-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-Dec-2022
ସମ୍ବଲପୁର ( ସଂଜୀବ ପାଣିଗ୍ରାହୀ)
ଆଜି ଡିଆରଡିଏ କକ୍ଷରେ ଲୋକ ମହୋତ୍ସବ ୨୦୨୩ ସମ୍ବଲପୁର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ନୋଡାଲ ଅଧିକାରୀ ପ୍ରଦୀପ ସାହୁ, ଡେଭଲପମେଣ୍ଟ ଅଧିକାରୀ ଦିଲିପ କୁମାର ବଳ, ଏନଫୋରସମେଣ୍ଟ ଅଧିକାରୀ ଶୁଭଂକର ମହାନ୍ତି, ସଂସ୍କୃତି ଅଧିକାରୀ ଦିପକ କୁଲୁ, ଲୋକ ମହୋତ୍ସବ ସଂଯୋଜକ ରଂଜନ ସାହୁଙ୍କ ସହ ସବୁ ବିଭାଗର ଆବାହକ ସାମିଲ ହୋଇଥିଲେ। ଲୋକ ମହୋତ୍ସବ ପାଇଁ ପନ୍ଦର ଦିନରୁ କମ ସମୟ ରହିଛି । ସମସ୍ତ କମିଟି ନିଜ ନିଜ ଅଗ୍ରଗତି ବିଷୟ ରେ ସୁଚନା ଦେଇଥିଲେ।