-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ତୃତୀୟ ଦିନରେ ୩୭ତମ ସବ ଜୁନିଅର ଜାତୀୟ ବେଡ଼ମିଣ୍ଟନ ଚମ୍ପିୟାନସିପ୍, କ୍ଵାଟର ପହଁଚିଲେ ବାଳିକା ଡବଲସ ରେ ଓଡ଼ିଆ ଖେଳାଳୀ ସ୍ଵାତି-ନିମିଶା ■ *ଆସାମ ଖେଳାଳୀ ଶାନ୍ତିପ୍ରିୟା ହଜାରିକା ଙ୍କ ଉଭୟ ବର୍ଗର ବାଳିକା ସିଙ୍ଗଲ ରେ ଚମତ୍କାର ପ୍ରଦର୍ଶନ

03-Dec-2025



ଭୁବନେଶ୍ୱର- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ୩୭ତମ ଜାତୀୟ ସବ ଜୁନିଅର ବେଡ଼ମିଣ୍ଟନ ଚମ୍ପିୟାନସିପ୍ ର ତୃତୀୟ ଦିନରେ ସର୍ବମୋଟ 
୧୧୨ ଟି ମେଚ୍ ଅନୁଷ୍ଠିତ ହୋଇଯାଇଛି l ରିପୋର୍ଟ ପ୍ରସ୍ତୁତ ହେବ ପର୍ଯ୍ୟନ୍ତ ତୃତୀୟ ଦିନର ଖେଳରେ ଓଡ଼ିଆ ଖେଳାଳୀ, ଟାଇଟଲ ଦାବିଦାର ତନଭି ପତ୍ରି ୧୫ବର୍ଷରୁ କମ ବିଭାଗରେ ରାଜସ୍ଥାନର ଅନଭି ରାଠୋରଙ୍କୁ ୨୧-୭ ଓ ୨୧-୮ ପଏଣ୍ଟ ର ଦୁଇଟି ଗେମରେ ପରାଜିତ କରି କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି l ଏହି ବର୍ଗରେ ଟପସିଡ ମାନିମୁଥୁ ନିଜ

ପ୍ରତିଦ୍ବନ୍ଦୀ ତାମିଲନାଡୁର ଅନୁଶ୍ରୀ ଜି.ଏସ. ଙ୍କ ଠାରୁ ହାରି ଟାଇଟଲ ଦୌଡ଼ରୁ ବାହାରିଯାଇଛନ୍ତି l ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ବିଭାଗରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଖେଳାଳୀ ହିତାଶ୍ରୀ ଏଲ.ଙ୍କୁ ୨୧-୧୨, ୨୧-୧୪  ଦୁଇଟି ଗେମ ରେ ପରାସ୍ତ କରି ପ୍ରତିଯୋଗିତାର କ୍ଵାଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି l  ଓଡ଼ିଆ ଖେଳାଳୀ ବାପୁନ ରାଉତ ନିଜ ୧୭ ବର୍ଷରୁ କମ ସିଙ୍ଗଲ ବାଳକ ବିଭାଗ ରେ ତେଲେଙ୍ଗାନା ର ତନ୍ମନିହାଲ ଉତ୍ତମ ଙ୍କ ଠାରୁ ୧୬-୨୧, ୨୧-୧୬ ଓ ୧୨-୨୧ ର ସଂଘର୍ଷପୂର୍ଣ୍ଣ  ଗେମ ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି l ଏହି ବିଭାଗରେ ଟପସିଡ ପଞ୍ଜାବର ଜଗସେର ସିଂ, କର୍ଣ୍ଣାଟକର ପ୍ରଣବ ଏମ, ତେଲେଙ୍ଗାନାର ଶଶାଙ୍କ ଭନମlଳା, ରାଜସ୍ଥାନ ର ଜଗଜିତ ସିଂ ପ୍ରି-କ୍ଵାଟର ରେ ପହଂଚିଛନ୍ତି l
ବାଳିକା ୧୭ ବର୍ଷ ରୁ କମ ବାଳିକା ସିଙ୍ଗଲ ବିଭାଗ ରେ ଆସାମ ର ଶାନ୍ତିପ୍ରିୟା ହଜାରିକା ଟପ ସିଡ ସାଇନାଥ ମଣି ମୁଥୁ ଙ୍କୁ ହରାଇ ପ୍ରତିଯୋଗିତାର ବଡ ବିପର୍ଯ୍ୟୟ ଘଟlଇଛନ୍ତି l 
୧୫ବର୍ଷ ରୁ କମ ବାଳିକା ଡବଲସ ବିଭାଗରେ ଓଡ଼ିଆ ଯୋଡି ନିମିଶା ଓଝା ଓ ସ୍ଵାତି ନାୟକ କେରଳ ଯୋଡି ଅଲେକ୍ସିଆଏଲସା-ଆଫ୍ରିନ କ୍ୱାଥୁନଙ୍କୁ ୨୩-୨୧, ୨୧-୮ରେ ହରାଇ କ୍ୱାର୍ଟର ଫାଇନାଲ ରେ ପହଂଚିଛନ୍ତିl ଏହି ବିଭାଗରେ ଅନ୍ୟ ଦଳ ଭାବେ ତାମିଲନାଡୁ-ମଧ୍ୟପ୍ରଦେଶ ଯୋଡି ମଧ୍ୟ ହାମସିନୀ ଚନ୍ଦରମ-ନାଭିକା ସମାନୀ, ତାମିଲନାଡୁ ଯୋଡି ଭାବନ୍ଥିଗା-ୟାଝିନି ଏସ. କେ., ତାମିଲନାଡୁ ଯୋଡି 
ନୟୋନିକା-ଧନ୍ୟା ଏସ. ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ କ୍ଵାଟର ଫାଇନାଲ ରେ ପହଞ୍ଚିଛନ୍ତି l

୧୫ବର୍ଷ ରୁ କମ ବାଳକ ବିଭାଗ ରେ ଟପସିଡ ପଞ୍ଜାବର ୱାଜିର ସିଂ, କର୍ଣ୍ଣାଟକ ର ପୁଷ୍କର ସାଇ, ତେଲେଙ୍ଗାନାର ଶ୍ରୀଚେତନ ସୌର୍ୟ, ରାଜସ୍ଥାନର ଅଂଶୁମାନ ଚୌଧୁରୀ, ହରିଆଣାର ଜୟବର୍ଦ୍ଧନ ହୂଡା, ଦିଲ୍ଲୀ ର ହର୍ଷିତ ଖତ୍ରୀ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ କ୍ଵାଟର ଫାଇନାଲରେ ପହଂଚିଛନ୍ତି l

ଆଜି ୪ତାରିଖ ଦିନ ସମସ୍ତ ବିଭାଗର କ୍ଵାଟର ଫାଇନାଲ ଖେଳ ଅନୁଷ୍ଠିତ ହେବ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like