-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଷାଠିଏ ଘର ଡ଼ୁମାଳ ସମାଜ ର ଜାଗୃତି ସଭା ଅନୁଷ୍ଠିତ

15-May-2023



ବଲାଙ୍ଗିର(ପ୍ରେରଣା ଖବର):  ବଲାଙ୍ଗିର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମସ୍ଥିତ ମଁl ମାହେଶ୍ୱରୀ ଙ୍କ ଡାଲତଳ ପ୍ରାଙ୍ଗଣରେ ଟିକେଶ୍ୱର କର୍ମୀ ଙ୍କ ସଭାପତିତ୍ୱରେ ଷାଠିଏ ଘର ଡ଼ୁମାଲ ସମାଜର "ଜାଗୃତି ସଭା " ତୀର୍ଥ ପଧାନଙ୍କ ମଞ୍ଚ ପରିଚାଳନା ସହ ମହାସ ମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ସମଗ୍ର ବଲାଙ୍ଗିର ଜିଲ୍ଲାର ଡ଼ୁମାଲ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସଚେତନତା, ଜାଗରଣ, ମନ୍ଥନ, ଯୋଗାଯୋଗ, ଗୁରୁଆଶୀର୍ବାଦ, ପିତାମାତାଙ୍କ ଚରଣ ବନ୍ଦନା ଇତ୍ୟାଦି କାର୍ଯ୍ୟକ୍ରମର ତତ୍ୱାବଧାରକ ତଥା ପ୍ରମୁଖ ଜଗନ୍ନାଥ କରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସମ୍ମାନିତ ଅତିଥିଭାବେ ପ୍ରକାଶ ମେର୍ଲି, ରମାକାନ୍ତ ପଧାନ, ଇନ୍ଦୁଭୂଷଣ ଡାଙ୍ଗ, ଈଶ୍ୱର କରନ, ବରୁଣ ବଘାର, ଗୁରୁଦେବ କର୍ମୀ, ବ୍ୟାସଦେବ ଦେହୁରୀ, ଶମ୍ଭୁ ମହାକୁର, ଶୀତଳ ଅମାତ, ଜୟସିଂ ଖମାରୀ, ସନାତସନ ବଘାର, ଗୁପ୍ତେଶ୍ୱର ପାତ୍ର, ରାମଚନ୍ଦ୍ର ପଧାନ, ଗଙ୍ଗାଧର କର୍ମୀ, ରାଜକୁମାର ପଧାନ, ଶେଷଦେବ କର୍ମୀ, ଅଭି ପଧାନ ପ୍ରମୁଖ ମଞ୍ଚାସିନ ହୋଇ ଆମ ଡ଼ୁମାଲ ସମାଜ କିପରି ଶିକ୍ଷl ଗତ, ସାମାଜିକ, ଆର୍ଥିକ,କୃଷି ବ୍ୟବସାୟିକ ତଥା ସର୍ବାଙ୍ଗୀନ ବିକାଶ ହୋଇପାରିବ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ସଭରେ ମତାମତ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାପାଇଁ ଯୁବ ସମାଜସେବୀ ପୁରୁଷୋତ୍ତମ କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରରିବା ସହ ମନମୋହନ କର୍ମୀ,ଗୋପବନ୍ଧୁ କର୍ମୀ, ସୁନା ପଧାନ, ଟଙ୍କଧର ପାତ୍ର ସନ୍ୟାସୀ ପଧାନ, ସୁରେନ୍ଦ୍ର ପଧାନ ଇନ୍ଦ୍ରମଣି ପଧାନ, ଜଳନ୍ଧର ପଧାନ, ଗୁଣ୍ଡୁ ପଧାନ, ରମେଶ କର୍ମୀ, ଦୟାନିଧି ପଧାନ, ଅଖିଳ ପଧାନ, ଫଗୁନୁ କର୍ମୀ, ନବୀନ

କର୍ମୀ, ନନ୍ଦୀ କିଶୋର ପାତ୍ର, ବେଣୁଧର ଗଡୁଆ, ଟଙ୍କଧର ପାତ୍ର, ଅଜିତ କର୍ମୀ,ରାମ ପଧାନ, ଦୁର୍ୟୋଧନ କର୍ମୀ, ଢ଼େକଲ ପଧାନ, ଅର୍ଜୁନ ପଧାନ, ସିଦ୍ଧେଶ୍ଵର କର୍ମୀ, ବୀଣା ପଧାନ, ଘନଶ୍ୟାମ ଡାଙ୍ଗ ଲହଦେବ ପଧାନ,ମୁରଲୀ କର୍ମୀ, ପବିତ୍ର ପଧାନ, କୁଲ କର୍ମୀ, ବଳରାମ ପଧାନ, ଘାସି କ୍ଷେତି, ଯେହେରୁ ମହାକୁର, ବିଜୟ ପଧାନ, ଅନିରୁଦ୍ଧ ପଧାନ, ଭରତ ଦନ୍ତା, ପରମେଶ୍ୱର ପଧାନ ପ୍ରମୁଖ ତଥା କର୍ଲlପିଟା, ବରପିଟl, ଢୁଲୁସର ଇତ୍ୟାଦି ଗ୍ରାମରୁ ବହୁଳ ସଂଖ୍ୟା ରେ ଯୋଗଦେବା ସହିତ ପ୍ରାୟ ପାଞ୍ଚ ସହରୁ ଉର୍ଧ୍ଵ ମହିଳା ମାନେ ଉପସ୍ଥିତ ରହି ପ୍ରତି ବର୍ଷ ଏପରି ସମାଜ ସୁଧାରକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଆହ୍ୱାନ ଦେଇଥିଲେ l ଶେଷରେ ସଭାପତି ଙ୍କ ନିର୍ଦେଶ କ୍ରମେ ତୀର୍ଥ ପଧାନ ସମସ୍ତ ଙ୍କୁ ଧନ୍ୟବାଦଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like