-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
25-May-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଆଜି ସୋନପୁର ନଳିନୀ ଛକ ମଁl ସୁରେଶ୍ୱରୀଙ୍କ ରାସ୍ତାରେ କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦିନିକିଆ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବେ ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ,
ମଲ୍ଲିକ, ମାନଭଞ୍ଜନ ବେଦବାକ, ପ୍ରମୁଖ ଯୋଗ ଦେଇ ସାପ୍ତାହିକ ବଜାରକୁ ଯିବା ଆସିବା କରୁଥିବା ହଜାର ଲୋକଙ୍କୁ ଥଣ୍ଡା ପାନୀୟ, ଦହି ସର୍ବତ ବଣ୍ଟନ କରିଥିଲେ l ଏଥିରେ କୋଶଳ ହାଇସ୍କୁଲ, ସ୍ୱଚ୍ଛ ଭାରତ, ସମେତ ଅନେକ ସଂଗଠନ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଚଳିତ ମାସର ପ୍ରତ୍ୟକ ସପ୍ତାହିକ ବଜାର ମଙ୍ଗଳବାର ଦିନ ଏହି ଜଳଛତ୍ର ସେବା କାର୍ଯ୍ୟ ଚାଲୁଥିବା ଜଣାଯାଇଛି l