତରଫରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରୁ ଜନସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ ଲକ୍ଷ ଦାବିପତ୍ରକୁ ଏକ ଶୋଭାଯାତ୍ରା ମାଧ୍ୟମ ରେ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ପାର୍ଟି ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି ଯେ ଖୁବ୍ ଶୀଘ୍ର ଏହି ଦାବି ପୂରଣ ନହେଲେ ତୃତୀୟ ପର୍ଯ୍ୟାୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆପ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଚେତାବନୀ ଦେଇ ଆଗାମୀ ନିର୍ବାଚନରେ ବିଦ୍ୟୁତ୍ ଏକ ମୂଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି । ଏହି ସମ୍ମିଳନୀରେ ଆପ ବଲାଙ୍ଗିର ଲିଗାଲ ସେଲ୍ ଇଁନଚର୍ଜ ସୁଧୀର ପାଧନ, ସମ୍ପାଦକ ଜୟପ୍ରକାଶ ମିଶ୍ର, ଟିଟଲାଗଡ ପ୍ରଭାରୀ ସଦାଶିବ ମେହେର,ସୋସିଆଲ ମିଡ଼ିଆର ସମ୍ରାଟ୍ କିଶୋର ଭୋଇ, ଅମିତ୍ ଧରୁଆ, ବରିଷ୍ଟ ନେତା ଚୈତନ୍ୟ ମଟାରି, କଣ୍ଟାବାଞ୍ଜି ପ୍ରଭାରୀ ରମାକାନ୍ତ ବେହେରା ଏବଂ ଅନ୍ୟ କାର୍ଯ୍ୟ ପଦାଧିକାରୀ ଙ୍କ ଉପସ୍ଥିତ ରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026

You Might Also Like