-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ଲୋଇସିଂହା, (ବିନୋଦ କୁମାର ଦୀପ) ସୂଚନାରୁ ପ୍ରକାଶ ଯେ ସମୀର ଦିବ୍ୟlଙ୍ଗ ଆଶ୍ରମ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ ଆଜି ବରଗଡ଼ ରୁ ବ ଲାଙ୍ଗିର ଅଭିମେଖେ ଯିବା ସମୟରେ ଲୋଇସିଂହା ପୂଟାପାଲି ଠାରେ ଯୋଗୀସର୍ଡା ଗ୍ରାମର ଅନିଲ ଥନାପତି ନାମକ ଯୁବକ ଅନ୍ୟ ଏକ ଗାଡ଼ି ସହିତ ଦୁର୍ଘଟଣା ହୋଇ ରାସ୍ତାରେ ପଡ଼ିଥିଲେ ତାଙ୍କୁ ତାଙ୍କ ଗାଡ଼ିରେ ଆଶ୍ରମ ର ପ୍ରତିଷ୍ଠାତା କୀର୍ତନ ଦାସ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇ ଥିଲେ l ପରେ ଅନିଲ ଥାନାପତି ଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ରେଫର କଲେ l