-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-May-2023
ଝାରସୁଗୁଡ଼ା(ପ୍ରେରଣା ଖବର): ଝାରସୁଗୁଡା ଜିଲ୍ଲାର ଚାରୋଟି ସ୍ଥାନରେ ଜିଏସଟି ରେଡ଼ ହୋଇଥିବା ସୂଚନା ମିଳିଛି । ଜିଏସଟି ଫାଙ୍କି ଥିବା ଅଭିଯୋଗରେ ଏମ ଏସ ମହେନ୍ଦ୍ରା ଏବଂ ଏମଏମ ଇଲେକ୍ଟ୍ରୋନିକ ଦୋକାନର ଚାରୋଟି ସ୍ଥାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡାର ବେହେରାମାଲ, ସରବାହାଲ, ବ୍ରଜରାଜନଗର, ଏବଂ ବନ୍ଧବାହାଲ ଠାରେ ଜିଏସଟି ସମ୍ବଲପୁର ଏବଂ ଝାରସୁଗୁଡାର ୟୁନିଟ ର ୧୫ ଜଣିଆ ଜିଏସଟି ଟିମ ଏବଂ ଝାରସୁଗୁଡା ର ପୋଲିସ ସହାୟତାରେ ଚଢ଼ାଉ ଜାରି ରହିଛି।