-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ସୋନପୁର କଲେଜ, ୯୪ ବେଚ ର ଚତୁର୍ଥ ବନ୍ଧୁ ମିଳନ ଉତ୍ସବ ପାଳିତ

25-Dec-2022



ଆଜି କଳାପଥର ସ୍ଥିତ ଏକ ଫାର୍ମ ହାଉସ ଠାରେ ସୋନପୁର କଲେଜ ୯୪ ବେଚର  ଚତୁର୍ଥ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇ ଯାଇଛି l ଏହି ଉତ୍ସବ ରେ ସମ୍ବଲପୁର ଉପ ଜ଼ିଲ୍ଲାପାଳ ପ୍ରଭାସ ଦଣ୍ଡସନା ଓ ସିନ୍ଦୁରପୁର ହେପି ହେଣ୍ଡ୍ସ  ଡିଫ ସ୍କୁଲ ର ଚିଫ ଏଡ଼ଭାଇଜର ବିଦେଶିନୀ ପ୍ରଫେସର ଅଲରିକା ଜେସନ (ଇଂଲଣ୍ଡ ), ସମାଜସେବୀ ତଥା ଯୁବ ସଂଗଠକ ଚରଣ ନାଏକ ଯୋଗ ଦେଇ  ସୋନପୁର କଲେଜ ର ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ଓ ଏହି ସର୍ବ ପୁରାତନ କଲେଜ  ର ସୁରକ୍ଷା ଓ ବିକାଶ ଲାଗି ସହଯୋଗ ପାଇଁ ବିଭିନ୍ନ ପରାମର୍ଶ କରିଥିଲେ l ଏହି ବେଚ ର ସଭ୍ୟ ତଥା ଶିଖା ଇକୋ ଭିଲେଜ ର ପ୍ରତିଷ୍ଠାତା ଶିବାଜୀ ପଣ୍ଡା  ବଣ ଭୋଜି ରେ ବ୍ୟବହାର ହୋଇଥିବା ଫାର୍ମ ରୁ ୨ ବସ୍ତା ପ୍ଲାଷ୍ଟିକ ବୋତଲ କୁ ଗୋଟାଇ ସଫା କରିଥିଲେ l ଏବଂ ଏହି ବୋତଲ ସବୁ ର ଇନୋଭେସନ ପାଇଁ ଗାର୍ଡେନ ଡେକୋରେସନ ଓ ଏହାର ସଦ ବ୍ୟବହାର ଉପରେ ସଚେତନ କରି ପଲିଥିନ ଓ ପ୍ଲାଷ୍ଟିକ ମୂକ୍ତ ସହର ଗଢି  ପରିବେଶ ସୁରକ୍ଷା ଲାଗି ନିବେଦନ କରିଥିଲେ l  ଏବଂ ବିଲୁପ୍ତ ହୋଇ ଯାଉଥିବା ବାଉଁଶ ରେ ତିଆରି ଟୁପୁଲି  ଏହି ଉତ୍ସବ ରେ ବ୍ୟବାହାର କରି କୁଟୀର ଶିଳ୍ପ ର ବ୍ୟବହାର, ବ୍ୟବସାୟ ବୃଦ୍ଧି ଓ ବାଉଁଶ କାରିଗର ପରିବାରଙ୍କ ପ୍ରତିପୋଷଣ  ସହିତ ପୂର୍ଵ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା ର ଏକ ଅଭିନଵ ପ୍ରୟାସ କରିଥିଲେ ଆଜିର ଏହି ବେଚ ଫ୍ରେଣ୍ଡ l ସାପ କାମୁଡା, ହୃଦଘାତ, ସଡ଼କ ସୁରକ୍ଷା, ଓ ବିଭିନ୍ନ ଦୁର୍ଘଟଣା  ର ଅଚେତ  ଲୋକ ଙ୍କ ର ପ୍ରାଥମିକ ଚିକିତ୍ସା ଉପରେ ଏହି ବେଚ ର  ସଭ୍ୟ, ଟ୍ରେନର ବା ଏକ୍ସପର୍ଟ ଅଶୋକ ପାଣ୍ଡିଆ ଙ୍କ ଦ୍ୱାରା ଡେମୋ ମାଧ୍ୟମ ରେ ସଚେତନତା କରାଯାଇଥିଲା l 94 ବେଚ ର ସଭାନେତ୍ରୀ ସମୀମା ବେଗମ ଙ୍କ ଅଧ୍ୟକ୍ଷତା ଓ ସଞ୍ଜୟ ମହାପାତ୍ର, ରାଜେଶ ଅଗ୍ରୱାଲା, ଆନନ୍ଦ ପାତ୍ର, ଙ୍କ ତତ୍ୱାବଧାନ ରେ ଆଜିର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତାପସ ମହାନ୍ତି, ପ୍ରଦ୍ୟୁମ୍ନ ରଥ, ଜିତେନ୍ ମିଶ୍ର,ମନୋରଞ୍ଜନ ତ୍ରିପାଠୀ,  ଗୋପାଳ ମେହେର, ରମେଶ ସାହୁ, ଜଗତ ଶିରୋମଣି ମେହେର ପ୍ରମୁଖ ସମସ୍ତ ସଭ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like