-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ଗୋପାଳପୁର ଟାଟାଷ୍ଟିଲ ପକ୍ଷରୁ ଜିଲ୍ଲାସ୍ତରରେ ବିଶ୍ବ କଇଁଛ ଦିବସ ପାଳିତ

24-May-2023



ବ୍ରହ୍ମପୁର /ଛତ୍ରପୁର(ଝିଲ୍ଲି କୁମାରୀ ସାହୁ ): ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର ଟାଟାଷ୍ଟିଲ ପକ୍ଷରୁ ଜିଲ୍ଲାସ୍ତରରେ ବିଶ୍ବ କଇଁଛ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି  । ୨୦୦୦ ମସିହାରେ ଆମେରିକାର  କଇଁଛ ଉଦ୍ଧାର (ଏଟିଆର୍) ଦ୍ବାରା ଆରମ୍ଭ ହୋଇଥିବା ଏହି ଦିବସ ଆଜି ସମଗ୍ର ବିଶ୍ବରେ ପାଳିତ ହୋଇ ଆସୁଛି  । କଇଛ ମାନଙ୍କ ସୁରକ୍ଷା ତଥା ପୁନଃ ଥଇଥାନ ପାଇଁ ସଚେତନତା ଜାଗ୍ରତ କରିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବୀକାକୁ ପ୍ରାଥମିକତା ଦିଆଯାଇ ପାରିବ  । ସେହି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହୋଇ ଆସୁଅଛି  । “ଚଳିତ ବର୍ଷ କଇଁଛ :ମହାସାଗରର ଅଭିଭାବକ“ ବିଷୟବସ୍ତୁ ରଖାଯାଇଛି  । ଗୋପାଳପୁର ଟାଟାଷ୍ଟିଲ ମୁଖ୍ୟ ରକି ମାର୍ଟିନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆର୍ମି ଏ.ଡି. କଲେଜର ଲେଫ୍ଟନାଣ୍ଟ ଜେନେରାଲ ୟୁ ବି ତଲଓ୍ବାର ଯୋଗ ଦେଇ ପ୍ରତିରକ୍ଷା ବାହିନୀ ଦେଶକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ଥିବା ବେଳେ ଗୋଖରକୁଦା, ପୋଡମପେଟା, ପୁରୁଣା ବନ୍ଧ, କଣ୍ଟିଆଗଡ, ପାଳିବନ୍ଧ ପ୍ରଭୃତି ଅଞ୍ଚଳରେ ଗ୍ରାମବାସୀଗଣ ଜୀବ ମାନଙ୍କୁ ସୁରକ୍ଷା ଦେଉଥିବା ଯୋଗୁଁ ସେମାନେ ବିଶ୍ବ ସମୁହର ସୁରକ୍ଷା ଦେଉଥିବା ଜଣାଇ ଖୁସି ପ୍ରକାଶ କରିଥିଲେ  । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାସନ୍ ଭି. ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଜଣାଇଥିଲେଯେ, ଋଷିକୂଲ୍ୟା ମୁହାଣର ଅଞ୍ଚଳବାସୀତଥା ମତ୍ସ୍ୟଜୀବୀ ମାନଙ୍କ ସହଯୋଗରେ କିଭଳି ବିରଳ ପ୍ରଜାତିର କଇଁଛ ସୁରକ୍ଷିତ ହୋଇ ପାରିବ  । ଗଞ୍ଜାମ ଜିଲ୍ଲାରେ ରହିଥିବା ମୟୁର, କୃଷ୍ଣସାର ମୃଗ, ବିରଳ କଇଁଛ ପ୍ରଭୃତି ଜୀବଜନ୍ତୁର ସୁରକ୍ଷା ଦିଗରେ ସ୍ଥାନୀୟ ବାସୀଙ୍କର ଅହରହ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ  । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକ୍କର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହଯୋଗ, ଜିଲ୍ଲା ପ୍ରଶାସନ କୋଷ୍ଟଗାର୍ଡ, ପ୍ରତିରକ୍ଷା ବାହୀନୀ ପ୍ରମୁଖଙ୍କ ଭୂମିକା ପ୍ରଶଂସାକରି ଟାଟାଷ୍ଟିଲ ର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ  । କୋଷ୍ଟଗାର୍ଡ କମାଣ୍ଡାଣ୍ଟ ପ୍ରତାପ ମୋହନ, ଆର୍ମି କର୍ଣ୍ଣେଲ ମାନସ ଖାଡଙ୍ଗା, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡଃ ଅନୀଲ ମହାପାତ୍ର, ଖଲ୍ଲିକୋଟ ରେଞ୍ଜ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡଃ ଶଙ୍କର ନାରାୟଣ ଦେବ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ରବୀନ୍ଦ୍ର ନାଥ ସାହୁ, ଟାଟା ଷ୍ଟିଲର ଅଧିକାରୀବୃନ୍ଦ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟରେ ପ୍ରାଣୀ ଜଗତର  ସୁରକ୍ଷା ସମ୍ପର୍କରେ ଆଲୋକପାତ କରାଇଥିଲେ  । 

      କଇଁଛ ସୁରକ୍ଷା ଦିଗରେ ଯେଉଁ ମାନେ ୪୫ ଦିନ ବ୍ୟାପୀ

ସହଯୋଗ କରିଥିଲେ ସେହି ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ଯଥା କୁମାରୀ ବେହେରା,ବୁଦ୍ଧିଆ ବେହେରା,ଭାଇଗ ବେହେରା, ସୁରୁଖା ବେହେରା, କ୍ରିଷ୍ଣା ରାଓ, ଏନ୍. ଗଣେଶ, ଶ୍ରୀମତୀ ସଂଜୁକ୍ତା ପ୍ରଧାନ ସରପଞ୍ଚ, ପାଳିବନ୍ଧ ଗ୍ରାମ ପଞ୍ଚାୟତ, ରବନ୍ଦ୍ର ନାଥ ସାହୁ, ମାଗତା ବେହେରା,ଗ୍ରାମମୁଖ୍ୟ ପୁରୁଣା ବନ୍ଧ, ଡବ୍ଲ୍ୟୁ କେଦାର, ଗ୍ରାମ ମୁଖ୍ୟ, ଗୋଖରକୁଦା, ସିଏଚ୍ ସାଟାୟା,ଗ୍ରାମ ମୁଖ୍ୟ ପୋଡମ୍ ପେଟା, ପବିତ୍ର ସ୍ବାଇଁ, ଗ୍ରାମମୁଖ୍ୟ କଣ୍ଟିଆଗଡଙ୍କୁ  ପୁରସ୍କାର ଓ ଉପଢୌକନ ପ୍ରଦାନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like