-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

23-Dec-2022



ଡାବୁଗାଁ:(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସ୍ୱର୍ଣଲତା ବିଶ୍ୱାସ ଆଜି ଡାବୁଗାଁ ବ୍ଲକ ଗସ୍ତରେ ଆସି ଦୁଇଟି ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ . ମା ମୁତ୍ୟାଲୁ ଓ ମା ମାଉସୀ ଛତୁଆ କେନ୍ଦ୍ର ଯାଇ ଛତୁଆ କିପରି ପ୍ରସ୍ତୁତ ହେଉଛି ଏବଂ ତାର ମାନ ଯାଞ୍ଚ୍ କରିଥିଲେ .ନୂତନ ଭାବରେ ତିରିକରୁ ଥିବା ଛତୁଆ କେନ୍ଦ୍ରରେ ଛତୁଆ ପ୍ରସ୍ତୁତି ନେଇ ସନ୍ତୁଷ୍ଟ ହୋଇଥିଲେ . ସୂଚନା ଥାଉ କି ଗତ ଦୁଇମାସ ତଳେ ଡାବୁଗାଁ ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ମୌସୁମୀ ନାୟକ ଅଚାନକ  ଡାବୁଗାଁ ଗସ୍ତରେ ଆସି ଡାବୁଗାଁ ବ୍ଲକ ପାଇଁ ଛତୁଆ ଯୋଗାଉ ଥିବା ମା ମୂତ୍ୟାଲୁ ଏସ ଏଚ ଜି ଗ୍ରୁପ୍ ରେ ନିମ୍ନ ମାନର ଛତୁଆ ଦିଆ ଯାଉଥିବା ଦେଖିବା ସହ ଓଜନରେ ମଧ୍ୟ କମ୍ ପରିମାଣର ଛତୁଆ ଦିଆ ଯାଉଥିବା ଦେଖିଥିଲେ । ଛତୁଆ କେନ୍ଦ୍ରର ପରିବେଶ ମଧ୍ୟ ଅପରି ସ୍କାର ଥିବା ଦେଖି ଅସନ୍ତୋଷ ବ୍ୟେକ୍ତ କରିଥିଲେ । ବାରମ୍ବାର ମା ମୁତ୍ୟାଲୁ ଏସ ଏଚ ଜି ନିମ୍ନ ମାନର ଛତୁଆ ଯୋଗାଉ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହା ଛଡା ଛତୁଆ ପେକେଟ ରେ  ଏସ ଏଚ ଜି ଗ୍ରୁପରୋ ଫୋନ ନମ୍ବର ପରିବର୍ତ୍ତେ କଣସି ଅଙ୍ଗନବାଡି କର୍ମୀଙ୍କ ନମ୍ବର ଥିବା ମଧ୍ୟ ଆଲଚନା ହେଉଛି। କାର୍ଯ୍ୟାନୁଷ୍ଠାନ ପୂର୍ବକ ଉକ୍ତ ମା ମୂତ୍ୟାଲୁ ଏସ ଏଚ ଜି କୁ ଡାବୁଗାଁ ବ୍ଲକ ର ମେଦନା ଓ ଡାବୁଗାଁ ସେକ୍ଟର ରେ ଛତୁଆ ଯୋଗାଣ ପାଇଁ ଅନୁମତି ଦେଇଥିବା ବେଳେ ତାଙ୍କ ଠାରୁ ପ୍ରତ୍ୟାହାର କରି ମା ମାଉସୀ ଏସ ଏଚ ଜି ଗ୍ରୁପ୍ କୁ ନୂତନ ଭାବେ ବ୍ଲକ ର ବୋରିଗାଁ, ବଡ଼ ଓଲମା ଓ ଘୋଡାଖୁଣ୍ଟା ସେକ୍ଟର ପାଇଁ ଛତୁଆ ବିତରଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ନୂତନ ଭାବେ ଆରମ୍ଭ କରିଥିବା ମା ମାଉସୀ ଏସ ଏଚ ଜି ପାଇଁ ଆସିଥିବା ପ୍ରାୟ ୧୪୦ କ୍ୟୁଣ୍ଟାଲ ଗହମ କୁ ମା ମୁତ୍ୟାଲୁ ଏସ ଏଚ ଜି ରଖି ଦେଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲେ ସୁଦ୍ଧା ପରବର୍ତ୍ତି ସମୟରେ ବିଭାଗ ପକ୍ଷରୁ ଉମରକୋଟରୁ ଗହମ ଅଣାଯାଇ ମା ମାଉସୀ ଏସ ଏଚ ଜି କୁ ଯୋଗାଇଥିଲେ ।ଏକ ମାସରୁ ଉର୍ଦ୍ଧ ହେଲା ଡାବୁଗାଁ ବ୍ଲକ ର ଅଙ୍ଗନୱାଡ଼ି ମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ବନ୍ଦ ରହିଛି . ତେଣୁ ଛୋଟ ଶିଶୁ,କିଶୋରୀ, ଗର୍ଭବତୀ ମହିଳା ଓ ପ୍ରସୂତି ମାନଙ୍କୁ ଛତୁଆ  ଓ ଗରମ ଖାଦ୍ୟ ଯୋଗାଣ ନିମନ୍ତେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସମୂର୍ଣ୍ଣ ବନ୍ଦ ରହିଛି . ମମତା ଦିବସ ରେ ମଧ୍ୟ ଟୀକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି . ତେବେ ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱର୍ଣଲତା ବିଶ୍ୱାସ ଙ୍କୁ ପଚାରିବାରୁ ଛତୁଆ ଓ ଗରମ ଖାଦ୍ୟ ଯୋଗାଣ ନିମନ୍ତେ ଆମେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଜି ଆର ଏସ ଙ୍କ ସହଯୋଗ ରେ କରୁଥିବା ପ୍ରକାଶ କରିଥିଲେ ସିଦ୍ଧ ଅଙ୍ଗନୱାଡ଼ି ଙ୍କ ଆନ୍ଦୋଳନ ଯଥାଶୀଘ୍ର ବନ୍ଦ ହେବ ଏବଂ ସ୍ବାଭାବିକ ସ୍ଥିତି ଆସିବ ବୋଲି କହିଥିଲେ । ଅଣ୍ଡା ଦର ମର୍କେଟ ରେ ୬ଟଙ୍କା ଥିବା ବେଳେ ସରକାରୀ ଅଣ୍ଡା ବାବଦ କୁ ୫ଟଙ୍କା ଦେଉଥିବା ବିଷୟରେ ମଧ୍ୟ ପଚରିବରୁ ଏହା ଉପରେ ସରକାର ଆଲଚନା କରୁଥିବା କହିଛନ୍ତି ।ଏହି ଗସ୍ତ ସମୟରେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା ସହ ଅଙ୍ଗନୱାଡ଼ି ପରିଦର୍ଷୀକା ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like