-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

*ବଟକରି ବିଦ୍ୟାଳୟରେ ଛାତ୍ରି ମାନଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଶିକ୍ଷକଙ୍କ ବିରାଧରେ ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ*

24-Oct-2025



(ପ୍ରିୟଦର୍ଶିନୀ  ପାତ୍ର)   
  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ବଟକରୀ ସରକାରୀ ଉଚ୍ଚ ବିଦ୍ୟାଳୟ  ଠାରେ। ଛାତ୍ରି ମାନଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଶିକ୍ଷକ ଶଙ୍କର ମାଠା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ଦିଶାରୀଙ୍କ ବିରୁଦ୍ଧରେ  ଅଭିଯୋଗ ଆଣି ବିଦ୍ୟାଳୟ ଘେରାଉ କଲେ।  ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବିଦ୍ୟାଳୟର ଶିକ୍ଷକ ଶଙ୍କର ମାଠା ବିଦ୍ୟାଳୟରେ ଛାତ୍ରି ମାନଂକୁ ସବୁବେଳେ ଦୁର୍ବ୍ୟବହାର କରିବା ସହ ଅଭଦ୍ର ଭାଷାରେ ଗାଳି କରୁଛନ୍ତି। ବିଦ୍ୟାଳୟର ହଷ୍ଟେଲ ଦାଇତ୍ୱ ନିଜେ ପ୍ରଧାନ ଶିକ୍ଷକ ନେଇଥିବା ବେଳେ ହଷ୍ଟେଲ ରେ କେହିବି ଶିକ୍ଷକ ରହୁ ନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗତକାଲି 3 ଜଣ ଛାତ୍ର ଙ୍କୁ ଛାତ୍ର ବସରେ ଜର ହୋଇଥିବା ଖବର ପାଇ ଏସଏମସି  କମିଟି ର ସଦର୍ଶ ମାନେ ଛାତ୍ରା ବାସରେ ଯାଇ ଦେଖିବା ସମୟରେ ତାଙ୍କ ସହ କଣସି ଶିକ୍ଷକ କିମ୍ଵା ଜଗୁଆଳି ମଧ୍ୟ ନଥିଲେ। ମଧ୍ୟାହ୍ନ ଭୋଜନ ଠିକ ଭାବରେ ଦିଆଯାଉ ନାହିଁ ଓ ଖାଦ୍ୟ ନିମ୍ନମାନର ଦିଆଯାଉଛି। ଖାଲି ଏତିକି ନାହିଁ ଛାତ୍ର ଛାତ୍ରୀଙ୍କୁ ଦୁଇବର୍ଷ ହେବ ଷ୍ଟାଇପେଣ୍ଡ ପଇସା ମଧ୍ୟ ପ୍ରଧାନ ଶିକ୍ଷକ ନ ଦେଇ ନିଜେ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ବିଦ୍ୟାଳୟର ସଭାପତି। ସଭାପତି କହିବ ପ୍ରକାରେ ଆଜିକୁ ୪ମାସ ହେବ ବିଦ୍ୟାଳୟରେ କଣସି ମିଟିଙ୍ଗ ହୋଇ ନାହିଁ ଏବଂ ପ୍ରାଧନ ଶିକ୍ଷକ ଜାଲ ସନ୍ତକ କରି ବିଦ୍ୟାଳୟର ପଇସା ହେରଫେର କରୁଛନ୍ତି ଏବଂ ହିସାବ ମାଗିଲେ କଥାକୁ ବୁଲାଇ ଦେଉଛନ୍ତି। ସୂଚନା ପ୍ରକାର ବିଦ୍ୟାଳୟରେ ଛାତ୍ର ଛାତି ଙ୍କୁ ଫାଳେ ଅଣ୍ଡା ଦେଇ ଶିକ୍ଷକ ମାନେ ମାସକ 2ଥର ଚିକେନ ଭାଜି କରି ଖାଉଛନ୍ତି ତାହାବି ଛାତ୍ର ଛାତ୍ରୀଙ୍କ ସମନା ରେ.।ଛାତ୍ରାବାସ ରେ ଉଚିତ ବ୍ୟବସ୍ଥା ନ ଥିବାରୁ କାଛୁ କୁଣ୍ଡିଆ ହେଉଛି । ହଷ୍ଟେଲ ରେ ମଧ୍ଯ ଛାତ୍ର ମାନଙ୍କୁ ଠିକ ଭାବରେ ଖାଇବାକୁ ଦେଉ ନାହାନ୍ତି। ପ୍ରଧାନ ଶିକ୍ଷକ ଅଧିକାଂଶ ସମୟରେ ବିଦ୍ୟାଳୟ କୁ ନ ଆସି ଗାଁ ଗହଳିରେ ଔଷଧ ଇଞ୍ଜେକସେନ ଦେଇ ଦୁଇପଇସା ରଜାଗର କରୁଛନ୍ତି  ଏଭଳି ଦୁର୍ନୀତିଗ୍ରସ୍ତ ପ୍ରଧାନ ଶିକ୍ଷକ ଏବଂ ଅଭଦ୍ର ଭାଷା ପ୍ରୟୋଗ କରୁଥିବା ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲାରେ ଏଭଳି ଘଟଣା କତେଦୂର ଯୁକ୍ତିଯୁକ୍ତ।ଏହି ଘଟଣା ବିଷୟରେ ଆମ ପ୍ରତିନିଧି ଜିଲ୍ଲା ଗୋଷ୍ଟି ଶିକ୍ଷା ଅଧିକାରୀ  ଛତ୍ରପତି ସାହୁଙ୍କ ସହ ଆଲଚନା କରିବାରୁ ମତେ ଲିଖିତ ଭାବେ ଜଣାଇଲେ ମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବଲି କହିଛନ୍ତି। ଏଭଳି ସମ୍ବେଦନ ସିଲ ଘଟଣାର ଜିଲ୍ଲା ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି। 

*ବିଦ୍ର:-ପିଲାଙ୍କୁ ଦେଉଛନ୍ତି ଫାଳେ ଅଣ୍ଡା ଶିକ୍ଷକ ମାନେ କରୁଛନ୍ତି ଚିକେନ ଭୋଜି*


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like