-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
27-Dec-2022
ବଲାଙ୍ଗୀର(ପ୍ରେରଣା ଖବର)ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ ହୋଇଯାଇଅଛି । ଏହି ଅବସରରେ ସ୍ୱର୍ଗତ ରବି ଶଙ୍କର ପାଣ୍ଡିଆ ଓ ଡ. ସୁଧିର ପରିଚ୍ଛାଙ୍କୁ ସମସ୍ତ ମନେ ପକାଇ ସ୍ମୃତିସଭା କରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ । ଏହି ବନ୍ଧୁମିଳନରେ ରାଜ୍ୟ ବାହାର ରହୁଥିବା ସାଙ୍ଗମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭଜିଲେନ୍ସ ଏସ୍.ପି. କଟକ ଏମ୍. ରାଧାକୃଷ୍ଣ ଉପସ୍ଥିତ ରହିଥିବାବେଳେ । ଏହି କାର୍ଯ୍ୟକ୍ରମକୁ କମଳ ଚକ୍ରବର୍ତ୍ତୀ, ଗୋପାଳ କର, ସୁନିଲ ବେହେରା ଓ ସଂଜିବ ବହିଦାର ସହଯୋଗ କରିଥିଲେ ।