-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2022
ବଲାଙ୍ଗିର //ଆଜି ରବିବାର ଦିବା ୧୧ ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଷ୍ଟେଟ୍ ୟୁନିୟନ ଅଫ ଜର୍ଣାଲିଷ୍ଟ,ବଲାଙ୍ଗୀର ଶାଖା ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ରାଜ୍ୟ କାର୍ଯକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଏବଂ ରାଜ୍ୟ ଉପସଭାପତି ଦୁଷ୍ମନ୍ତ ପଣ୍ଡା ଯୋଗଦାନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି ।ଏହି ସଭାରେ ଏସ୍ ଜେ ୟୁ ର ସମସ୍ତ ସଭ୍ଯ ଯୋଗ ଦେବାକୁ ସଂଘ ର ବଲାଙ୍ଗିର ଶାଖା ଆବାହକ ଶରତ କୁମାର ମହାକୁର ଅନୁରୋଧ କରିଛନ୍ତି l