-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
05-Nov-2025
ବରୀ ବ୍ଲକର ଦ୍ଵିତୀୟ ପୁରାତନ ଅଭିମନ୍ୟୁ ସାମନ୍ତସିଂହାର
ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ.ରବିନ୍ଦ୍ର କୁମାର ଦାସ ଦାସ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଡ. ଦାସ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ମୁଖ୍ୟ ଅଧ୍ଯାପକ ଭାବେ କାର୍ଯ୍ୟକରି ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଦ୍ବାରା ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। ବିଦଗ୍ଧ କବିଙ୍କ ନାମରେ ନାମିତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଗାମୀ ଦିନରେ ମୁଖପତ୍ର ପ୍ରକାଶ କରିବା, ଶିକ୍ଷାଦାନ ଶିକ୍ଷ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ କାର୍ଯ୍ୟକରିବେ ବୋଲି ସେ କହିଛନ୍ତି ।