-+91-9937148622 |

prerana_bgr@rediffmail.com |

  Monday 16th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ    (15-Mar-2026)       ||      "ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   (15-Mar-2026)       ||      ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   (15-Mar-2026)       ||      ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   (15-Mar-2026)       ||      ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   (15-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   (15-Mar-2026)       ||      ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      *ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳିତ*   (15-Mar-2026)       ||      ବନଦୁର୍ଗା ମହୋତ୍ସବ ଏପ୍ରିଲ ୭ ରୁ ୧୧ ମାଁ ପାଟଣେଶ୍ୱରୀଙ୍କୁ ନିଉତା   (15-Mar-2026)       ||      ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକରଣୀ ବୈଠକ   (15-Mar-2026)       ||      ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ   (15-Mar-2026)       ||      ଭାଙ୍ଗିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ   (15-Mar-2026)       ||      ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍♦️ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ   (15-Mar-2026)       ||      ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର    (15-Mar-2026)       ||     

HOME   ଜିଲ୍ଲା

ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

28-Dec-2022



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ତରଫରୁ ସ୍ଥାନୀୟ ଜବଦା ଗ୍ରାମରେ ସପ୍ତାହ ବ୍ୟାପୀ ଚାଲିଥିବା ଶୀତକାଳୀନ ସେବା ଶିବିର ବୁଧବାର ଉଦଯାପିତ ହୋଇଯାଇଛି ।ପ୍ରୋଗ୍ରାମ ଅଧିକାରୀ ତଥା ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତାଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଶିବିରରେ ୫୦ଜଣ ସ୍ବେଚ୍ଛାସେବୀ ଯୋଗଦେଇ ବିଭିନ୍ନ ଦିବସରେ ସ୍ୱଚ୍ଛ ଭାରତ,ବେଟି ପଡ଼ାଅ ବେଟି ବଚାଅ,ତମାଖୁ ବର୍ଜନ ଆଦି କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା ।କଲେଜ ଅଧ୍ୟକ୍ଷ ଡ଼.ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା ମୁଖ୍ୟଅତିଥି,ସଂସ୍କୃତ ଗବେଷକ ଡଃ ଅନିରୁଦ୍ଧ କୁରକୁରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରି ଉତ୍ସାହିତ କରିଥିଲେ ।ଏହି ଅବସରରେ କଲେଜ ତରଫରୁ ଡ଼ଃ କୁରକୁରିଆଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାମଞ୍ଚକୁ ଅଧ୍ୟାପକ ଭଗବାନ ସାହୁ ପରିଚାଳନା କରିଥିବା ବେଳେ ଶେଷରେ ଇତିହାସ ବିଭାଗ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   15-Mar-2026
  ଜିଲ୍ଲା  
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   15-Mar-2026
  ଜିଲ୍ଲା  
ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
"ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   15-Mar-2026
ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   15-Mar-2026
  ଜିଲ୍ଲା  
ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   15-Mar-2026
  ଜିଲ୍ଲା  
ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   15-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   15-Mar-2026
  ଜିଲ୍ଲା  
ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   15-Mar-2026
  ଜିଲ୍ଲା  
ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   15-Mar-2026

You Might Also Like