-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ଜିଲ୍ଲା

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁର୍ନବାସ ବୈଠକ, ପ୍ରକଳ୍ପର ସମ୍ପୁର୍ଣ୍ଣ ଏବଂ ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଉପରେ ଗୁରୁତ୍ୱ ଦେଲେ ନରସିଂହ

27-Dec-2022



ବଲାଙ୍ଗିର-ଦୀର୍ଘ ଲଢେଇ ପରେ ଆଜି ଲୋୟର ସୁକତେଲ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ପ୍ରଭାବିତ ଲୋକେ ବର୍ତ୍ତମାନ ଲୋୟର ସୁକତେଲ ହେଉ ବୋଲି ଚାହୁଁଛନ୍ତି କିନ୍ତୁ କିଛି ଲୋକଙ୍କ କିଛି ସମସ୍ୟାକୁ ନେଇ ଯେଉଁ ଅସଂଗତି ଅଛି ସେ ସବୁକୁ ସରକାର ହୃଦୟତା ସହ ପୁରଣ କରନ୍ତୁ । ଏହା ମଧ୍ୟ ସତ ଯେ ସରକାର ଲୋକଙ୍କ ସମସ୍ୟାକୁ ନେଇ ବହୁ ସକରାତ୍ମକ ଚିନ୍ତାଧାରା ପୋଷଣ କରୁଛନ୍ତି । ଲୋକଙ୍କ ସବୁ ପ୍ରକାର ଥଇଥାନ ଓ ପୁର୍ନବାସ କରିବା ପାଇଁ ରାଜି ଅଛନ୍ତି । ତେଣୁ ଲୋକେ ଏବଂ ଅଧିକାରୀ ନିଜ ଉପରେ ସମନ୍ୱୟ ରଖି ପ୍ରକଳ୍ପ ଯେମିତି ଶିଘ୍ର ସମ୍ପୁର୍ଣ୍ଣ ହେବ ସେ ଦିଗରେ ତତ୍ପରତ ସହ ଧ୍ୟାନ ଦେଇ କାମ କରନ୍ତୁ ବୋଲି ଆଜି ସ୍ଥାନୀୟ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହ ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବନଛୋରପାଲି, ଗ.ଶ.ଡୁଙ୍ଗୁରିପାଲି ଓ ଉଚ୍ଚବାହାଲ ଗାଁର ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁର୍ନବାସ ବୈଠକରେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ।  ଲୋଇସିଂହା ବିଧାୟକ ପ୍ରତିନିଧି, ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ , ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ପ୍ରଭାବିତ ଅଞ୍ଚଳର ସରପଞ୍ଚ , ପଞ୍ଚାୟତ ସମିତି ସଭ୍ୟ, ସାମାଜିକ କର୍ମୀ ଓ ବୁଦ୍ଧିଜିବୀ ଉପସ୍ଥିତ ରହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକମାନେ କିପରି ଠିକ୍ ହିସାବରେ ପୁର୍ନବାସ ଓ ଥଇଥାନ ହୋଇପାରିବେ ସେ ଉପରେ ଆଲୋଚନା ହୋଇଥିଲା । ବିଭାଗ ତରଫରୁ ପ୍ରଥମେ ଉପରୋକ୍ତ ତିନୋଟି ଗାଁ ରେ ବିସ୍ଥାପିତ, ଥଇଥାନ ଓ ପୁର୍ନବାସକୁ ନେଇ ସରକାରଙ୍କ ତରଫରୁ ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ସବିଶେଷ ବିବରଣୀ ସଭାଗୃହରେ ପ୍ରଦାନ କରାଯାଇଥିଲା । ପରେ ଉପସ୍ଥିତ ସରପଞ୍ଚ, ସାମାଜିକ କର୍ମୀ ତଥା ପ୍ରଭାବିତ ବ୍ୟକ୍ତି ସେମାନେ ପ୍ରକଳ୍ପ ଦ୍ୱାରା ଦିଆଯାଉଥିବା କ୍ଷତିପୁରଣ ଉପରେ ଥିବା ଅସଂଗତି ଉପରେ ପ୍ରଶ୍ନ କରିଥିଲେ ଯାହାକି ଜିଲ୍ଲାପାଳ ସେମାନଙ୍କୁ ତାର ଉତ୍ତର ରଖିଥିଲେ । ସେ କହିଥିଲେ ସରକାର ପ୍ରକଳ୍ପ କୁ ନେଇ ବିଶେଷ ଯତ୍ନବାନ ଅଛନ୍ତି । ବର୍ତ୍ତମାନ ଚାଲିଥିବା ପୁର୍ନବାସ ଓ ଥଇଥାନରେ ଯଦି କୌଣସି ଲୋକେ ଅସନ୍ତୁଷ୍ଟ ହେବେ ତେବେ ତାଙ୍କ କଥା ପରବର୍ତ୍ତି ସମୟରେ ସରକାର ନିଶ୍ଚୟ ଶୁଣିବେ । ଏପରି କି ଯେଉଁ ଗାଁ ର ଲୋକଙ୍କ ସମ୍ପୁର୍ଣ୍ଣ ଜମି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଛି ସେମାନଙ୍କ ଜୀବନ ଜୀବିକା ଠିକ୍ ହିସାବରେ ଚାଲି ପାରିବ ସେ ଉପରେ ମଧ୍ୟ ସରକାର ବହୁ ଯତ୍ନବାନ ଅଛନ୍ତି ବୋଲି ସେ କହିଥିଲେ । ବିଧାୟକ ଶ୍ରୀ ମିଶ୍ର  ଫଳନ୍ତି ବୃକ୍ଷ ଯଥା ଆମ୍ବ, ମହୁଲ, ନିମ୍ବ ଗଛ ପ୍ରଭୃତି କ୍ଷତିପୁରଣ ଠିକ୍ ହେଉ ନ ଥିବା ଦର୍ଶାଇ ଏହା ଉପରେ ଜିଲ୍ଲାପାଳ ସରକାରଙ୍କୁ ଲେଖନ୍ତୁ ବୋଲି କହିଥିଲେ । ତା ସହ ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଟିବନ୍ଧରେ ଖରାପ ମାଟି ପକାଯାଉଥିବାରୁ ତା ଉପରେ କ୍ଷୋଭ ପ୍ରକାଶ କରିବା ସହ ମାଟିବନ୍ଧରେ ଉନ୍ନତମାନର ମାଟିକାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁର୍ନବାସ ଓ ଥଇଥାନ କଲୋନିମାନଙ୍କରେ ଥିବା ପିଇବା ପାଣି ଓ ବିଜୁଳି ସମସ୍ୟା ତୁରନ୍ତ ସମସ୍ୟା ର ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ଶେଷରେ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଦେବା ପରେ ସଭା ଶେଷ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like