-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଟ୍ୱିଟର ଆକାଉଣ୍ଟ ରେ ଲୋକଙ୍କ ସମସ୍ୟା ର ସମାଧାନ କରୁଛନ୍ତି ସମାଜସେବୀ ରୁପେନ୍ଦ୍ର ମୁଣ୍ଡା

20-Apr-2023



ଖପ୍ରାଖୋଲ(ପୂର୍ଣ ଶଶୀ ଶେଖର ରାଓ ): ସମାଜ ପାଇଁ କିଛି ତ୍ୟାଗ ଓ ସେବା ହେଉଛି ପ୍ରକୃତ ମଣିଷ ପଣିଆ । ଏହି ଉକ୍ତିକୁ ବାସ୍ତବ ରୂପ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗ୍ରାମର ରୁପେନ୍ଦ୍ର ମୁଣ୍ଡା(୨୭) । ମହୁରୁଣ୍ଡି ଗ୍ରାମର କୁମାରୀ ମୁଣ୍ଡା ଓ ମଦନ ମୁଣ୍ଡାଙ୍କ ରୁପେନ୍ଦ୍ର । ସେ ଗ୍ରାଜୁଏଶନ ଓ ଯୌର୍ଣ୍ଣାଲିଷ୍ମ କରିସାରିବା ପରେ ସମାଜସେବା ରେ କାର୍ଯ୍ୟରତା । କଲେଜ ପଢ଼ିବା ଦିନଠୁ ସେ ବାଛି ନେଇଥିଲେ କୌଣସି ପ୍ରକାରେ ହେଉ ସମାଜର କିଛି ସେବା କରିବା ପାଇଁ । ରାତି ପାହିଲେ ଖବରକାଗଜରୁ ଖୋଜି ପକାନ୍ତି ସମସ୍ୟା ଏବଂ ସେହି ସମସ୍ୟାକୁ ଟୁଇଟ ମଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଜାଣନ୍ତି । କେବଳ ବଲାଙ୍ଗୀର କାହିଁକି ନୂଆପଡା , ସୋନପୁର , ବୌଦ୍ଧ , ବରଗଡ଼ , କନ୍ଧମାଲ , କଳାହାଣ୍ଡି , ଭବାନୀପାଟଣା ଆଦି ପଡୋଶୀ ଜିଲ୍ଲା ଓ ବ୍ଲକ ମାନଙ୍କର ଅନେକ ସମସ୍ୟାକୁ ମଧ୍ୟ ସେ ଟୁଇଟ ମଧ୍ୟମରେ ସମାଧାନ କରିସାରିଲେଣି । ବିଶେଷ କରି ପାନୀୟ ଜଳ , ବାଧକ୍ୟ ଭତ୍ତା , ଗମନାଗମନ , ଶିକ୍ଷକ ନିଯୁକ୍ତି , ବିଦ୍ୟୁତ , ରାସ୍ତା ଘାଟ , ରାସନ କାର୍ଡ ଭଳି ମୋୖଲିକ ସୁବିଧା ସହ ଚିକିତ୍ସା ଅଭାବରୁ ପଡ଼ି ରହିଥିବା ରୋଗୀ ସମସ୍ୟାକୁ ସେ ଗୁରୁତ୍ୱ ଦେଇଥାନ୍ତି । ଇତି ମଧ୍ୟରେ ସେ ୧ ହଜାରରୁ ଉର୍ଦ୍ଧ୍ୱ ସମସ୍ୟା ଟୁଇଟ କରି ସମାଧାନ କରିଛନ୍ତି ବୋଲି କହିଛନ୍ତି । ତାଙ୍କର ଟୁଇଟ ଦ୍ୱାରା ସମସ୍ୟା ର ସମାଧାନ ହୋଇ ପାରୁଥିବାରୁ ସେ ଟୁଇଟର ବଏ ଭାବେ ପରିଚିତ ହୋଇଛନ୍ତି । ଆଜିର ବିଜ୍ଞାନ ଯୁଗରେ ଯୁବ ପିଢ଼ି ମୋବାଇଲ ଓ ସୋସିଆଲ ମିଡ଼ିଆକୁ ମନୋରଞ୍ଜନ ର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ରୁପେନ୍ଦ୍ର ଏହାକୁ ସମାଜ ମଙ୍ଗଳରେ ବ୍ୟବହାର କରୁଛନ୍ତି । ସେ ଜଣେ ସମାଜସେବୀ ତଥା ୧୦ ବର୍ଷ ହେଲା ସାମ୍ବାଦିକତା କରି ଆସୁଥିବା ରୁପେନ୍ଦ୍ର ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟା ର ସମାଧାନ ସାଙ୍ଗ କୁ ୧୦୦ ରୁ ଉର୍ଦ୍ଧ ଶିଶୁ ଙ୍କ ଜନ୍ମ ସାର୍ଟିଫିକେଟ କରିଦେଇଥିବା ଜଣା ପଡିଛି ।  ଅଞ୍ଚଳ ରେ ଟ୍ୱିଟର ବଏ ଭାବରେ ପରିଚିତ ରୁପେନ୍ଦ୍ର ଜଣେ ମେଳାପୀ, ଦରଦୀ ହୃଦୟ ର ଲୋକ । ସେ ସବୁ ବେଳେ ଖବର କାଗଜ ହେଉ ବା ଟ୍ୱିଟର ମାଧ୍ୟମ ରେ ହେଉ ଲୋକଙ୍କ ପାଖ କୁ ପହଞ୍ଚି ସମସ୍ୟା ବୁଝି ସମାଧାନ ପାଇଁ ସର୍ବଦା ଚେଷ୍ଟିତ କରନ୍ତି । ୨୦୨୩ ଫେବୃଆରୀ ୧୭ ତାରିଖ ରେ ନୂଆପଡା ଜିଲ୍ଲା ବୋଡେ଼ନ ଗ୍ରାମର ଜଣେ ପୁରୁଷ ପକ୍ଷାଘାତ ରୋଗ ପୀଡିତ ଥିବା ରୋଗୀଙ୍କ ବିଷୟରେ ଖବରକାଗଜରେ ପଢ଼ି ଜାଣିବା ପରେ ରୁପେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ବିଭାଗୀୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଜଣାଇଥିଲେ । ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସେହି ଦିନ ଠାରୁ ଏହି ଟୁଇଟ ମଧ୍ୟରେ ସମାଜସେବା ତାଙ୍କ ପାଇଁ ବ୍ରତ ପାଲଟିଥିବା ରୁପେନ୍ଦ୍ର କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like