-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||      ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   (10-Nov-2026)       ||      କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   (10-Nov-2026)       ||      ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||      କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   (09-Nov-2026)       ||      ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   (09-Nov-2026)       ||      ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   (09-Nov-2026)       ||      *ଡାବୁଗାଁ ବ୍ଲକରେ ପୁଣି ଅପପୃଷ୍ଟିର ଶିକାର ହେଲେ ଚେରଚେଟିଆ ଗୁଡାର ୫ ବର୍ଷର ଅନାଥ ଝିଅ ପ୍ରତିମା ଭତ୍ରା*   (09-Nov-2026)       ||      ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||     

HOME   ଜିଲ୍ଲା

ଜଙ୍ଗଲରେ ଦନ୍ତାହାତୀର ମୃତଦେହ - ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ - ମୃତ୍ୟୁ ର କାରଣ ଅସ୍ପଷ୍ଠ : ଡିଏଫଓ

02-Dec-2025



ବୀରମହାରାଜପୁର,(ବିନୋଦ ପାଣ୍ଡେ ):
ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ  ଏକ ଦନ୍ତାହାତୀ ର ମୃତଦେହ ଠାବ ହୋଇଛି। ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ବରଘାଟ ଦାଦର ଜଙ୍ଗଲ ରେ  ଦନ୍ତା ହାତୀର ମୃତଦେହ ପଡ଼ିଥିବା କେତେକ ବ୍ୟକ୍ତି ଦେଖିଥିଲେ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବର ପାଇ ହାତୀର ମୃତଦେହ ଦେଖିବାକୁ  ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ମାତ୍ର ବନ ବିଭାଗ କୌଣସି ଲୋକଙ୍କୁ ହାତୀର ମୃତଦେହ ପାଖକୁ ଛାଡ଼ି ନ ଥିଲେ। ହାତୀ ର ମୃତଦେହ କୁ  ଚାରିପଟୁ ଘୋଡେ଼ଇ ଦେଇଥିଲେ।    ଭବାନୀପାଟଣା ଡିଭିଜନ ର ଆରସିସିଏଫ ସନ୍ତୋଷ ଯୋଶୀ,ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ମଧ୍ୟ ଘଟଣା ସ୍ଥଳକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି। ସୂଚନା ଅନୁସାରେ ଦୁଇଦିନ ପୂର୍ବରୁ ରେଢାଖୋଲ ବନଖଣ୍ଡ ଅଧିନସ୍ଥ କୁଆଖୋଲ ସଂରକ୍ଷିତ ଜଙ୍ଗଲ ରୁ ୫ ରୁ ୬ ଟି ହତିଥିବା ଏକ ହାତୀପଲ ହାତିଲିମୁଣ୍ଡା ସଂରକ୍ଷିତ ଜଙ୍ଗଲ କୁ ଆସିଥିଲେ। ଏବେ ଧାନ ଅମଳର ସମୟ ହୋଇଥିବାରୁ ସନ୍ଧ୍ୟା ହେବାରୁ ହାତୀପଲ ଭାଲୁଡୁଙ୍ଗୁରୀ ଜଙ୍ଗଲ ଦେଇ ଅମରପାଲି ଓ ଗୁଦୁଗୁଦା ଅଞ୍ଚଳକୁ ଆସିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ହାତୀ ଘଉଡ଼ାଇ ଥିଲେ। ବୀରମହାରାଜପୁର ବନ ବିଭାଗ ମଧ୍ୟ ଶନିବାର ରାତିସାରା ଡ୍ରୋନ ସାହାଯ୍ୟରେ ହାତୀପଲ କୁ ଘଉଡ଼ାଇବା ସହିତ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ଦେଖିବାକୁ ମିଳିଥିଲା। ତେବେ ଏହି ପଲ ରୁ ଗୋଟିଏ ଦନ୍ତା ହାତୀ ଗୋଠ ଛଡ଼ା ହୋଇ ବଡ଼ମାଳ, କାଞ୍ଚନପାଲ ଜଙ୍ଗଲ ଦେଇ ବ୍ରାହ୍ମଣୀପାଲି - ବରଘାଟ ଦାଦର ଜଙ୍ଗଲ ଅଞ୍ଚଳକୁ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେବେ ବନ ବିଭାଗ ମଧ୍ୟ ଏହି ଦନ୍ତାର ଟ୍ରାକିଙ୍ଗ କରୁଥିବା ବେଳେ ସୋମବାର ସକାଳୁ ଏହାର ମୃତଦେହ ପାଇଥିଲା। ସ୍ଥାନୀୟ ଲୋକେ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଦନ୍ତା ହାତୀର ମୃତଦେହ ଯେଉଁଠାରେ ପଡ଼ିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   10-Nov-2026
  ଜିଲ୍ଲା  
*ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   10-Nov-2026
  ଜିଲ୍ଲା  
ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   10-Nov-2026
  ଜିଲ୍ଲା  
ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   10-Nov-2026
  ଜିଲ୍ଲା  
କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   10-Nov-2026
  ଜିଲ୍ଲା  
ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   09-Nov-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ   09-Nov-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ   09-Nov-2026
  ଜିଲ୍ଲା  
ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   09-Nov-2026
  ଜିଲ୍ଲା  
ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   09-Nov-2026
  ଜିଲ୍ଲା  
*ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   09-Nov-2026
  ଜିଲ୍ଲା  
ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   09-Nov-2026

You Might Also Like