-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ମାଲକାନଗିରି (ପ୍ରେରଣା ଖବର): ପୁଣି ମାତିଲେ ମାଓବାଦୀ। ଜାଳିଦେଲେ ଜେସିବି ଓ ଟିପର୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଛତିଶଗଡ଼ ଦାନ୍ତେୱାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିଲା। ଏହାକୁ ବିରୋଧ କରି ଭେରମଗଡ ଏରିଆ କମିଟିର ୧୫-୨୦ ଜଣ ସଦସ୍ୟ ରେଳ ଲାଇନ୍ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ସମ୍ପୂର୍ଣ ଜଳିଦେଇଛନ୍ତି। ଯାହାଫଳରେ ଜେସିବି ଓ ଟିପର ପୋଡି ପାଉଁଶ ହୋଇଯାଇଛି । ସଶସ୍ତ୍ର ମାଓବାଦୀ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ କରିଛନ୍ତି ।